Breaking News

ହେ ଭଗବାନ ! ମାସ୍କ ପିନ୍ଧି ନ ଥିବାରୁ ବ୍ଯାଙ୍କ କ-ର୍ମ-ଚା-ରୀ ଙ୍କୁ ଗୁ-ଳି କ-ଲେ ସିକ୍ୟୁରିଡି ଗାର୍ଡ ,ଦେଖିଲେ ଆଶ୍ଚର୍ଯ ହେବେ

ନୂଆଦିଲ୍ଲୀ: କୋରନା ମହାମାରୀ ସାରା ଦେଶରେ ଆ-ତ-ଙ୍କ ଖେଳାଇ ସାରିଲାଣି। ଏହି ସବୁ ଭିତରେ ସରକାର ଅନେକ ଗୁଡିଏ ନିୟମ ବାହାର କରି ଲୋକଙ୍କୁ ସଚେତନ କରାଉଛନ୍ତି। ମହାମାରି ସହ ଲ-ଢ଼ି-ବା-ର ସବୁଠାରୁ ବ-ଡ଼ ଅ-ସ୍ତ୍ର ସାଜିଛି ମାସ୍କ ଆଉ ସାନିଟାଇଜର।ଜଣେ ଲୋକ ବାହାରକୁ ବାହାରିବ ମାନେ ଏ ଦୁଇଟି ଅ-ସ୍ତ୍ର ତା ସହ ଥିବା ନିହାତି ଆବଶ୍ୟକ। ନଚେତ କୋରନା ରୁ ରକ୍ଷା ପାଇବାର ଆଉ କିଛି ବି ଉପାୟ ନାହିଁ।ତେଣୁ ସରକାର ମାସ୍କ ପିନ୍ଧିବା ପାଇଁ ମଧ୍ୟ ସମସ୍ତଙ୍କୁ ଅନିରୋଧ ବି କରୁଛନ୍ତି।

କିନ୍ତୁ ଜାଣିଥିବେ ତ ଲୋକେ ହେଲେ ଅମାନିଆ ଯେତେ କହିଲେ କଣ ହବ ୫୦ ପ୍ରତିଶତ ଲୋକ ମାନୁଥିଲେ ଆଉ କିଛି ମାନୁ ବି ନାହାନ୍ତି। ଏଥିପାଇଁ ବି କଡା ନିୟମ ଲାଗୁକରାଯାଇଛି। ଛକ ଛକ ମାସ୍କ ଚେକିଙ୍ଗ ମାସ୍କ ନ ପିନ୍ଧିଥିଲେ ଫାଇନ ମା-ଡ଼ ଖାଇବାକୁ ପଡୁଚି। ଲୋକେ ସେଥିପାଇଁ ଡ-ରି-କି ହିଁ ପିନ୍ଧିବାକୁ ବଧ୍ୟ ହେଉଛନ୍ତି କିନ୍ତୁ ଏବେ ଏମିତି ଏକ ଖବର ଆସିଚି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।ଉତ୍ତର ପ୍ରଦେଶ ବରେଲିରେ ଜଣେ ବ୍ୟକ୍ତି ବ୍ୟାଙ୍କ ରେ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ବ୍ୟାଙ୍କର ସୁରକ୍ଷା କର୍ମଚାରୀ ଗୁ-ଳି ମା-ରି ଦେଇଥିବା ଜଣାପଡ଼ିଛି। ଗୁ-ଳି ମା-ରି-ଥି-ବା ଜଣଙ୍କ ହେଉଛନ୍ତି ଜଣେ ରେଳ ବିଭାଗର ସରକାରୀ କର୍ମଚାରି।

ତେବେ ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣାଟି କଣ ଥିଲା। ଖବର ରୁ ଯାହା ଜଣାପଡିଚି ବରେଲି କୋତବାଲି ଅଞ୍ଚଳର ଜଣେ ରେଳ କର୍ମଚାରୀ ବ୍ୟାଙ୍କ ଅଫ ବରଦା ଏକ ବ୍ରାଞ୍ଚ କୁ କିଛି କାମ ଥିବା କାରଣରୁ ଯାଇଥିଲେ। ମାତ୍ର ତାଙ୍କର ଭୁ-ଲ ହେ-ଉ-ଛି ସେ ସେଠାକୁ ମାସ୍କ ଲଗାଇ ଯାଇ ନଥିଲେ। ଏହା ଦେଖି ବ୍ୟାଙ୍କ ରେ ଥିବା କେଶବ ନାମକ ଜଣେ ସିକିଉରିଟି ଗାର୍ଡ ବ୍ୟକ୍ତି ଜଣଙ୍କୁ କହିଥିଲା କି ଆପଣ ମାସ୍କ କଣ ପାଇଁ ଲଗାଇ ନାହାନ୍ତି ଯାଆନ୍ତୁ ପ୍ରଥମେ ମାସ୍କ ଲଗାଇବେ ତା ପରେ ଏଠାକୁ ଆସିବେ।

କିନ୍ତୁ ଏହା ଶୁଣି ସରକାରୀ କର୍ମଚାରି ଜଣଙ୍କ ରା-ଗି ଯା-ଇ-ଥି-ଲେ। ଏମିତି କିଛି ସମୟ ଦୁହିଁ ଙ୍କ ଭିତରେ ଯୁକ୍ତି ଚାଲିଲା ପରେ ଗାର୍ଡ କେଶବ ରା-ଗି-ଯା-ଇ ବ୍ୟକ୍ତି ଜଣଙ୍କ ଉପରକୁ ଗୁ-ଳି ଚ-ଳେ-ଇ-ଦେ-ଲା। ଭାଗ୍ୟ ଭଲ ଗୁ-ଳି ଟି ତାଙ୍କ ଗୋ-ଡ ରେ ବା-ଜି-ଲା। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଗଲା। ଆଉ ଗାର୍ଡ ନାଁ ରେ କେସ ବି ଦିଆଗଲା। ପରେ ଯେତେବେଳେ ଗାର୍ଡ ରୁ ପଚରା ଉଚରା କରାଗଲା ସେ କହିଲା କି ମୁଁ ଜାଣିଶୁଣି ସାର ଙ୍କ ଉପରେ ଗୁ-ଳି ଚ-ଳା-ଇ-ନି ଭୁଲରେ ଚାଲି ଯାଇଛି। ଏହା କେତେଦୂର ସତ ଏହା ଏପର୍ଯ୍ୟନ୍ତ ବି ଜଣାପଡ଼ିନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ-

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *