Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ମୋହନା (chhandita padhi) ଙ୍କ ପୁରା ପରିବାର ଫଟୋ

ଦର୍ଶକ ବନ୍ଧୁ ପ୍ରଥମ ଥର ପାଇଁ ନିଜ ପରିବାର ଫଟୋ ମୋହନା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ତାଙ୍କ ପରିବାର ରେ କେଉଁମାନେ ରହୁଛନ୍ତି ଜାଣିବା ଓ ମୋହନା ଙ୍କ ର ଆଗାମୀ ଦିନ ମାନ ଙ୍କ ଭିତରେ ଏକ ନୂଆ ଧାରାବାହିକ ପ୍ରସାରିତ ହେବା କୁ ଯାଉଛି , ଏହି ଧାରାବାହିକ ଟି ର ନାମ କଣ ରହିଛି ଓ ଏହା କେଉଁ ଟିଭି ଚ୍ଯାନେଲ ରେ ପ୍ରସାରିତ ହବ ଜାଣନ୍ତୁ ।

ତାହେଲେ ବନ୍ଧୁଗଣ ଆପଣ ମାନେ ମୋହନା ଙ୍କୁ ନିଶ୍ଚୟ ଜାଣିଥିବେ ତାଙ୍କର ପ୍ରକୃତ ନାମ ହଉଛି ଛନ୍ଦିତା ପାଢୀ । ତାହେଲେ ତାଙ୍କର ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ ତୋ ଅଗଣାର ତୁଳସୀ ମୁଁ ରେ ଦେଖିଥିବେ ଓ ଏହି ଧାରାବାହିକ ଟି ମଧ୍ୟ ଲୋକ ମାନ ଙ୍କ ମନ ରୁ ଯାଇନାହିଁ । ତାହେଲେ ସେ ପରବର୍ତ୍ତୀ ସମୟ ରେ ତାରା ତାରିଣୀ ରେ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିଲେ ଓ ତାଙ୍କର ନାମ ଥିଲା ମୋହନା । ସେ ତାଙ୍କର ଅଭିନୟ ପାଇଁ ସେ ମୋହନା ନାମ ରେ ଘରେ ଘରେ ପରିଚିତ ହୋଇଥିଲେ ।

ତାହେଲେ ଏହି ଧାରାବାହିକ ଟି ବନ୍ଦ ହବା ପରେ ସେ ଆଉ କୋଉ ଧାରାବାହିକ ରେ ଅଭିନୟ କରିନାହାଁନ୍ତି । ଲକଡାଉନ ହବା ଯୋଗୁ ସେ ତାଙ୍କ ନିଜ ଗାଁ ଙ୍କୁ ଚାଲିଯାଇଛନ୍ତି ଓ ସେଠାରେ ରହି ନିଜ ପରିବାର ସହିତ ବହୁତ ସାରା ମଜା ମସ୍ତି କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ମୋହନା ବା ଲିସା ଙ୍କ ର ଆଗକୁ ଏକ ନୂଆ ଧାରାବାହିକ ଆସୁଅଛି ଓ ଏହି ଧାରାବାହିକ ର ନାମ ହଉଛି ମଙ୍ଗୁଳା କନ୍ୟା ଓ ଏହି ଧାରାବାହିକ ରେ ପୁଣି ଠାରେ ଏକାଠି ନଜର ଆସିବେ ଚନ୍ଦନ,ତୁଳସୀ ଓ ଲିଶା । ତାହେଲେ ଏହି ଧାରାବାହିକ ଟି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହବା କୁ ଯାଉଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ-

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *