Breaking News

ଦୁନିଆର ଏହି ୪ଟି ଜୀବ ସବୁଠାରୁ ଭୟଙ୍କର ଅଟନ୍ତି, ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆମ ଦୁନିଆ ରେ ଏମିତି ଜୀବ ଅଛନ୍ତି ଯେଉଁମାନେ ଙ୍କୁ ଆମେ ଦେଖିନଥିବା ଓ ଏହି ଜୀବ ମାନ ଙ୍କୁ ଦୁନିଆ ସବୁଠୁ ନିଆରା ଜୀବ ବୋଲି କୁହାଯାଏ ଥାଏ । ତାହେଲେ ଆଜି ଆମେ ସେହିଭଳି ଏକ ନିଆରା ଜୀବ ମାନ ଙ୍କ ବିଷୟ ରେ କହିବୁ ,ଯେଉଁ ଜୀବ ଙ୍କୁ ନା ଆପଣ ମାନେ ଆଗରୁ ଦେଖିଥିବେ ନା ଶୁଣିଥିବେ କିନ୍ତୁ ଆଜି ଜାଣିବା କୁ ପାଇବେ । ତାହେଲେ ଆସନ୍ତୁ ଜାଣିବା ,

ନ୍ୟାକେଟ ମୋର୍ଳ ରାଟ ନାମକ ଏକ ଅଦ୍ଭୁତ ଜୀବ ପୂର୍ବ ଆଫ୍ରିକା ରେ ଦେଖାଦେଇଥାଏ , ହଁ ବନ୍ଧୁ ଏହା ଏହ ଭିନ୍ନ ଧାରଣ ର ମୂଷା କିନ୍ତୁ ଏମାନ ଙ୍କ ତ୍ଵଚ ମୂଷା ଭଳି ହୋଇନଥାଏ କାରଣ ଆପଣ ଯଦି ଏହି ଜୀବ କୁ ଦେଖିବେ ତ ଆପଣ ଙ୍କୁ ଲାଗିବ ଯେ ଏହି ଜୀବ ର ଚମଡା ଛାଡି ଯାଇଛି । ଏମାନ ଙ୍କ ଶରୀର ରେ ଗୋଟେ ହେଲେ ରୁମ ନଥାଏ ବରଂ ବୟସ୍କ ଲୋକ ଙ୍କ ଭଳି ଚମଡା ହୋଇଥାଏ ।

ସାଙ୍ଗା ଆଣ୍ଟିଲୋ – ଦର୍ଶକ ବନ୍ଧୁ ସାଙ୍ଗା ଆଣ୍ଟିଲୋ ନାମକ ଏହି ପଶୁ ହରିଣ ଭଳି ଦେଖାଯାଇଥାଏ କିନ୍ତୁ ହରିଣ ନୁହେଁ କାରଣ ଏହାର ନାକ ଅତି ଲମ୍ବା ଅଟେ । ଏହା କେବଳ ରୁଷ ଏବଂ କାଜାକିସ୍ଥାନ ଦେଖାଯାଇଥାଏ ।


ପିଙ୍କ ଫେଅରି ଆର୍ମୀଡିଲୋ – ଏହି ଜୀବ ମୂଷା ଭଳି ଦେଖାଯାଇଥାଏ କିନ୍ତୁ ତାର ଉପର ଶରୀର କୁ ଦେଖିଲେ ଏକ ଆବରଣ ପଡିଲା ଭଳି ଲାଗିଥାଏ । ଏହି ଜୀବ ମାଟି ଖୋଲିବା ରେ ଖୁବ ମାହିର ଥାଏ ।

ଲାମ୍ପ୍ରେ ଫିଶ – ବନ୍ଧୁଗଣ ଏହି ଭିନ୍ନ ଧାରଣ ମାଛ ଆରଟିକି ମହାସାଗର ରେ ଦେଖାଯାଇଥାଏ । ଏହି ମାଛ ଟି କୁ ଯଦି ଆପଣ ମାନେ ଦେଖିବେ ତାହେଲେ ଅଶର୍ଯ୍ୟ ହୋଇଯିବେ । ହଁ ବନ୍ଧୁ ଏହାର ଛୋଟ ଛୋଟ ଲମ୍ବା ଦାନ୍ତ ଓ ବଡ ଜିଭ ଥାଏ । ଥରେ ଯାହାକୁ ଏହି ମାଛ ଟି ଆକ୍ରମଣ କରିଥାଏ ତାହେଲେ ତାର ମୃତ୍ଯୁ ନିଶ୍ଚିତ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ-

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *