Breaking News

ଦେଖନ୍ତୁ Viral ଭିଡିଓ – ଦଶମ ଶ୍ରେଣୀ ପରୀକ୍ଷା କମ ନମ୍ବର ଆସିବାରୁ ଛା-ତ୍ରୀ ତାଙ୍କର ହା-ତ କା-ଟି ଦେଲେ ଆଉ ତାପରେ

ଦର୍ଶକ ବନ୍ଧୁ ଚଳିତ ବର୍ଷ କରୋନା ପ୍ରଭାବ ରୁ ସବୁକିଛି ବନ୍ଦ ଅଛି ଯାହା ର ପ୍ରଭାବ ରେ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବା ସହିତ ସମସ୍ତ ଛାତ୍ର ଛାତ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପକାଇଛି । ସେଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଦଶମ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପାଇଁ ଦଶମ ବୋର୍ଡ ପରୀକ୍ଷା ବାତିଲ କରିଥିଲେ କେବଳ ଦଶମ ପରୀକ୍ଷା ର ଇଣ୍ଟରନାଲ ଓ ନବମ ଶ୍ରେଣୀ ର ଟେଷ୍ଟ ପରୀକ୍ଷା ଓ ବାର୍ଷିକ ପରୀକ୍ଷା କୁ ମିଶାଇ ପ୍ରକାଶ ପାଇଥିଲା ଚଳିତ ବର୍ଷ ଦଶମ ଫଳାଫଳ ।

ବନ୍ଧୁଗଣ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପାସ ହାର ପିଲା ପାସ କରିଛନ୍ତି ୯୭.୮୯ ପ୍ରତିଶତ । ତାହେଲେ ବନ୍ଧୁଗଣ ଏହି କିନ୍ତୁ ଅନେକ ଛାତ୍ର ଛାତ୍ରୀ ନିଜର ଫଳା ଫଳ କୁ ନେଇ ଅ-ସ-ନ୍ତୋ-ଷ ପ୍ରକାଶ କରିଥିବା ସମୟ ରେ ଜଣେ ଛାତ୍ରୀ ନିଜ ହା-ତ କା-ଟି ଦେଇଛନ୍ତି । ହଁ ବନ୍ଧୁ ନିଜର ଫଳାଫଳ କୁ ନେଇ ପୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଛାତ୍ର ଛାତ୍ରୀ ମାନେ ଫଳାଫଳ କୁ ନେଇ ପ୍ରତିବାଦ କରିଛନ୍ତି କିନ୍ତୁ ସେମାନ ଙ୍କ ମଧ୍ୟ ରୁ ଜଣେ ଛାତ୍ରୀ ନିଜ ହା-ତ କା-ଟି ଦେଇଛନ୍ତି ।

ତାହେଲେ ଏହି ଛାତ୍ର ଛାତ୍ରୀ ଙ୍କ କହିବା କଥା ହେଲା ଯେ ସେ ତାଙ୍କର ସ୍କୁଲ ପ୍ରାୟ ଅଧିକାଂଶ ପିଲା ବହୁତ କମ ନମ୍ବର ରଖିଛନ୍ତି । କିନ୍ତୁ ହାତ କା-ଟି ଦେଇଥିବା ଛାତ୍ରୀ ଜଣକ କହିଛନ୍ତି ଯେ ସରକାର ସ୍କୁଲ ର ପିଲା ବହୁତ ଭଲ ମାର୍କ ଦେଇଛନ୍ତି କିନ୍ତୁ ପ୍ରାଇଭେଟ ସ୍କୁଲ ରୁ ପିଲା ଙ୍କୁ ବହୁତ କମ ଦେଇଛନ୍ତି । ତାହେଲେ କଣ ଆମ ଷ୍ଟାଣ୍ଡାର୍ଡ ଏତେ ଖରାପ ବୋଲି ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଓ ମାର୍କ ବଢାଇବା କୁ ସରକାର ଅନୁରୋଧ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନବୀନ ସରକାର ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ମାନଙ୍କୁ ଦେଲେ ବଡ ଉପହାର, ଯଦି ଆପଣ ମିଶନ ଶକ୍ତି ରେ ସଦସ୍ୟ ଅଛନ୍ତି ଏହି ସୁବିଧା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଏସଏଚଜି ଗ୍ରୁପ ଏକ ବଡ ଖବର, ବନ୍ଧୁ ପୂର୍ବ ରୁ …

Leave a Reply

Your email address will not be published. Required fields are marked *