Breaking News

ଦେଖନ୍ତୁ ଭିଡିଓ – ଦୁଇ ପୁଅଙ୍କ ସହ ନମିତା ଅଗ୍ରୱାଲଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି, ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ବହୁ ଗାୟକ ଗାୟିକା ଅଛନ୍ତି । ଏହି ଗାୟକ ଓ ଗାୟିକା ମାନେ ସୁ ମଧୁର କଣ୍ଠ ରେ ଗୀତ ଗାଈ ଆଜି ବେଶ ଲୋକ ପ୍ରିୟ ହାସଲ କରିପାରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଏହ ଗାୟକ ଓ ଗାୟିକା ମାନ ଙ୍କ ମଧ୍ୟ ରୁ ଏମିତି ଏକ ଗାୟିକା ଙ୍କ ବିଷୟ ରେ ଜାଣିବା ଯିଏ କି ବହୁ ସାରା ଫିଲ୍ମ ଓ ଭଜନ ରେ ଗୀତ ଗାଈ ବେଶ ଲୋକ ପ୍ରିୟତା ହାସଲ କରିପାରିଛି ଖାଲି ସେତିକି ନୁହେଁ ଏହି ଗାୟିକା ସୁପର ହିଟ ଗୀତ ପାଇଁ ବହୁ ଫିଲ୍ମ ସୁପର ହିଟ ହୋଇ ପାରିଛି ।


ହଁ ବନ୍ଧୁ ବହୁତ ଗୁଡିଏ ସୁପର ହିଟ ଫିଲ୍ମ ଅଛି ଯାହା ଫିଲ୍ମ ର ଷ୍ଟୋରି ଅପେକ୍ଷା ଦର୍ଶକ ମାନେ ସେହି ଚଳଚିତ୍ର ସମସ୍ତ ଗୀତ କୁ ବହୁତ ପସନ୍ଦ କରିଥାଆନ୍ତି , ତାହେଲେ ଏହି ଗୀତ କୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଗାୟକ ଗାୟିକା ମାନେ ଥାଆନ୍ତି । ତାହେଲେ ଗୋଟେ ଫିଲ୍ମ ସୁପର ହିଟ ହବା ପଛ ରେ ଗାୟକ ଓ ଗାୟିକା ମାନ ଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ କି ନିଜ ସୁ ମଧୁର କଣ୍ଠ ରେ ଗୀତ ଗାଈ ବେଶ ନାମ ଅର୍ଜନ କରିଥାଆନ୍ତି ଓ ତାହାଲେ ଆଜି ସେହିଭଳି ଏକ ଗାୟିକା ଙ୍କ ବିଷୟ ରେ ଜାଣିବା , ଏହି ଗାୟିକା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଗାୟିକା ନମିତା ଅଗ୍ରୱାଲ ।

ତାହେଲେ ଆଜି ଆମେ ନମିତା ଅଗ୍ରୱାଲ ଙ୍କ ବିଷୟ ରେ କିଛି ଜାଣିବା ସହିତ ତାଙ୍କ ପୁଅ ମାନ ଙ୍କ ବିଷୟ ରେ ଜାଣିବା , ତାହେଲେ ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଓ ଜାଣିବେ ଥିବେ ଯେ ନମିତା ଅଗ୍ରୱାଲ ବହୁ ଗୁଡ଼ିଏ ଚଳଚ୍ଚିତ୍ର ରେ ଗୀତ ଗାଇବା ସହିତ ବହୁ ଗୁଡିଏ ଭଜନ ରେ ମଧ୍ୟ ଗୀତ ଗାଇଛନ୍ତି । ଗଣ ଆପଣ ମାନେ ଜାଣିଥିବେ ନମିତା ଅଗ୍ରୱାଲ ଆଗରୁ ନିବେଦିତ ନାମରେୟ ନାମ ରେ ବେଶ ପରିଚିତ । ତାହେଲେ ସେ ୧୯୬୯ ମସିହା ଜାନୁୟାରୀ ୧ ତାରିଖ ଦିନ କଟକ ର ତୁଳସୀ ପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ତା ପରେ ସେ ୧୯୯୨ ମସିହା ରେ ସାର୍ଥକ ମ୍ୟୁଜିକ କମ୍ପାନୀ ର ମାଲିକ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ।


ବିବାହ ପରେ ନିଜ ଗୀତ ମାଧ୍ୟମ ରେ ନିଜ କ୍ୟାରିଆର କରିଥିଲେ । ତାହେଲେ ୧୯୯୩ ମସିହା ରେ ତାଙ୍କର ଯାଆଁଳ ପୁଅ ଜନ୍ମ ନେଇଥିଲେ । ସେମାନ ଙ୍କ ନାମ ହଉଛି ସିଦ୍ଧାର୍ଥ ଓ ସାର୍ଥକ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ଯେଉଁଭିଡିଓ ରେ ନମିତା ଅଗ୍ରୱାଲ ଓ ତାଙ୍କ ଦୁଇ ପୁଅ ନଜର ଆସିଛନ୍ତି ଓ ଏହି ଭିଡିଓ ରୁ ଦୁଇ ପୁଅ ଙ୍କ ର ମା ଙ୍କ ପ୍ରତି ଭକ୍ତି ଓ ଭଲ ପାଇବା ରହିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.