Breaking News

ଭିଡିଓ ଦେଖନ୍ତୁ – ଶେଷରେ ବର୍ଷା ମୁହଁ ଖୋଲିଲେ – କାହାକୁ ଦ୍ବିତୀୟ ବିବାହ କରିବେ ବର୍ଷା (Varsha Priyadarshini) ? – ସତ ଆସିଲା ସାମ୍ନାକୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କ ବିବାଦ କୁ ନେଇ ବେଶ ଚର୍ଚ୍ଚା ଥିବା ସମୟ ରେ ଏପଟେ ବର୍ଷା ଙ୍କୁ ନେଇ ଆଉ ଏକ ଖବର ବେଶ ଚର୍ଚା ରେ ଅଛି । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଆଗ ଧାଡ଼ି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି , ଯାହାକୁ ଦର୍ଶକ ମାନେ ଶୁଣି ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଛନ୍ତି । ବନ୍ଧୁଗଣ ବର୍ଷା ନିଜର ଦ୍ବିତୀୟ ବିବାହ କୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତାଙ୍କର ଏହି ବିବାଦ ଆଜି କୁ ପ୍ରାୟ ୮ ମାସ ହୋଇଗଲାଣି କିନ୍ତୁ ପର୍ଯ୍ୟନ୍ତ କିଛି ସମାଧାନ ହୋଇନାହିଁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ଅନୁଭବ ଙ୍କ ନାମ ରେ କଟକ ଏସେଡିଜେଏମ କୋର୍ଟ ରେ ଅଭିଯୋଗ କରିଥିଲେ ଯେ ଅନୁଭବ ତାଙ୍କୁ ନିର୍ଯାତନ ଦେଇଥିବା ସମୟ ରେ କଟକ ଫ୍ୟାମିଲି କୋର୍ଟ ରେ ଆବେଦନ କରିଛନ୍ତି ଯେ ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲିକିନ୍ତୁ ଅନୁଭବ ଛାଡପତ୍ର ନବା କୁ ଚାହୁଁଛନ୍ତି ବର୍ଷା ଙ୍କ ଠାରୁ । ତାହେଲେ ଏହି ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ।

ତାହେଲେ ବନ୍ଧୁଗଣ ନିଜ ଦ୍ବିତୀୟ ବିବାହ କୁ ନେଇ ବର୍ଷା କହିଛନ୍ତି ଯେ ଦ୍ଵିତୟ ବିବାହ କଥା ମୁ କେବେ ବି ଭାବିନି କି ଆଗକୁ ଭାବିନି ଏହା ସମ୍ପୂର୍ଣ୍ଣ ଭାବେ ମିଛ ଅଟେ । ମୁଁ ଯାହାଙ୍କୁ ବିବାହ କରିଛି ତା ସହିତ ସାରା ଜୀବନ କାଟିବା ପାଇଁ ଚାହୁଁଛି । ଏହି କଥା ବର୍ଷା ନିଜେ ସୋସିଆଲ ମିଡ଼ିଆ ଓ ଗଣ ମାଧ୍ୟମ ନିକଟ ରେ କହିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.