Breaking News

ଦେଖନ୍ତୁ Shocking ଭିଡିଓ – ଭାରତରେ ଏକ ଏମିତି ଗାଁ ରହିଛି ଯେଉଁଠାରେ ପ୍ରତି ପରିବାରରେ ଯାଆଁଳା ଛୁଆ ଜନ୍ମ ହୁଅନ୍ତି

ଦର୍ଶକ ବନ୍ଧୁ ଆମ ଭାରତ ରେ ଅନେକ ରହସ୍ୟ ମେ ଜାଗା ଅଛି ଯାହା ଆଜି ପର୍ଯ୍ୟନ୍ତ ରହସ୍ୟମୟୀ ଭାବ ରେ ରହିଛି । ଏହି ରହସ୍ୟମୟୀ ଭିତରୁ କିଛି ପ୍ରମାଣ ମିଳି ତାହା ରହସ୍ୟ ଘେର ରୁ ବାହାରେ ରହିଛି କିନ୍ତୁ ବହୁ ସ୍ଥାନ ରହିଛି ଯାହା ଏବେ ବି ରହସ୍ୟମୟ ଘେର ରେ ରହିଛି । ହଁ ବନ୍ଧୁ ଆମେ ଆପଣ ଙ୍କୁ ଏମିତି ଏକ ଗାଁ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଗାଁ ରେ ପ୍ରତିଟି ପରିବାର ରେ ଯାଆଁଳ ଛୁଆ ଜନ୍ମ ଗ୍ରହଣ କରିଥାଆନ୍ତି କିନ୍ତୁ ଏହାର ରହସ୍ୟ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତାହେଲେ ଆସନ୍ତୁ ଜାଣିବା ଗାଁ ବିଷୟ ରେ ,

କେରଳ ର ମାଲପୁରମ ଜିଲ୍ଲାର ପୋଧିନୀ ଗଗାଁ , ଦେଶ ର ସବୁ ସାଧାରଣ ଗାଁ ଭଳି ଏହି ଗାଁ କିନ୍ତୁ ଏହି ଗାଁ ରେ ଛୋଟ ଛୁଆ ଜନ୍ମ ହବା କୁ ନେଇ ସମସ୍ତ ଙ୍କୁ ଚକିତ କରି ଦେଇଛି । ଏହି ଗ୍ରାମ ରେ ପ୍ରାୟ ୨୦୦୦ ପରିବାର ରୁହନ୍ତି କିନ୍ତୁ ସବୁଠୁ ଖାସ କଥା ହେଲା ଯେ ଏହି ଗାଁ ରେ ଅନେକ ଛୁଆ ଯାଆଁଳ ହୋଇ ଜନ୍ମ ହୋଇ ଥାଆନ୍ତି । ହଁ ବନ୍ଧୁ ସୂଚନା ଅନୁସାରେ ଏହି ଗ୍ରାମ ରେ ୨୨୦ ଯୋଡ଼ା ଯାଆଁଳ ଛୁଆ ଅଛନ୍ତି । ଏହା କେବଳ ଭାରତ ପାଇଁ ଏକ ବିରଳ ଗାଁ ଦୃଶ୍ୟ ନୁହେଁ ଏହା ବିଶ୍ବ ପାଇଁ ଏକ ବିରଳ ଗ୍ରାମ ବୋଲି ପରିଚିତ । ହଁ ବନ୍ଧୁ ଏହି ଗାଁ କୁ ଯଦି ଆପଣ ଯିବେ ତାହେଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଯୁଆଡେ ଦେଖିବେ ସବୁ ଆଡେ ଯାଆଁଳ ଛୁଆ ।


ହଁ ବନ୍ଧୁ ତିନି ପିଢୀ ହୋଇଗଲାଣି ଯାଆଁଳ ଛୁଆ ହବା ର ଓ ଏହାର ରହସ୍ୟ ଏ ପର୍ଯ୍ୟନ୍ତ ବି ବୈଜ୍ଞାନିକ ମାନେ ସନ୍ଧାନ କରି ପରି ନାହାଁନ୍ତି । ଏହି ଗ୍ରାମ କୁ ବହୁତ ଲୋକ ଆସିଥାନ୍ତି ଏହି ଯାଆଁଳ ଛୁଆ କୁ ଦେଖିବା ପାଇଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *