Breaking News

ସରିଗଲା ଜୁନ ମାସ ର ସାପ୍ତାହିକ ଶଟ୍ ଡାଉନ୍ ଓ ଆଂଶିକ ଲକ୍ ଡାଉନ୍ ବାକି ଅଛି ଆଉ ଦୁଇ ଦିନ ଓ ଏହା ପରେ ସରକାର କଣ୍ ରହିଛି ନୂଆ ଗାଇଡି ଲାଇନ ।।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆସନ୍ତା ଦୁଇ ଦିନ ଭିତରେ ସାରିବାକୁ ଯାଉଛି ଆଂଶିକ ଲକ ଡାଉନ ତାହେଲେ ଜୁଲାଇ ମାସ ରେ କଣ ନୂଆ ଗାଇଡ ଲାଇନ । କେଉଁଜିଲ୍ଲା ଲକ ଡାଉନ ଉଠିବ ନା ଜିଲ୍ଲା ମାନ ଙ୍କ ରେ କଡାକଡି ପଦକ୍ଷେପ ନିଆଯିବ ସେ ନେଇ ଆସନ୍ତା ଦୁଇ ଦିନ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରନ୍ତି । ସବୁଠୁ ବଡ କଥା ହେଲା ଯେ ଆସନ୍ତା ଜୁଲାଇ 12 ତାରିଖ ରେ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଙ୍କ ରଥଯାତ୍ରା । ତାହେଲେ ରାଜ୍ୟ ସରକାର ଜୀବନ ଜୀବିକା ଉପରେ ଗୁରୁତ୍ବ ଦେଇ କଣ ନିଷ୍ପତ୍ତି ନେବେ ତାହା ଜଣା ପଡିଯିବ ।

ବର୍ତ୍ତମାନ ସମୟ ରେ କରୋନା ଆକ୍ଟିଭ କେସ ରେଡ ଜୋନ ରେ ରହିଛି ଖୋର୍ଦ୍ଧା,କଟକ,ଯାଜପୁର ଓ ବାଲେଶ୍ବର । ସେହିଭଳି ପଜିଟିଭ ରେଟ ରେଡ ଜୋନ ରେ ଅଛନ୍ତି ଯାଜପୁର,ଖୋର୍ଦ୍ଧା ,ବାଲେଶ୍ବର । ଏହି 3 ଟି ଜିଲ୍ଲା ରେ ପଜିଟିଭ ରେଟ ୭.୫ ପ୍ରତିଶତ ରୁ ଅଧିକ ରହିଛି । ହଁ ବନ୍ଧୁ ଏହି ୩ ଟି ଜିଲ୍ଲାରେ ୧୦୦୦ ଅଧିକ ଆକ୍ଟିଭ କେସ ରହିଛି । ସେହିପରି ପୁରୀ ,ନୟାଗଡ,ରେ ପଜିଟିଭ ରେଟ ୭.୫ ପ୍ରତିଶତ ରହିଛି ।

ତାହେଲେ ଆସନ୍ତା ଦୁଇ ଦିନ ମଧ୍ୟ ରେ ଜଣା ପଡିଯିବ ଯେ ରାଜ୍ୟ ଙ୍କ ର କଣ ରହିବ ରଣନୀତି ଏହି ଜୁଲାଇ ମାସ ରେ । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଜୁଲାଇ ମାସ ରେ ୪ ଟି ଜିଲ୍ଲା ରେ ଅଧିକ ଫୋକସ ରହିବ ସରକାର ଙ୍କ ସେହି ଜିଲ୍ଲା ହଉଛି ଖୋର୍ଦ୍ଧା,କଟକ,ପୁରୀ,ଯାଜପୁର । ଏହି ମାସ ର ସାପ୍ତାହିକ ସଟ ଡାଉନ ସରିଯାଇଛି ଓ ଆଂଶିକ ଲକଡାଉନ ଆସନ୍ତା ୨ ଦିନ ମଧ୍ୟ ରେ ସାରିବାକୁ ଯାଉଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟ୍ରାଫିକ ନିୟମ ନମାନି ଖସି ଚାଲି ଯାଉଥିଲେ, ପୋଲିସ ଦେଲା ପାହାରେ ଆଉ ତାପରେ…. ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ , ଯେ ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରି …

Leave a Reply

Your email address will not be published. Required fields are marked *