Breaking News

ଦାନ ମାଝୀଙ୍କ ଝିଅ ମାଟ୍ରିକ ପାସ କରିଲେ, ଗାଁ ରେ ଖୁସିର ଲହରି, ଗାଁ ଲୋକଙ୍କୁ ମିଠା ବାଣ୍ଟିଲେ

ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଦାନ ମାଝୀ ଙ୍କ ଝିଅ ଚାନ୍ଦିନୀ ମାଝୀ ମାଟ୍ରିକ ପାସ କରିଛନ୍ତି । ହଁ ବନ୍ଧୁ ଗତ କିଛି ଦିନ ତଳେ ମାଟ୍ରିକ ଫଳାଫଳ ବାହାରିଥିଲା ଓ ଏହି ପରୀକ୍ଷା ରେ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି । ଝିଅ ର ପାସ ହବା ଖୁସି ରେ ବାପା ମଧ୍ୟ ବହୁତ ଖୁସି ଅଛି ।

ତାହେଲେ ବନ୍ଧୁଗଣ ଆପଣ ଆଜି କୁ ପଡ଼େ ବର୍ଷ ତଳେ ମାନେ ୨୦୧୬ ରେ କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର ବ୍ଲକ ର ମେଲାଘରା ଗାଁ ଦାନ ମାଝୀ ଅର୍ଥ ଅଭାବ ରୁ ତାଙ୍କ ସ୍ତ୍ରୀ ର ଶବ କୁ ନିଜ କାନ୍ଧ ରେ କାନ୍ଧେଇ ୧୦ କିଲୋମିଟର ପର୍ଯ୍ୟନ୍ତ ବୋହି ଆଣିଥିଲେ । ଦାନ ମାଝୀ ତାଙ୍କ ସ୍ତ୍ରୀ ର ଶବ କୁ କାନ୍ଧେଇ ନେଉଥିବା ସମୟ ରେ ତାଙ୍କ ଝିଅ ଚାନ୍ଦିନୀ ପଛେ ପଛେ ଚାଲି ଚାଲି ଯାଉଥିଲା ଓ ଏହି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଟି ଭାଇରାଲ ହବା ପରେ ବହୁ ବକଟି ସହାୟ ର ହାତ ବଢାଇ ତାଙ୍କୁ ସାହାର୍ଯ୍ୟ କରିଥିଲେ , ହଁ ବନ୍ଧୁ ଖାଲି ସେତିକି ନୁହେଁ ଦାନ ମାଝୀ ଙ୍କୁ ଆମ ପ୍ରଧାନ ମନ୍ତ୍ରୀ ୯ ଲକ୍ଷ ଟଙ୍କା ସହାୟ କରିଥିଲେ । ତାହେଲେ ଏହି ଘଟଣା ଟି ଘଟିବାର ୫ ବର୍ଷ ବିତିଗଲାଣି ଦାନ ମାଝୀ ତାଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ କରିଛି । ହଁ ବନ୍ଧୁ ସେ ଏହି ଦଶମ ପରୀକ୍ଷା ୨୮୦ ମାର୍କ ରଖିଛନ୍ତି । ଏହି ଫଳାଫଳ କୁ ନେଇ ଗାଁ ଲୋକ ମଧ୍ୟ ବହୁତ ଖୁସି ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.