Breaking News

ଜାଣନ୍ତୁ କରୋନାର ନୂଆ ରୂପ ଡେଲ୍ଟା ପ୍ଲସର ନୂଆ ଲକ୍ଷଣ ବିଷୟରେ, ସଚେତନ ରୁହନ୍ତୁ ଓ ସେୟାର କରନ୍ତୁ

ଦର୍ଶକ ବନ୍ଧୁ ସାରା ଦୁନିଆ ରେ କରୋନା କବଳିତ କରିଥିବା ସମୟ ରେ , ଏହା ବର୍ତ୍ତମାନ ସମୟ ରେ କରୋନା ହ୍ରାସ ପାଇବା ରେ ଲାଗିଛି । କିନ୍ତୁ ଏହି ଖୁସି ର ସମୟ ରେ ଏକ ବଡ ଖବର ଆସିଛି ଯେ କରୋନା ର ନୂଆ ଡେଲ୍ଟା ପ୍ଲସ ଭରିଏଣ୍ଟ ଓ ଏହା ବର୍ତ୍ତମାନ ସମୟ ର ଚିନ୍ତା ର ବିଷୟ ପାଲଟିଛି । ହଁ ବନ୍ଧୁ ଏହା ହଉଛି କରୋନା ର ଆଉ ଏକ ନୂଆ ମ୍ୟୁଟାଣ୍ଟ ଓ ଏହି ନୂଆ ମ୍ୟୁଟାଣ୍ଟ କୁ ଡେଲ୍ଟା ପ୍ଲସ ବୋଲି କୁହାଯାଉଛି । ଡେଲ୍ଟା ପ୍ଲସ ଙ୍କ ଆକ୍ରାନ୍ତ ଙ୍କ ନିକଟ ରେ ଦେଖାଯାଉଛି ନୂଆ ଲକ୍ଷଣ , ତାହେଲେ ଆସନ୍ତୁ ଏହି ନୂଆ ଲକ୍ଷଣ ବିଷୟ ରେ ଜାଣିବା ।

ହଁ ବନ୍ଧୁ କରୋନା ର ନୂଆ ମ୍ୟୁଟାଣ୍ଟ ଡେଲ୍ଟା ପ୍ଲସ କୁ ନେଇ ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି । ତାହେଲେ ୪୦ ଟି ମାମଲା ଶମନ କୁ ଆସିଲା ପରେ ମହାରାଷ୍ଟ୍ର,କେରଳ,ମଧ୍ୟପ୍ରଦେଶ,ତାମିଲନାଡୁ ରାଜ୍ୟ କୁ ହାଇ ଆଲର୍ଟ ରଖାଯାଇଛି । ଏବେ ସୁଦ୍ଧା ଆମ ଭାରତ ରେ ୮ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରୁ ଡେଲ୍ଟା ପ୍ଲସ ଠାବ ହେଲାଣି , ଏହି ମ୍ୟୁଟାଣ୍ଟ କରୋନା ର ତୃତୀୟ ଲହର ଆସିବ ବୋଲି ସୂଚନା ମିଳିଛି ।

ତାହେଲେ ଏହି ନୂଆ ମ୍ୟୁଟାଣ୍ଟ ର ଲକ୍ଷଣ ହଉଛି ପେଟ ଭିତରେ ଯନ୍ତ୍ରଣା ହବା ସହିତ ବାନ୍ତି ଲାଗିଥାଏ ଓ ଭୋକ ମଧ୍ୟ କମିଯାଉଛି , ଶ୍ରବଣ ଶକ୍ତି କମିଯିବା ସହ ଆଣ୍ଠୁଗଣ୍ଠି ରେ ବିନ୍ଧା ହେଉଛି ଏହା ଫୁସଫୁସ କୋଷ ର ରେଷ୍ପିରେଟର କୁ ପ୍ରଭାବିତ କରୁଛି । ତାହେଲେ ଏହି ମ୍ୟୁଟାଣ୍ଟ ଡେଲ୍ଟା ପ୍ଲସ ବହୁତ କମ ସମୟ ରେ ଅଧିକ ଲୋକ ଙ୍କୁ ସଂକ୍ରମିତ କରାଇବାର କ୍ଷମତା ରହିଛି । ସେଥିପାଇଁ ପୁଣି କରୋନା କଟକଣା କୁ କଡାକଡି କରାଯିବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *