Breaking News

ଦେଖନ୍ତୁ shocking ଭିଡିଓ – ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଲାଗି ଥିବା ସେବକ କହିଲେ ରତ୍ନ ଭଣ୍ଡାରର ସେ ସାପ ଦେଖିଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ଷ କୁ ଥରେ ଆସେ ଆମ ମହାପ୍ରଭୁ ଙ୍କ ରଥଯାତ୍ରା ଓ ଏହି ସମୟ ରେ ସମସ୍ତେ ଆନନ୍ଦିତ ହୋଇଥାନ୍ତି । ତାହେଲେ ବନ୍ଧୁଗଣ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ପାଇଁ ଆଗେଇ ଆସନ୍ତି କେତେକ ମହାରଣା ମାନେ , ଯେଉଁ ମାନ ଙ୍କ ର ବୟସ ପାଖାପାଖୀ ୭୦ ବର୍ଷ ଅଧିକ ରୁ ହବ କିନ୍ତୁ ରଥ ନିର୍ମାଣ କାର୍ଯ୍ୟ କରିବା କଥା ଜାଣିଲେ ଯୁବକ ଅବସ୍ଥା ରେ ଥିବା ବଳ ଫେରି ଆସେ । ହଁ ବନ୍ଧୁ ଏହି ରଥଯାତ୍ରା ରେ ରଥ କୁ ନିର୍ମାଣ କରୁଥିବା ବୃଦ୍ଧ କାରିଗର ବିନା ଯେମିତି ରଥ ନିର୍ମାଣ ଆଜି ବି ଅସମ୍ବବ ।

ତାହେଲେ ବନ୍ଧୁଗଣ ଏହି କାରିଗର ଭିତରୁ ଜଣେ ହଉଛନ୍ତି ଭାଗିରଥି ମହାରଣା ଯାହାଙ୍କର ବୟସ ୭୭ ବର୍ଷ କିନ୍ତୁ ଏବେ ବି ଶରୀର ନେଇନି ବିଶ୍ରାମ ଥକି ନହିଁ ହାତ । ତିନିରଥ ର ଅଗ୍ରଭାଗ ଅଧିକାଂଶ ତାଙ୍କରି ହାତ ରେ ସପୂର୍ଣ୍ଣ ହୁଏ । ଯେମିତି କି ପୋଟଳ, ପାରାଭାଡି, କଇଁଚି, ଶୁଆଲଗା ଭଳି ଅନେକ କାମ ର ଦାୟିତ୍ବ ନେଇଥାଆନ୍ତି । ହଁ ବନ୍ଧୁ ବୟସ ହୋଇଥିଲେ ମଧ୍ୟ ତିନି ରଥ ଅଗ୍ରଭାଗ କୁ ଚଢିଥାନ୍ତି ଓ ନେଇଥିବା ସମସ୍ତ ଦାୟିତ୍ବ ସମ୍ପୂର୍ଣ୍ଣ କରି ଥାଆନ୍ତି ।

ତାହେଲେ ବନ୍ଧୁଗଣ ବୟସ ହୋଇଥିଲେ ମଧ୍ୟ ମନ ବଳ ବହୁତ ଶକ୍ତି ଓ ସାମର୍ଥ୍ୟ ମିଳିଥାଏ ଓ ଏହି ସବୁ ଶକ୍ତି ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେଇଥାଆନ୍ତି । ଭାଗିରଥି ତାଙ୍କ ପୁଅ ମାନ ଙ୍କୁ ମଧ୍ୟ ଏହି ରଥ ନିର୍ମାଣ କାର୍ଯ୍ୟ ରେ ଲଗାଇ ତାଙ୍କୁ ଶିଖାଉଛନ୍ତି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଭାଗିରଥି ୪ ଟି ନବେ କଲେବର କାମ କରି ସାରିଲେଣି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶ୍ରୀ କୃଷ୍ଣ କହିଥାନ୍ତି ମରିଯାଇଥିବା Lokaଙ୍କ ଏହି ସାମାନ୍ ଘରେ ଜମା ବି ରଖନ୍ତୁ ନାହିଁ ଏହିସବୁ ଦିନିଷ ନହଲେ ମିଳିଥାଏ ଏହି ସବୁ ସଂକେତ !

ନମସ୍କାର ବନ୍ଧୁଗଣ ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ କୁ ମୃ-ତ୍ୟୁ ବ୍ୟକ୍ତି ର ଏପରି ଜିନିଷ ବିଷୟରେ …

Leave a Reply

Your email address will not be published.