Breaking News

ଆମ୍ବ ଖାଉଥିବା ଲୋକ ମାନେ ନିଶ୍ଚୟ ଦେଖନ୍ତୁ, ଦେଖନ୍ତୁ ଆମ୍ବ ଖାଇବା ର ଉପକାର କଣ ରହିଛି – Health Tips

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ୍ବ ଖାଇବା ଦ୍ବାରା ଆମର କଣ ଉପକାରିତା ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ,
ତାହେଲେ ବନ୍ଧୁଗଣ ଆମେ ଆମ୍ବ ଖାଇବା ଦ୍ବାରା ଆମର ବ୍ଲଡ଼ ସୁଗାରଲେବେଲ କଣ୍ଟ୍ରୋଲ ରେ ଥାଏ ,ଡାଇଜେନେସନ ପାଇଁ ମଧ୍ୟ ବହୁତ ଲଭ ଦାଯକ ହୋଇଥାଏ ,ଆମର ୟୁମିନିଟ ଶକ୍ତି ମଧ୍ୟ ବଢାଇ ଥାଏ , ତାହେଲେ ଆମ୍ବ ଖାଇବା ଦ୍ବାରା ବିଭିନ୍ନ ବଡ ବଡ ରୋଗ ରୁମୁକ୍ତି ,ମିଳିଥାଏ ଯେମିତି କି କ୍ୟାନ୍ସର,ହାର୍ଟ ଡିଜିଜ ଏଚଆଇଭି , ଆଁଠୁ ଗଣ୍ଠି ରେ ହୋଇଥିବା ଅସୁବିଧା ଭଳି ଅନେକ ରୋଗ ଭଲ କରିଥାଏ ।

ତାହେଲେ ବନ୍ଧୁଗଣ ଆମ୍ବ ଖାଇବା ଦ୍ବାରା ଯଦି ଆମେ ନର୍ଭସ ଅଛେ ତାହେଲେ ତାହା କମିବା ରେ ଲାଗିଥାଏ । ଖାଲି ସେତିକି ନୁହେଁ ଆମ୍ବ ଖାଇବା ଦ୍ବାରା ଆମ କୋଲେଷ୍ଟ୍ରଲ ଲେବେଲ କମ କରିବା ରେ ବହୁତ ସାହାର୍ଯ୍ୟ କରିଥାଏ ,ଆମ ଶରୀର ଓଜନ କମେଇବାରେ ମଧ୍ୟ ଆମ୍ବ ସାହାର୍ଯ୍ୟ କରିଥାଏ ଓ ଡିପ୍ରେସନ ମଧ୍ୟ କମେଇଥାଏ । ତାହେଲେ ଯଦି ରାତି ରେ ଆମ କୁ ନିଦ ହେଉନି ଯାହା କୁ ଆମେ ଇନ୍ସମୋନିଆ ବୋଲି କହିଥାଉ ତାହା ମଧ୍ୟ ଠିକ ହୋଇଯାଇଥାଏ ।

ଆମ୍ବ ଆମ ଶରୀର ରେ ଥିବା ହାଡ ସୁସ୍ଥ ଓ ମଜବୁତ ରଖିବା ରେ ବେଶ ସହାୟକ ହୋଇଥାଏ । ଆପଣ ନିତ୍ୟ ପ୍ରାତଃ କାଳ ରୁ ଏକ୍ସରସାଇଜ କରୁଥିବେ ,ତାହେଲେ ଯୋଗ ପରେ ଆମକୁ ହାଲିଆ ଲାଗିଥାଏ କିନ୍ତୁ ଆମେ ଯଦି ଏକ୍ସରସାଇଜ ପରେ ଆମ୍ବ ରସ ପିଇବା ଦ୍ବାରା ଆମକୁ ଆଉ ହାଲିଆ ଲାଗି ନଥାଏ । ହଁ ବନ୍ଧୁ ଆମ୍ବ ବଡ ବଡ ରୋଗ ରୁ ରକ୍ଷା କରିବା ସହିତ ଆମ ତ୍ଵଚ କୁ ମଧ୍ୟ ସୁରକ୍ଷିତ ରଖିଥାଏ । ମହିଳା ଓ ପୁରୁଷ ବ୍ୟକ୍ତି ମାନ ଙ୍କ ଯୌନ ଶକ୍ତି ବଢାଇବାରେ ଆମ୍ବ ବେଶ ସହାୟକ ହୋଇଥାଏ ।

ହଁ ବନ୍ଧୁ ଯଦି ଆପଣ କାଜୁ,ପିସ୍ତା ବାଦାମ ଖାଇବା ଦ୍ବାରା କିଛି ଆଲର୍ଜୀ ଥାଏ ତାହେଲେ ଆମ୍ବ ଖାଇବା ଦ୍ବାରା ସେହିଭଳି ଆଲର୍ଜୀ ଦେଖାଦେଇଥାଏ । ଡାଇବେଟିସ ବ୍ୟକ୍ତି ମାନେ ବେଶୀ ଆମ୍ବ ଖାଆନ୍ତୁ ନହିଁ କାରଣ ଅଧିକ ଆମ୍ବ ଖାଇବା ଦ୍ବାରା ଆପଣ ଙ୍କ ର ଅଧିକ ଡାଇବେଟିସ ବଢିବାର ଚାନ୍ସ ଅଛି । ଯଦି ଆପଣ ଙ୍କ କିଡ଼ନି ରୋଗ ରେ ପୀଡ଼ିତ ଅଛନ୍ତି ତାହେଲେ ଆମ୍ବ ଖାଆନ୍ତୁ ନହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *