Breaking News

ଆଜିର ରାଶିଫଳ 10 ଫେବୃଆରୀ 2022 ଗୁରୁବାର କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ହୋଇ ପାରେ |

ବୃଷ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଆପଣଙ୍କର ଜୀବନସାଥିଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ , କିନ୍ତୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ସଞ୍ଚିତ ଅର୍ଥ ଏଥିପାଇଁ ପର୍ଯ୍ୟାପ୍ତ ହେବ |

ମିଥୁନ ରାଶି
ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ |

କର୍କଟ ରାଶି
ନିଜର ଉର୍ଜା-ସ୍ଥରକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ପୁରା ଆରାମ କରନ୍ତୁ, କାରଣ ଥକା ଶରୀର ମସ୍ତିସ୍କକୁ ବି ଠକେଇ ଦିଏ | ଆପଣଙ୍କୁ ଆପଣଙ୍କ ପ୍ରକୃତ ଖଞାମତାକୁ ଚିହିଁବାର ଆବଶ୍ୟକତା ଅଛି, କାରଣ ଆପଣଙ୍କ ଭିତରେ ଖଞାମତାର ଅଭାବ ନାହିଁ କେବଳ ଇଚ୍ଛା-ଶକ୍ତିର ଅଛି | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି |

ସିଂହ ରାଶି
କାର୍ଯ୍ୟରେ ଆପଣଙ୍କ ଗତି ଲମ୍ବା ସମୟରୁ ଚାଲୁ ଆସୁଥିବା ସମସ୍ୟାର ସମାଧାନ କରି ଦେବ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ |

କନ୍ୟା ରାଶି
ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆସ ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ |

ତୁଳା ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ଆପଣଙ୍କ ପିଲା ମାନେ କୌଣସି ଖୁସି ଖବର ଆଣି ପାରନ୍ତି |

ବିଛା ରାଶି
ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ | ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ |

ଧନୁ ରାଶି – ଜୀବନସାଥୀ ଖୁସିର କାରଣ ପ୍ରମାଣିତ ହେବେ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ |

ମକର ରାଶି – ବର୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ | ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ | ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ |

କୁମ୍ଭ ରାଶି
ମଦ ପିଯିବା ଅଭ୍ୟାସକୁ ବନ୍ଦ କରିବା ପାଇଁ ଆଜି ବହୁତ ଉତ୍ତମ ଦିନ ଅଛି | ଆପଣକୁ ବୁଝିବା ଦରକାର କି ମଦ ଆପଣଙ୍କ ସ୍ୱାସ୍ଥ୍ୟର ସବୁଠୁ ବଡ଼ ଶତ୍ରୁ ଓ ତାହା ଆପଣଙ୍କ କ୍ଷମତା ଉପରେ ବି କୁପ୍ରଭାବ ପକାଏ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ |

ମୀନ ରାଶି
ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଆଜି ଦିନରେ କାମର ଚାପ କମ ରହିବ ଓ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତେଇବାର ମଜା ନିଅନ୍ତୁ | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.