Breaking News

ପ୍ରାୟ ଦୀର୍ଘ ୧୦ ବର୍ଷ ପରେ ଓଡିଆ ସିରିୟଲ ଜଗତ କୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଆମେଲି ପଣ୍ଡା . . .

ଯଦି ଆପଣମାନେ ଓଡିଆ ସିରିୟଲ ଜଗତ ଏବଂ ଆଲବମ ଜଗତକୁ ଜାଣିଥିବେ ତେବେ ଆପଣମାନେ ଅଭିନେତ୍ରୀ ଆମେଲି ପଣ୍ଡା ଙ୍କୁ ନିଶ୍ଚିନ୍ତ ରୂପେ ଜାଣିଥିବେ | ତେବେ ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଓଡିଶାରେ ବହୁତ ଲୋକ ପ୍ରସିଦ୍ଧି ଲାଭ କରିଛନ୍ତି | ସେ ତାଙ୍କର ସମସ୍ତ ଲୋକପ୍ରିୟ ଆଲବମ ସାହାର୍ଯ୍ୟ ରେ ସମସ୍ତଙ୍କ ମନରେ ଏବେ ମଧ୍ୟ ଅଛନ୍ତି | ଏବେ ପ୍ରାୟ ଦୀର୍ଘ ୧୦ ବର୍ଷ ପରେ ସେ ଏବେ ସିରିୟଲ ଜଗତରେ ପଦଥାପିବାକୁ ଯାଉଛନ୍ତି | ତେବେ ଏ ବିଷୟରେ ସେ କହିଛନ୍ତି ଯେ ଯଦି କେବେ ତାଙ୍କୁ ନିଜ ପସନ୍ଦର ଭଲ କ୍ଯାରେକ୍ଟର ରେ ଅଭିନୟ କରିବାର ସୁଯୋଗ ମିଳିବ ଏବଂ ଯାହା ଦର୍ଶକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗୁଥିବ ତେବେ ସେ ନିଶ୍ଚୟ କରିବେ |


ଆହୁରିମଧ୍ୟ ସେ ସମଗ୍ର ଓଡିଶା ବାସୀ ଙ୍କୁ ଓଡିଆ ଫିଲ୍ମ ଦେଖିବା ପାଇଁ ପ୍ରୋଶ୍ଚାହନ କରାଇଛନ୍ତି | ସେ କହିଛନ୍ତି ଯେ ଆମେ ଆମ ନିଜ ଭାଷାରେ ନିର୍ମିତ ଫିଲ୍ମ କୁ ଅଧିକ ଗୁରୁତ୍ଵ ଦେବା ଦାରକାର | ଏହାଛଡା ସେ ଲୋକ ମାନଙ୍କ ମତ ବିଷୟରେ ମଧ୍ୟ କହିଛନ୍ତି ଯେ ଅଧିକ ଲୋକ କହୁଛନ୍ତି ଯେ ଓଡିଆ ଫିଲ୍ମ ରେ ସେମିତି କିଛି ନୂଆ ନାହିଁ ଅଧିକତର ମୁଭି ରେମକିଙ୍ଗ ଆସୁଛି ଅନ୍ୟ ଫିଲ୍ମ ର ଏବଂ ଏହାସହ ମଧ୍ୟ ସେ ସହମତ ଅଛନ୍ତି |


ଆହୁରି ମଧ୍ୟ ସେ କରୋନା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି | ସେ କହିଛନ୍ତି ଯେ କରୋନା ର ପ୍ରକୋପ ହ୍ରାସ ପାଇଛି ସତ ହେଲେ ସମ୍ପୂର୍ଣ ଭାବେ କମି ଯାଇନାହିଁ | ତେବେ ସେ ଲୋକ ମାନଙ୍କୁ ମାସ୍କ ସବୁ ବେଳେ ବ୍ୟବହାର କରିବା ପାଇଁ ସତର୍କ କରାଇଛନ୍ତି | ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ କହିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *