୨୪ ଅକ୍ଟୋବର ମଙ୍ଗଳବାର ପବିତ୍ର ଦଶହରା ରେ ୫ ରାଶିରେ ହେବ ପୁଳା ପୁଳା ଟଙ୍କା ବର୍ଷା

ଆପଣ ମାନେ ଜାଣିଥିବେ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ହେଉଛି ଦଶହରା । ଶାସ୍ତ୍ର ଅନୁଯାଇ ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ହୋଇଥାଏ ଏହି ଦିନ ଅନେକ ଲୋକ ନିଜର ଶୁଭ କାର୍ଯ୍ୟକୁ ଆରମ୍ଭ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଦିନ ଗ୍ରହ ଓ ନକ୍ଷତ୍ରଙ୍କ ମଧ୍ୟରେ ଏକ ମହା ସଂଯୋଗ ଘଟିବା ପାଇଁ ଯାଉଛି । ଦୀର୍ଘ ୧୫୧ ବର୍ଷ ପରେ ଏମିତି ମହାସଂଯୋଗ ହେଉଥିବା ରୁ ଏହା ଏକ ଅଦ୍ଭୁତ ଓ ବିରଳ ମହାସଂଯୋଗ ଅଟେ । ଏହି ମହାସଂଯୋଗ କାରଣରୁ ରାଶି ଚକ୍ରର ୫ଟି ରାଶି ରେ ହେବ ବଡ ପରିବର୍ତ୍ତନ । ଚଲାନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

କୁମ୍ଭ ରାଶି – ଦଶହରା ପର ଠାରୁ ଏହି ରାଶି ମାନଙ୍କ ସମୟ ଅତି ଭଲ ରହିବ, ଅଧିକ ସମୟ ଧରି ଯେଉଁ କାର୍ଯ୍ୟ ଆରମ୍ଭ ହେଉନଥିଲା ତାହା ଆରମ୍ଭ ହେବ । କମ ସମୟରେ ଅଧିକ ସଫଳତା ହେବେ । ମା ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିବ ।

ମେଷ ରାଶି – ମା ଙ୍କ କୃପାରୁ ପୂର୍ବରୁ ଯେଉଁ ସବୁ କାର୍ଯ୍ୟ ଅଟକି ରହିଥିଲା ତାହା ଆରମ୍ଭ ହେବ, ଧନ ଲାଭର ଯୋଗ ରହିଛି, ଆପଣ ମାନେ ଚାକିରି କ୍ଷେତ୍ରରେ ଅନେକ ସଫଳତା ପାଇବେ ।

ତୁଳା ରାଶି – ଆମେ ନିଜର କାର୍ଯ୍ୟ କ୍ଷେତ୍ର ରେ ଶ୍ରେଷ୍ଠତା ପାଇବେ । ଯାହା ଦ୍ଵାରା ଆପଣଙ୍କୁ ଭଲ ଲାଭ ହେବେ । ଏହି ସମୟରେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ରାଗ ମନରେ କରା ଯାଇଥିବା କାର୍ଯ୍ୟ କେବେ ବି ସଫଳ ହୋଇ ନଥାଏ । ଆର୍ଥିକ କଷ୍ଟ ଦୂର ହେବ ।

ସିଂହ ରାଶି – ପବିତ୍ର ଦୂର୍ଗା ପୂଜା ପର ଠାରୁ ଆପଣଙ୍କ ସମୟ ଅତ୍ୟନ୍ତ ଉତ୍ତମ ହେବାର ସମ୍ଭାବନା ଦେଖା ଯାଉଛି । ପ୍ରତି କାମରେ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବ । ଏହି ବିଜନେସରେ ଆପଣ ବହୁତ ଭଲ ଲାଭ କରିବେ । ନୂଆ ନୂଆ କାର୍ଯ୍ୟ ଆରମ୍ଭ କରିବେ ।

ବୃଷ ରାଶି – ଆପଣଙ୍କୁ ନୂଆ  ଲୋକଙ୍କ ସହ ମିଲନ ହେବେ , ପରିବାର ଲୋକଙ୍କ ଆର୍ଶୀବାଦ ମିଳିବ, ଆପଣମାନେ କୌଣସି ବି କାମ କରିଲେ ତାହା ସଫଳ ହେବେ । ଦାମ୍ପତ୍ୟ ଜୀବନ ର ପ୍ରତିଟି ଦୁଃଖ ଦୂର ହେବ । ପୁରୁଣା ରୋଗରୁ ଉପସମ ମିଳିବ । ଜୟ ମା ଦୂର୍ଗା ।

Leave a Comment