ହୋଟେଲ ଭିତରେରେ ପ୍ରେମିକା ସହ ରଖୁଥିଲେ ଶାରୀ-ରିକ ସମ୍ପର୍କ ଏମିତି କଣ ଘଟିଲା ଯେ ଆଖି ବୁଜିଲେ ପ୍ରେମିକ ! – ଦେଖନ୍ତୁ ଭିଡିଓ

ନିଜ ପ୍ରେମିକା ସହ ରୋମାନ୍ସ କରିବା ପାଇଁ ହୋଟେଲ ଯାଇଥିଲେ, ଶେଷରେ ହୋଟେଲ ରୁ ଶବ ହୋଇ ଫେରିଲେ । ଏମିତି କଣ ଘଟିଲା ଯେ ହୋଟେଲ ଭିତରେ ଯୁବକଙ୍କର ଚାଲିଗଲା ଜୀବନ, ହୋଟେଲ ଭିତରର ଦୃଶ୍ୟ ଦେଖିଲେ ଲାଗୁଛି ରୁମ ଭିତରେ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ । ଶାରୀରିକ ସମ୍ପର୍କ ପାଇଁ ବ୍ୟବହୃତ ନିରୋଧକ ବି ପଡିଛି ଏବଂ ହୋଟେଲ ରୁମ ଭିତରେ ଯୁବକର ଶବ ବି ପଡି ରହିଛି ।

ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖି ପାରିବେ ଇଏ ହେଉଛି ସେହି ରୁମ ଯେଉଁ ରୁମ ଭିତରେ ପ୍ରେମିକ ପ୍ରେମିକା ସହ ରାତି କାଟୁଥିଲା । ଏମିତି କଣ ଘଟିଲା ଯେଉଁଥି ପାଇଁ ପ୍ରେମିକ ଜଣଙ୍କ ହୋଟେଲ ଭିତରୁ ଶବ ହୋଇ ଫେରିଲେ । କିଏ କହୁଛନ୍ତି ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ଆଉ କେହି କେହି କହୁଛନ୍ତି ତାଙ୍କୁ ହତ୍ୟା କରାଯାଇଛି । ଆଉ କେହି କେହି କହୁଛନ୍ତି ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁ ରଖୁ ଯୁବକର ଜୀବନ ଚାଲିଗଲା ।

ଏହି ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ଟାଉନ ରେ ଥିବା ଦୋଶୀଳ ହୋମ ହୋଟେଲ ରେ । ହଠାତ ରାତି ଅଧରେ ହୋଟେଲ ରୁମ ଭିତରୁ ଦଉଡି ଆସିଥିଲେ ପ୍ରେମିକା ଆଉ ହୋଟେଲ କର୍ମଚାରିଙ୍କୁ କହିଥିଲେ ତାଙ୍କ ପେମିକ ଆଉ ଏଇ ଦୁନିଆରେ ନାହାନ୍ତି । ଏଇ ଘଟଣା ଜାଣିବା ପରେ ହୋଟେଲ ମାଲିକ ତୁରନ୍ତ ଯୁବକଙ୍କୁ ହସ୍ପିଟାଲ ନେବା ସହ ପୋଲିସକୁ ଖବର ଦେଇଥିଲେ ।

ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଯୁବତୀଙ୍କୁ ଆସିଆନାରେ ଛାଡିଛି । ମୃତ ଯୁବକ ହେଉଛନ୍ତି ଭଣ୍ଡାରୀପୋଖରୀ ଥାନା ଅଧୀନ ଜଳହରି ଗ୍ରାମର ଦେବରାଜ ସାମଲ। ଅନ୍ୟପଟେ ଯୁବକଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଯୁବତୀ କହିଛନ୍ତି ସେ ଆତ୍ମ ହ-ତ୍ୟା କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ରୁମ ରେ ଉଭୟ ଏକାଠି ଥିଲେ କେମିତି ଯୁବତୀଙ୍କ ସାମ୍ନାରେ ଯୁବକ ଆତ୍ମହତ୍ୟା କରିଲେ । ଯଦି ଯୁବକଙ୍କୁ ହତ୍ୟା କରାଯାଇଛି ତେବେ ବନ୍ଦ କୋଠରି ମଧ୍ୟରେ କିଏ କରିଥାଇ ପାରେ ହତ୍ୟା । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଏମିତି କଣ ଘଟିଥିଲା ଯେଉଁଥିରେ ଯୁବକଙ୍କର ଜୀବନ ଚାଲି ଯାଇଥିଲା ।

Leave a Comment