ହୋଟେଲରେ ସୁନ୍ଦରୀ କରୁଥିଲା ଖେଳ, ସବୁପ୍ରେମିକ ଏକାଠି ହୋଇ ପହଞ୍ଚି ଗଲେ, ଭିଡିଓ କଲେ …

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ  ଲଜ୍ୟା ଜନକ ଖବର ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ହଁ ବନ୍ଧୁ ଜଣେ ଯୁବତୀ ଆଉ ଜଣେ ଯୁବକ ଙ୍କ ସହ ହୋଟେଲ ରେ ଶାରୀରିକ ସମ୍ପର୍କ ରଖିଥିବା ସମୟ ରେ ଧରି ନେଲେ କିଛି ଯୁବକ । ଯୁବତୀ ଜଣକ ଙ୍କ ର ଗୋଟିଏ ପ୍ରେମିକ ନୁହେଁ ବରଂ ବହୁ ପ୍ରେମିକ ଅଛନ୍ତି । ବର୍ତ୍ତମାନ ସମୟ ରେ ହୋଟେଲ ରେ ନୂଆ ପ୍ରେମିକ ସହ ରୁମ୍ ରେ ଥିବା ସମୟ ରେ ସମସ୍ତ ପୁରୁଣା ପ୍ରେମିକ ମାନେ ଏକାଠି ହୋଇ ଧରିଛନ୍ତି ।

ଯୁବତୀ ଜଣକ ବହୁ ଯୁବକ ଙ୍କ ଜୀବନ ବର୍ବାଦ କରିଛନ୍ତି , ରାଉଲକେଲା ସହର ରେ  । ଏହି ବିଷୟ ରେ ଆପଣ ଙ୍କୁ ବେଶୀ କହି ହେବ ନା ଭାଇରାଳ ହେଉଥିବା ଭିଡିଓ କୁ ଦେଖେଇ ହେବୋ । ହୋଟେଲ ରୁ ଉଦ୍ଧାର ହେଉଥିବା ଯୁବକ ଯୁବତୀ ଏକ ମାଇନ୍ସ ରେ ଏକାଠି କାମ କରନ୍ତି । ସବୁଠୁ ବଡ କଥା ହେଲା ଯେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ପରସ୍ପର କୁ ନୁହେଁ ବରଂ ଉଭୟ ଙ୍କ ସ୍ବାମୀ ଓ ସ୍ତ୍ରୀ ଅଛନ୍ତି । ସାଂସାରିକ ହୋଇ ଥିଲେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ହୋଟେଲ ଆସିଥିଲେ । ମଜା ପାଇଁ ଆସିଥିବା ସମୟ ରେ ଏହା ତାଙ୍କୁ ସଜା ଦେବ ବୋଲି ଉଭୟ କେବେ ବି ଭାବି ନ ଥିଲେ । ପୂର୍ବ ପ୍ରେମିକ ମାନେ ଏକାଠି ହୋଟେଲ ଭିତର କୁ ପଶିଗଲେ । ଯୁବତୀ ଙ୍କୁ ଧରି ପକାଇଲେ ।

ଯୁବତୀ ଜଣକ ଏମିତି ନୂଆ ନୂଆ ପ୍ରେମିକ ଖୋଜନ୍ତି ତାଙ୍କ ଠାରୁ ପକେଟ୍ ଖାଲି କରି ଦେବା ପରେ ଆଉ କାହାକୁ ଭଲ ପାଆନ୍ତି। ବର୍ତ୍ତମାନ ସମୟ ରେ ସବୁ ପ୍ରେମିକ ମାନେ ଏକାଠି ହୋଇ ପ୍ରେମିକା କୁ ଧରିବା ଉଚିତ୍ କାମ କରିଛନ୍ତି । ବର୍ତ୍ତମାନ ସମୟ ରେ ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେଉଁ ଭିଡିଓ କୁ ଦେଖେଇବା ସମ୍ଭବ ନୁହେଁ ।।

Leave a Comment