Breaking News

ହେ ଭଗବାନ, ମନ୍ଦିର ରୁ ଫେରୁଥିବା ସମୟ ୬ ବର୍ଷର ପି-ଲା କୁ ଝା-ମ୍ପି ନେଲା ବାଘ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ,6 ବର୍ଷ ର ପି-ଲା ନିଜ ପରିବାର ଲୋକ ଙ୍କ ସହିତ ଛତିଶଗଡ ସିହାୱା ଶୀତଳା ମଦିର କୁ ବୁଲିବା ପାଇଁ ଯାଉଥିବା ସମୟ ରେ ଏକ ବାଘ ସେହି 6 ବର୍ଷ ର ଶି-ଶୁ କୁ ଝା-ମ୍ପି ନେଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟ ରେ ସେହି ଶି-ଶୁ ଟି କୁ ଉଦ୍ଧାର ହୋଇଥିଲେ ମଧ୍ୟ ସେ ଏଇ ଦୁନିଆ ଛାଡି ଚାଲି ଯାଇଛି ।

ତେବେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହିର ନରେନ୍ଦ୍ର ଗଣ୍ଡ ଙ୍କ ପରିବାର ଗତକାଲି ମା ଶୀତଳା ଦେବାକୁ ଙ୍କୁ ଦର୍ଶନ କରିବାକୁ ଛତିଶଗଡ ଯାଇଥିଲେ , ତେବେ ସିହାୱା ପାହାଡ ଚଢି ମା ଙ୍କ ଦର୍ଶନ କରି ସନ୍ଧ୍ୟା ସମୟ ରେ ଫେରୁଥିବା ସମୟ ରେ 6 ବର୍ଷ ପି-ଲା ଟି ପରିବାର ଲୋକ ଙ୍କ ଠାରୁ ଟିକେ ଆଗରେ ଯାଉଥିଲା ତେବେ ସେ ଯାଉଥିବା ସମୟ ରେ ହଠାତ ଏକ କଲରାପତିଆ ବାଘ ତାକୁ ଉପର କୁ ଲମ୍ପ ମାରି କ୍ଷଣିକ ଭିତରେ ଝ-ମ୍ପ ମାରିନେଲା ।


ହଁ ବନ୍ଧୁ ପରିବାର ଲୋକ ଙ୍କ ଦେଖୁ ଦେଖୁ ବାଘ ଟି ଝା-ମ୍ପି ନେଲା ସେହି 6 ବର୍ଷ ର ପି-ଲା କୁ , ତେବେ ସେଠାକାର ସ୍ଥାନୀୟ ଲୋକ ଓ ବନ ବିଭାଗ ଙ୍କ ଦ୍ଵାରା ଶିଶୁ ଟି କୁ ଗୁ-ରୁ-ତ-ର ଅବସ୍ଥା ରେ ଉଦ୍ଧାର କରି ମେଡିକାଲ ଭର୍ତ୍ତି ହୋଇଥିଲେ ଓ ସେହି ମେଡିକାଲ ରେ ଡାକ୍ତର ପିଲା ଟି କୁ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ କେତେ ଖୁସି ନେଇ ପରିବାର ଲୋକ ଆସିଥିଲେ ବୁଲିବା ପାଇଁ କିନ୍ତୁ ଯେଉଁ ଦୁଃ-ଖ ଖବର ମିଳିଲା ତାହା ସେ କେବେ ବି ଭୁଲି ପାରିବେ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *