Skip to content
ଦର୍ଶକ ବନ୍ଧୁମାନେ ପ୍ରଭୁ ଅଚ୍ୟୁତ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ୨୬ ୬ ରେ ହୀରାକୁଦ ଯେ ଉଚ୍ଛିଳି ପଡିବ, ଓଡିଶା ଅଧା ଭାଗ ଭସାଇନେବ , ଏଠାର ୨୬ ମସିହା ୬ ମାସରେ ହୀରାକୁଦ ଭାଙ୍ଗିବ ଓ ଓଡିଶା ଜଳମଗ୍ନ ହୋଇଯିବ । ହୁଏତ ଅନେକ ଲୋକେ ଏହି କଥାକୁ ବିଶ୍ଵାସ କରିବେ ନାହିଁ ଯେ ଏହି ୨୦୨୬ ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ ।
ଦିଲ୍ଲୀ ସରକାରଙ୍କ ଅର୍ଥାତ ନରେନ୍ଦ୍ର ମୋଦୀ ଯେତେବେଳେ ଶାସନ ଭାର ଗ୍ରହଣ କରିଥିଲେ ସେତେବେଳେ ୨୦୧୪ ମସିହା ହୋଇଥିଲା ଏବଂ ୨୦୨୪ ମସିହା ନିର୍ବାଚନ ସମୟକୁ ତାଙ୍କର ୧୦ ବର୍ଷ ଶାସନ ପୂରଣ ହୋଇଥିବ । ମାଳିକା କହୁଛି ଫୁଣି ଥରେ ନରେନ୍ଦ୍ରମୋଦୀ ୨୦୨୪ରେ ଫୁଣି ଥରେ ଶାସନ ଭାର ଗ୍ରହଣ କରିବେ । ଦିଲ୍ଲୀ ସରକାରଙ୍କର ୧୩ ଅଙ୍କ ହୋଇଥିବା ଅର୍ଥାତ ୨୦୧୪ ଠାରୁ ୧୩ ବର୍ଷ ଶାସନ ହୋଇଥିବ ସେହି ସମୟରେ ହୀରାକୁଦ ବନ୍ଧ ଭାଙ୍ଗିବ ।
ଓଡିଶାରେ ବଡ ବନ୍ଧ ତିଆରିଯେ ଥିବ ସେଇ ବେଳେ ଶତ୍ରୁ ଦ୍ଵାରା ଭାଙ୍ଗିନ ଯିବ, ୬ ଜିଲ୍ଲା ଜଲ୍ଲାନ୍ନ ହୋଇ ଯିବା ବାଟ ନପାଇବେ । ଦୀର୍ଘ ୬୦୦ ବର୍ଷ ତଳୁ ହୀରାକୁଦ ବନ୍ଧ ଓଡିଶାରେ ହେବ ବୋଲି ବର୍ଣ୍ଣନା କରାଯାଇଥିଲା ଯାହା ସତ୍ୟ ମଧ୍ୟ ହୋଇଛି । ଏହି କଥା ମଧ୍ୟ ଲେଖା ଯାଇଛି ଏହି ବନ୍ଧ ଓଡିଶା ପାଇଁ କାଳ ହେବ । ଆପଣ ବିଶ୍ଵାସ କରିବେ ନାହିଁ ତେଣୁ ମହାପ୍ରଭୁ ସେଥି ପାଇଁ ଅନେକ ପ୍ରମାଣ ଦେଇଛନ୍ତି ।