Breaking News

ସ୍ତ୍ରୀ Ipseeta ଙ୍କ ସହ ପିକନିକରେ କିପରି ମସ୍ତି କରୁଛନ୍ତି ଓଡ଼ିଆ ସିଙ୍ଗର କୁଲଦୀପ (kuldeep) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି , ତେବେ ଏହି ଗାୟକ ଓ ଗାୟିକା ମାନେ ନିଜ ଜବରଦସ୍ତ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଗାୟକ ଓ ଗାୟିକା ଙ୍କ ସୁମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇଥାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଗାୟକ ଓ ଗାୟିକା ମାନ ଙ୍କ ମଧ୍ୟ ରୁ ବହୁ କମ ଗାୟକ ଓ ଗାୟିକା ଅଛନ୍ତି ଯେଉଁ ମାନେ ଶୁଟିଙ୍ଗ ସେଟ ରୁ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅତି ନିକଟ ରେ ଈପ୍ସିତା ଓ କୁଳ ଦୀପ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ବିବାହ ପରେ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କୁ ଉଭୟ ନିଜ ସୁ ମଧୁର କଣ୍ଠ ପାଇଁ ସବୁଥି ପରିଚିତ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୁଳଦୀପ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛନ୍ତି ନିଜ ଆଲବମ ଗୀତ ପାଇଁ , ତାଙ୍କର ସମସ୍ତ ଆଲବମ ଗୀତ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଈପ୍ସିତା ଓ କୁଳଦୀପ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବେସ ଖୁସି ରେ ଅଛନ୍ତି , ତାହେଲେ ଉଭୟ ବର୍ତ୍ତମାନ ସମୟ ରେ ବୁଲିବା ପାଇଁ ଯାଇଛନ୍ତି ଓ ବୁଲିବାକୁ ଯାଇ ସେଠାରେ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖୁବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଭିଡିଓ – ଓଡିଆ ଅଭିନେତ୍ରୀ ଲିପି (Lipi) ଡ୍ୟାନ୍ସ କରିବା ସମୟରେ ତାଙ୍କ ଅଣ୍ଟାରେ ହଠାତ ଲାଗିଲା ଆ-ଘା-ତ?

ଦର୍ଶକ ଆପଣ ମାନେ ଆମ ଓଡିଆ ଧାରାବାହିକ ର ଅଭିନେତ୍ରୀ ଲିପି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ …

Leave a Reply

Your email address will not be published. Required fields are marked *