ସ୍ତ୍ରୀ ଙ୍କ ଠାରୁ କାହିଁକି ଅଲଗା ହେଲେ ମନୋଜ ମିଶ୍ର – ଦେଖନ୍ତୁ

ଓଡିଆ ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଆଜି ଆମେ ମନୋଜ ମିଶ୍ରଙ୍କ ପରିବାର ବିଷୟରେ ସଂପୂର୍ଣ୍ଣ କଥା ଜାଣିବା । ସେ କାହିଁକି ନିଜ ସ୍ତ୍ରୀ ଙ୍କ ଠାରୁ ଡିଭର୍ସ ନେଇ ସାରିଛନ୍ତି । ଆପଣ ମାନେ ଜାଣିଥିବେ ଓଡିଶାର କିଛି ପ୍ରଯୋଜକ ମାନେ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ଓଡିଆ ସିନେମାରୁ ବାସନ୍ଦ କରିଛନ୍ତି ।

ମନୋଜଙ୍କ ସହିତ କୌଣସି ପ୍ରଯୋଜକ ୨ବର୍ଷ ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ଓଡିଶା ର ପଯୋଜକ ମାନେ ନିଷ୍ପତି ନେଇଛନ୍ତି । ଏମିତି ଘଟଣା ଓଡିଆ ସିନେମା ଜଗତରେ ଆଗରୁ ଦେଖା ଦେଇ ନଥିଲା ଏବେ ସିନେମା ଉପରେ ଏହାର ଖରାପ ପ୍ରଭାବ ପଡିବା ରେ ଲାଗିଛି । ଓଡିଆ ସିନେମାରେ ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶାର ଏକ ବିବାଦ ସୃଷ୍ଟି ହୋଇଛି ।

କେହି କେହି ଏହାକୁ ଭୁଲ କହୁଥିବା ବେଳେ କେହି ଏପରି ନିଷ୍ପତି କୁ ସ୍ଵାଗତ କରୁଛନ୍ତି । କେବଳ ଅରିନ୍ଦମଙ୍କ ସିନେମା ରାମ ନୁହେଁ ମାଲ୍ୟଗିରିକୁ ମଧ୍ୟ ପଶ୍ଚିମ ଓଡିଶାରେ ବନ୍ଦ କରାଯାଉଥିବାର ଦେଖିବା ପାଇଁ ମିଳିଛି । ମନୋଜଙ୍କ ସପକ୍ଷରେ ଅନେକ ସଂଗଠନ ଓ ରାଜନେତା ମାନେ ବାହାରିଥିବାର ଦେଖା ଯାଉଛି । ମନୋଜଙ୍କ ପରିବାରରେ ତାଙ୍କ ଝିଅ ଓ ତାଙ୍କ ସ୍ତ୍ରୀ ରହୁଥିଲେ କିନ୍ତୁ ତାଙ୍କର ଡିଭର୍ସ ହୋଇ ଯାଇଛି । ତାଙ୍କ ଡିଭର୍ସ ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନାହିଁ ।

Leave a Comment