Breaking News

ସାରଥିଙ୍କ ଜନ୍ମରେ ତାଙ୍କ ଭକ୍ତ ମାନେ ଏମିତି ପାଳନ କରିଲେ କହିଲେ ସାରଥୀ ଆମ ଭାଗବାନ କାରଣ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ତଳେ ଆମ ଓଡିଶା ରେ ଅନେକ ଭଅଣ୍ଡ ବାବା ଙ୍କ କଳା କର୍ଣ୍ଣମ ଫର୍ଦାଫାସ କରିବା ରେ ସମସ୍ତ ଙ୍କୁ ବାବା ଙ୍କୁ ଜେ-ଲ ପଠାଯାଇଥିଲା , ତେବେ ସେହି ବାବା ମାନ ମଧ୍ୟ ରୁ ସାରଥି ବାବା ହେଉଛନ୍ତି ଜଣେ ଯିଏ କି ଦିନେ ନିଜ ପ୍ରବଚନ ପାଇଁ ଓଡିଶା ର ଘରେ ଘରେ ପରିଚିତ ଥିଲେ । ତାହେଲେ ବନ୍ଧୁଗଣ ସାରଥି ବାବା ଙ୍କୁ ଜେ-ଲ ହେବା ପରେ ସେ ଗତ ବର୍ଷ ଜେଲ ରୁ ମୁକୁଲିଛନ୍ତି । ତେବେ ସାରଥି ବାବା ଜେଲ ରୁ ମୁକୁଳିଥିଲେ ଓ ତାଙ୍କର କିଛି ସମର୍ଥକ ସତ୍ୟ ଘଟଣା ବିଷୟ ରେ ଜାଣିବା ପରେ ମଧ୍ୟ ସାରଥି ଙ୍କୁ ପାଛୋଟି ନେଇଥିଲେ ଓ ତାଙ୍କୁ ଭଗବାନ ମଧ୍ୟ କହିଥିଲେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାରଥି ର ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ରେ ସାରଥି ର ସମର୍ଥକ ମାନେ ସାରଥି ଙ୍କ ଜନ୍ମ ଦିନ ରେ ସାରଥି ଙ୍କ ଫଟୋ ଆଗ ରେ ଧୂପ ଦୀପ ଦେଇ ସାରଥି ଙ୍କ କେକ କାଟିଥିଲେ ଓ ସବୁଠାରୁ ବଡ କଥା ହେଲା ଯେ ଭଜନ ଓ କୀର୍ତ୍ତନ ମଧ୍ୟ କରିଥିଲେ । ସାରଥି ଙ୍କ ଜନ୍ମ ଦିନ ଟି କୁ ବେସ ଧୁମଧାମ ରେ ପାଳନ କରିଥିଲେ ତାଙ୍କ ପ୍ରଶଂସକ ମାନେ ।

ତାହେଲେ ବନ୍ଧୁଗଣ ଏତେ କିଛି ପ୍ରମାଣ ପାଇଥିଲେ ମଧ୍ୟ ଏହି ଲୋକ ମାନ ଙ୍କୁ କିଏ ବା ବୁଝାଇବ , ଏତେ ସବୁ ଘଟଣା ହେବା ପରେ ସାରଥି ନିଜ ଦୋ-ଷ ପାଇଁ ଜେଲ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ମାନେ ତାଙ୍କର ଜୟ ଜୟ କାର କରିଛନ୍ତି , ତେବେ ଯେତେବେଳେ ସାରଥି ଙ୍କ ସମର୍ଥକ ମାନ ଙ୍କୁ ଏହି ବିଷୟ ରେ ପଚରା ଗଲା ସେମାନେ କହିଥିଲେ ସାରଥି ବାବା ଦୋ-ଷୀ ବୋଲି କିଛି ବି ପ୍ରମାଣ ମିଳିନାହିଁ ଓ ସେଥିପାଇଁ ଆମେ ମାନେ ସାରଥି ଙ୍କୁ କେବେ ବି ଭୁଲ ଭାବି ପାରିବୁ ନହିଁ ।

ଜେଲ ରୁ ଫେରିଥିବା ସାରଥି ବର୍ତ୍ତମାନ ସମୟ ରେ କେଉଁଠାରେ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନହିଁ କିନ୍ତୁ ସମର୍ଥକ ମାନେ ସାରଥି ଙ୍କ ଜନ୍ମ ଦିନ ରେ ଭଜନ କୀର୍ତ୍ତନ କରି କେକ କାଟି ଛନ୍ତି ଓ ଯାହାକି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏହି କାର୍ଯ୍ୟ ପାଇଁ ଆପଣ ଙ୍କ ମତାମତ କଣ ଏହି କାର୍ଯ୍ୟ ପାଇଁ ଆମ କୁ କମେଣ୍ଟ କରି କୁହନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *