ସରକାର ରାସନକାର୍ଡ ଧାରୀଙ୍କ ପାଇଁ ଆଣିଲେ ବଡ ଖୁସି ଖବର

ଏବେ ରାସନକାର୍ଡ ଧାରୀ ସମସ୍ତ ଭାଇ ଓ ଭଉଣୀଙ୍କ ପାଇଁ ଜାରି ହୋଇଛି ଏକ ଖୁସି ଖବର । ଆପଣଙ୍କ ପାଖରେ ଯଦି ରାସନ କାର୍ଡ ତେବେ ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ଏହି ଫାଇଦାକୁ ଆପଣ ମାନେ ଉଠାଇ ପାରିବେ । ରାସନ କାର୍ଡ ଧାରୀଙ୍କ ପାଇଁ ସରକାର ଏକ ନିୟମ କରିଛନ୍ତି ।

ଏହି ନିୟମ ମାନିବା ପାଇଁ ସରକାର ଏକ ସମୟ ସୀମା ଧାରଣ କରିଛନ୍ତି । ତେଣୁ ସରକାର ଦ୍ଵାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ଦରକାର । ତେଣୁ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହାକୁ ଆଧାର କାର୍ଡ ସହିତ ପଞ୍ଜୀକୃତ କରାନ୍ତୁ ।

ଏହାର EKYC କରିବା ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ନାମ ଓ ଜନ୍ମ ତାରିଖ ଆଧାର ଓ ରାସନ କାର୍ଡ ରେ ସମାନ ଥିବା ଆବଶ୍ୟକ ଅଟେ । ଏହି ସମୟ ସୀମା କୁ ସରକାର ବୃଦ୍ଧି କରିଛନ୍ତି । ଏହାର ଡେଡ ଲାଇନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଥିଲା । ଏହା ବର୍ତ୍ତମାନ ଅକ୍ଟୋବାର ୩୧ କୁ ବୃଦ୍ଧି କରାଯାଇଛି । ଏହା ନକରିଲେ ଆପଣମାନେ ରାସନ ପାଇବେ ନାହିଁ । ଏହାକୁ ଆପଣ ସାଧାରଣ ଜନ ସେବା କେନ୍ଦ୍ର ଯାଇ କରି ପାରିବେ ।

Leave a Comment