ସମସ୍ତଙ୍କ ସାମ୍ନାରେ ହିରୋଇନ ଛନ୍ଦିତା (Chandita) ଙ୍କୁ ପ୍ରପୋଜ କରିଲେ ତାଙ୍କ ବୟଫ୍ରେଣ୍ଡ – ଦେଖନ୍ତୁ ଭିଡିଓ

ଆପଣ ମାନେ ଓଡ଼ିଆ ଟେଲି ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଛନ୍ଦୀତା ଅନେକ ଓଡ଼ିଆ ଧାରାବାହିକ ରେ ଖଳ ନାୟିକା ଚରିତ୍ର ରେ ନଜର ଆସିଛନ୍ତି।  ନିକଟରେ ଜି ସାର୍ଥକ ୱାର୍ଡ ଶୋ ଚାଲିଥିଲା । ସେ ନେଗେଟିଭ ରୋଲ ପାଇଁ ବେଷ୍ଟ ଅଭିନେତ୍ରୀ ର ଆୱାର୍ଡ ପାଇ ବହୁତ ଖୁସି ହେଉଥିବାର ନଜର ଆସିଛନ୍ତି, ସେ କହିଛହନ୍ତି ସେ ଏମିତି ଆଗକୁ ମନ ଦେଇ କାମ କରିବେ ।

ଅଭିନେତ୍ରୀ ଛନ୍ଦିତ ପାଢ଼ୀ ଅନେକ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି।ସେ ସବୁ ଧାରାବାହିକ ରେ ଖଳ ନାୟିକା ଚରିତ୍ର ରେ ନଜର ଆସିଛନ୍ତି।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଛନ୍ତି।’ ତୋ ଅଗଣା ର ତୁଳସୀ ମୁଁ ‘ ଧାରାବାହିକ ରେ ଛନ୍ଦିତା ‘ ଲିସା ‘ଚରିତ୍ର ରେ ଅଭିନୟ କରିଥିଲେ।ଆଉ ସେହି ଧାରାବାହିକ ରେ ସେ ବହୁତ୍ ସୁନ୍ଦର ଭାବରେ ଖଳ ନାୟିକା ର ଚରିତ୍ର ନିଭେଇ ଥିଲେ।ଘରେ ଘରେ ସେ ‘ ଲିସା ‘ନାମରେ ପରିଚିତ ହୋଇ ପାରିଥିଲେ।

ତା ପରେ ଛନ୍ଦିତା ‘ ତାରା ତାରିଣୀ ‘ଧାରାବାହିକ ରେ ଅଭିନୟ କରିଥିଲେ।ସେଥିରେ ମଧ୍ୟ ସେ ଖଳ ନାୟିକା ଚରିତ୍ର ରେ ଅଭିନୟ କରିଛନ୍ତି।ଓଡ଼ିଆ ସିରିଏଲ ଜଗତରେ ତାଙ୍କର ଅନେକ ଚାହିଦା ରହିଛି । ଛନ୍ଦୀତା ଙ୍କୁ ଏବେ ଛଚିଶ ବର୍ଷ ବୟସ ହୋଇଛି। ଆଉ ସେ ତାଙ୍କର ସୁନ୍ଦର୍ ଅଭିନୟ ରେ ସାରା ଓଡ଼ିଶା ରେ ପରିଚିତ ହୋଇପାରିଛନ୍ତି।ଓଡ଼ିଆ ଧାରାବାହିକ ତାଙ୍କୁ ଅନେକ ଲୋକପ୍ରିୟତା ଦେଇ ପାରିଛି। ଏବଂ ତା ସହିତ ଛନ୍ଦିତା ଯାତ୍ରା ଜଗତ ରେ ମଧ୍ୟ ଲୋକପ୍ରିୟତା ପାଇ ପାରିଛନ୍ତି।

Leave a Comment