ସମସ୍ତଙ୍କୁ ହସାଉଥିବା ଖୁସି ଆଜି ICUରେ ଜୀବନ ମୃ-ତ୍ୟୁ ସହ ସଂଗ୍ରାମ କରୁଛନ୍ତି,ଆପଣଙ୍କ ସାହାଯ୍ୟ ତାଙ୍କୁ ନୂଆ ଜୀବନ ଦେବ – ଦେଖନ୍ତୁ

ନାଁ ଥିଲା ତାଙ୍କର ଖୁସି, ସେ ତାଙ୍କର ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଖୁସି କରାଉଥିଲେ । ସେଥିପାଇଁ ତ ତାଙ୍କର ଲକ୍ଷ ଲକ୍ଷ ଫାଲୋର୍ସ ଥିଲା, ସେ ଏବେ ମରଣ ସହିତ ଲଢେଇ କରୁଛନ୍ତି । ଖୁସିଙ୍କ ଗର୍ଭରେ ବଢୁଥିଲା ଛୁଆ, ସେ ଡାକ୍ତରଙ୍କ ପାଖକୁ ଯାଇ ଚେକ ଅପ ବି କରାଇ ଥିଲେ । ଆଉ ଥରେ ଚେକଅପ ପାଇଁ ଗଲା ବେଳକୁ ତାଙ୍କ ଗର୍ଭରେ ଥିବା ପିଲା ନଷ୍ଟ ହୋଇ ଯାଇଥିଲା ।

ପିଲାର ହାର୍ଟ ବିଟ ଆଉ ଚାଲୁ ନଥିଲା ଏହାପରେ ଡାକ୍ତର ତାଙ୍କୁ ୱାଶ କରେଇବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କର ୱାଶ ବି କରାଗଲା କିନ୍ତୁ ଏବେ ଖୁସିଙ୍କର ସ୍ୱାସ୍ଥ୍ୟବସ୍ତା ବିଗିଡିଗଲା । ସେ ୩ଦିନ ହେବ ଏବେ ICU ରେ ଅଛନ୍ତି । ନା ସେ କିଛି ଖାଉଛନ୍ତି ନା କିଛି ପିଉଛନ୍ତି । ବେଡ ରେ ଥାଇ ସେ କେବଳ ଦେଖୁଛନ୍ତି ଓ ବେଳେ ତାଙ୍କ ଆଖିରୁ ଲୁହ ନିଗିଡି ପଡୁଛି ।

ସ୍ଵାମୀଙ୍କ ପାଖରେ ଯାହା ଅର୍ଥ ଥିଲା ସେ ଖର୍ଚ୍ଚ କରି ସାରିଲେଣି, ଏବେ ସେ ଲୋକ ମାନଙ୍କୁ ସାହାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଖୁସିଙ୍କ ଭଉଣୀଙ୍କ ଆଖିରୁ ଆଜି ଲୁହ ଝରି ଯାଉଛି କାରଣ ତାଙ୍କର ଭଉଣୀ ଆଜି ମରଣ ସହ ଲଢେଇ କରୁଛନ୍ତି । ଏପଟେ ସ୍ଵାମୀ ବି ଧୈର୍ଯ୍ୟ ହରା ହୋଇ ପଡିଛନ୍ତି । ସ୍ଵାମୀ ଖାଲି ତାଙ୍କ ସ୍ତ୍ରୀ ଭଲ ହେବା ପାଇଁ ଭଗବାନଙ୍କୁ ଡାକୁଛନ୍ତି ହେଲେ ଭଗବାନ ତାଙ୍କ ଡାକ ଶୁଣିବେ କି ନାହିଁ ତାହା ଜଣା ନାହିଁ କିନ୍ତୁ ସେ ଭଗବାନଙ୍କ ଉପରେ ବିଶ୍ଵାସ ରଖିଛନ୍ତି ।

ତେବେ ଆପଣମାନେ ଯଦି ଖୁସିଙ୍କୁ ସାହାର୍ଯ୍ୟର ହାତ ବଢାଇବା ପାଇଁ ଚାହୁଁଛନ୍ତି 9337969541 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ଓ ଏହି ନମ୍ବର ହେଉଛି ତାଙ୍କର ଫୋନ ପେ ନମ୍ବର ।

Leave a Comment