ସତ ହେଉଛି ମାଳିକା ବଚନ, ହୀରାକୁଦରେ ଦେଖା ଦେଲା ଜଳପରୀ – ଦେଖନ୍ତୁ ଭିଡିଓ

ସମ୍ବଲପୁରର ହୀରାକୁଦକୁ ଭାସି ଆସିଛି ଜଳପରୀ । ସତ ହେଉଛି ମାଳିକା ଲିଖିତ ଭବିଷ୍ୟତ ବାଣୀ । ହୀରାକୁଦ ପାଣିରେ ଛଟ ପଟ ହୋଇ ଘୁରି ବୁଲୁଛି ଜଳପରୀ । ଜଳପରୀକୁ ନେଇ ଭୟଭୀତ ହେଲେଣି ସ୍ଥାନୀୟ ଲୋକ। ହଁ ଦର୍ଶକ ବନ୍ଧୁ ମାନେ କଳିଯୁଗର ଆୟୁଷ ବୋଧେ ସରି ସରି ଆସୁଛି ।

ସେହି କଥା ଏବେ ସତ ପ୍ରମାଣିତ ହୋଇ ହୀରାକୁଦ ଜଳ ଭଣ୍ଡାରରେ ଦେଖା ଦେଇଛି ଜଳପରୀ । ଖାଲି ଜଳପରୀ ସେଠାରେ ଦେଖା ଦେଇ ନାହିଁ ଜଳପରୀ ଟି ଯେମିତି କାହାକୁ ଖୋଜି ବୁଲୁଥିବାର ଦୃଶ୍ୟମାନ ହେଉଛି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି ।

ଏହାକୁ ଦେଖି କିଛି ପୁରୁଖା ଲୋକେ ଚର୍ଚ୍ଚା କରୁଛନ୍ତି କଳିଯୁଗ ବୋଧେ ସରି ସରି ଆସୁଛି କାରଣ ଜଳପରୀକୁ ଆଗରୁ କେହି ଦେଖି ନଥିଲେ ମଧ୍ୟ ଏହା ଦିନେ ନା ଦିନେ ଦେଖା ଦେବ ବୋଲି ଭବିଷ୍ୟ ମାଳିକାରେ ବର୍ଣ୍ଣନା କରାଯାଇଛି । ତେବେ ଏହି ଭବିଷ୍ୟତ ବାଣୀ ଏବେ ସତ ପ୍ରମାଣିତ ହେଉଛି ।

ଏବେ ସାରା ଓଡିଶା ସହ ସାରା ମାନବ ଜାତି ଉପରକୁ ମହାବିପତ୍ତି ମାଡି ଆସୁଛି ବୋଲି ଜଣା ପଡୁଛି । ତେବେ ସେହି ଜଳପରୀ ଟି ଓଡିଶା ମାଟିରେ ଯେତିକି ସମୟ ପର୍ଯ୍ୟନ୍ତ ରହିବ ଓଡିଶା ପାଇଁ ସେତିକି ବିପଦ ବଢିବ ବୋଲି ଜଣା ପଡିଛି । ତେବେ ଜଳପରୀ ଟି କେଉଁଠୁ ଆସିଲା ଓ କେମିତି ଆସିଲା ଏହା କାହାକୁ ବି ଜଣା ନାହିଁ ।

କିନ୍ତୁ ହୀରାକୁଦ ଠାରେ ଜଳପରୀ ଭିଡିଓ ଭାଇରାଲ ହେବା ପରେ ଲୋକେ ଛାନିଆ ହୋଇ ଯାଇଛନ୍ତି । ସେହି ଜଳପରୀ ଟି ଏପର୍ଯ୍ୟନ୍ତ କୌଣସି ଲୋକଙ୍କୁ ଆକ୍ରମଣ କରି ନାହିଁ କିମ୍ବା କାହାର କିଛି କ୍ଷତି କରି ନାହିଁ । ତଥାପି ଲୋକ ମାନେ ସେହି ଜଳପରୀକୁ ନେଇ ଭୟଭୀତ ଅଛନ୍ତି ।

Leave a Comment