ସୃଷ୍ଟିରେ ଏମିତି କିଛି ଜିନିଷ ଅଛି ଯାହାକୁ ପାଇବାକୁ କିଛି ଉପାୟ ଦରକାର ପଡେ ନାହିଁ । ମାନବ ଜୀବନ ଇଶ୍ୱରଙ୍କ ବରଦାନ ବୋଲି କୁହାଯାଇଥାଏ । ଏବଂ ଇଶ୍ୱରଙ୍କ କୃପାରୁ ମାନବ ଜୀବନରେ ଅନେକ ଉତଥାନ ପତନ ହୋଇଥାଏ । ସେଇଠାରେ ଆମେ କେବେକେବେ ଆମ ଜୀବନରେ ଏକ ଦିବ୍ୟ ଶକ୍ତି ର ଆଭାସ ହୋଇଥାଏ । ଯାହାକି ଆମକୁ ଆମ ଲକ୍ଷ୍ୟ ଓ କାମନାକୁ ପୁରା କରିବାରେ ଆମକୁ ସାହାଯ୍ୟ କରେ ।
ଆମ ଘରେ କେତେକ ବସ୍ତୁ ରହିଥାଏ ,ଯାହାକି ସେଇ ବସ୍ତୁ ଗୁଡ଼ିକ ରହିବା ଦ୍ୱାରା ଅନେକ ପ୍ରକାର ର ମନସ୍କାମନା ପୂରଣ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ସଚା ମନରେ ଏବଂ ଶ୍ରଦ୍ଧା ମନରେ ଯଦି ସମସ୍ତ କାର୍ଯ୍ୟ କରିବେ ତେବେ ସମସ୍ତ କାର୍ଯ୍ୟ ପୁରଣ ହେବ । ଡେରି ହୋଇ ପଛେ କିନ୍ତୁ ପୂରଣ ନିଶ୍ଚୟ ପୁରଣ ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଦୁଇଟି ଶବ୍ଦ ବିଷୟରେ କହିବୁ ଯାହାକି ଯଦି ଆପଣ ଶୋଇବା ପୂର୍ବରୁ କହି ଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ତା ସହିତ ମଧ୍ୟ ଘରେ ତାଙ୍କ ପଇସାର ଅଭାବ ଦୂର ହେବ । ଏହା ସହିତ ମଧ୍ୟ ଏହା ବର୍ଷ ବର୍ଷ ଧରି ଆପଣଙ୍କର ଘରକୁ ଧନ ଆସିବାରେ ସାହାଯ୍ୟ କରିବ ।
ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ । ଶାସ୍ତ୍ର ଅନୁସାରେ ଏହି ଶବ୍ଦକୁ ପ୍ରତିଦିନ ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଥାଏ ଓ କୁହାଯାଇଥାଏ ଯେ ଏହି ନାମରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ । ଏବଂ ଏହି ମନ୍ତ୍ର କୁ ପ୍ରତିଦିନ ୧୦୮ ଥର ଜପ କରିବ ଦ୍ୱାରା ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଥାଏ ଏବଂ ଏହି ନାମ ସ୍ମରଣ ମାତ୍ରେ ହିଁ ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୁଏ । ଧନ ଜନିତ ହେଉ ଅ ଥ ବା ଅନ୍ୟକିଛି ଦୁଃଖ ଥିଲେବି ଏହି ମନ୍ତ୍ରକୁ ଜପ କଲେ ଏହା ଦୂର ହୋଇଥାଏ । ଏବଂ ଏହି ମନ୍ତ୍ରଟି ହେଉଛି ” ଗୋବଲ୍ଲଭାୟ ସ୍ୱାହା ”
ଏହି ମନ୍ତ୍ରକୁ କେବେବି ଭୁଲରେ ଜପ କରନ୍ତୁ ନାହିଁ ।
ଜୟ ଶ୍ରୀକୃଷ୍ଣ । ପ୍ୟାର ସେ ଵୋଲୋ ” ରାଧେ ରାଧେ “