Breaking News

ଶାଶୂ ଘରେ ନିଜର ପ୍ରଥମ ଗୁରୁବାର ମାଣବସା ବ୍ରତ ପାଳନ କରିଲେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା (Archita) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ଷ ପ୍ରତ୍ଯେକ ଗୁରୁବାର ମା ଲକ୍ଷ୍ମୀ ଙ୍କ ବାର ହୋଇଥିଲେ ମଧ୍ୟ , ମାର୍ଗଶିର ମାସ ର ସମସ୍ତ ଗୁରୁବାର ଗୁଡିକ ରେ ବିଶେଷ ମହତ୍ତ୍ଵ ରହିଛି । ଏହି ମାସ ଗୁରୁବାରେ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ , ଉଚ୍ଚ ଜା-ତି ଠୁ ନି-ଚ୍ଛ ଜା-ତି ପର୍ଯ୍ୟନ୍ତ ସମସ୍ତେ ମାଣ ବସାଇ ମା ଲକ୍ଷ୍ମୀ ଏନକେ ପୂଜାର୍ଚ୍ଚନା କରି ମା ଲକ୍ଷ୍ମୀ ଙ୍କ ପୁରାଣ ପଢିଥାନ୍ତି ।

ଓଡିଆ ବୋହୁ ମାନେ ଏହାକୁ ନିଷ୍ଠା ଓ ଭକ୍ତି ଭାବ ମନ ରେ ଏହି ବ୍ରତ ଟି ପାଳନ କରିଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଣ ବସାଇବା ପୂର୍ବ ରୁ ଗୋବର ରେ ଘର ଦ୍ଵାର ଲିପା ପୋଛା କରାଯାଇଥାଏ ଓ ଅନେକ ବିଧି ବିଧାନ ରହିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଣବସା ଟି ସମସ୍ତେ ଘରେ କରିଥାନ୍ତି । ତେବେ ବିବାହ କରିଥିବା ଅଭିନେତ୍ରୀ ମାନ ଙ୍କ ଠାରୁ ବିବାହିତ ମହିଳା ପର୍ଯ୍ୟନ୍ତ ସମସ୍ତେ ନିଜ ଶାଶୁଘରେ ମାଣ ବସାଇ ଥାନ୍ତି ମା ଙ୍କ ପୂଜା ବିଧି ଅନୁସାରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ରେ ଅଭିନୟ କରି ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ଲୋକ ପ୍ରିୟ ହୋଇ ପରିଛନ୍ତି ସାମାଜିକ କାମ କରି , ଆପଣ ମାନେ ଜାଣିଥିବେ ଯେ ସାବ୍ୟଶଚି ଓ ଅର୍ଚ୍ଚିତା ଏହି ଦୁଇ ଯୋଡି ମିଶି ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରି ସେମାନ ଙ୍କ ମୁହଁ ରେ ହସ ଦେଇଛନ୍ତି ।

ତାହେଲେ ବନ୍ଧୁଗଣ ଗତ କାଲୀ ମାଣବସା ଗୁରୁବାର ହୋଇଥିଲା ଓ ଅର୍ଚ୍ଚିତା ନିଜ ଶାଶୁଘରେ ମାଣବସାଊ ଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଓ ଆପଣ ମାନେ ମଧ୍ୟ ଏହି ବିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *