Breaking News

ଶସ୍ତା ରେ ମିଳୁଛି ପୁରୁଣା ବାଇକ କେଉଁଠି ମିଳୁଛି ଆସନ୍ତୁ ଜାଣିବା ?

ଆପଣମାନେ ଜାଣିଥିବେ ସବୁ ଲୋକଙ୍କ ପାଖରେ ନୂଆ ଜିନିଷ କିଣିବା ପାଇଁ ଟଙ୍କା ନଥାଏ।ତେଣୁ ସେହି ଲୋକମାନେ ପୁରୁଣା ଜିନିଷ ଅନ୍ୟ ମାନଙ୍କ ଠାରୁ କିଣିଥାନ୍ତି।ଦି ଆପଣଙ୍କ ବଜେଟ କମ ହୋଇଥିବ ଓ ନୂଆ ବାଇକ କିଣିବାରେ ଅସମର୍ଥ ଥିବେ ତେବେ ଆପଣ ନିଶ୍ଚୟ ଭାବରେ ପୁରୁଣା ବାଇକ କିଣି ନିଜର ଆବଶ୍ୟକତା ପୂରଣ କରିପାରିବେ।ପୁଣି ପୁରୁଣା ବାଇକ କିଣିବାରେ ଲାଭ ମଧ୍ୟ ଅଛି।


ପୁରୁଣା ଜିନିଷ କିଣିବା ପୂର୍ବରୁ ଲୋକଙ୍କ ମନରେ ପ୍ରଥମେ ପ୍ରଶ୍ନ ଆସେ କେଉଁ ବାଇକ କିଣିବା ଓ କେଉଁଠୁ କିଣିବା?ବାସ୍ତବରେ ପୁରୁଣା ବାଇକ କିଣିବା ପାଇଁ ବହୁତ ଗୁଡିଏ ବିକଳ୍ପ ଅଛି ତେବେ ଆସନ୍ତୁ ସେଗୁଡିକ ଜାଣିବା।ସେଗୁଡିକ ହେଲା ମସଲମ ଡିଲର, ଇଣ୍ଡିଭିଜୁଆଲ ଓ କମର୍ଶିୟାଲ୍ ସପିଂ ୱେବସାଇଟ ଇତ୍ୟାଦି।

ଆମେ ଆପଣମାନଙ୍କୁ କହିରଖୁଛୁ କି ପୁରୁଣା ବାଇକ କିଣିବା ପାଇଁ ଆପଣ କମର୍ଶିୟାଲ୍ ସପିଂ ସାଇଟ ଡ୍ରୁମ ଜରିଆରେ କମ ମୂଲ୍ୟରେ ବାଇକ କିଣିପାରିବେ। ଆପଣ ଅନଲାଇନ ଜରିଆରେ ପସନ୍ଦ କରୁଥିବା ବାଇକକୁ ଖୋଜିପାରିବେ।ଏଥିରେ ଆପଣମାନେ ସିଧାସଳଖ ବିକ୍ରେତା ଙ୍କ ସହ ଯୋଗାଯୋଗ କରିପାରିବେ।ଏଠାରେ ଆପଣମାନଙ୍କୁ 5 ରୁ 10 ହଜାର ଭିତରେ ବହୁତ ଭଲ ଭଲ ବାଇକ ମିଳିଯିବ।


ଟିଭିଏସ ଅପାଚେ 150 ସିସି:-
ୱେବସାଇଟ ରୁ ମିଳିଥିବା ତଥ୍ୟ ମୁତାବକ ଅପାଚି 2009 ମଡେଲ ବିକ୍ରି ପାଇଁ ଉପଲବ୍ଧ ଅଛି।ବାଇକ ର ପ୍ରଥମ ମାଲିକ ଏହି ବାଇକ କୁ 10,200 ଟଙ୍କାରେ ବିକ୍ରି କରିବେ।ଏହି ବାଇକ 71,474, କିଲୋମିଟର ଚାଲିଛି।ଆପଣ ଚାହିଁଲେ ବାଇକ ଟିକୁ ଡ୍ରୁମ ୱେବସାଇଟ ରୁ କିଣିପାରିବେ।

ଟିଭିଏସ ଷ୍ଟାର ସିଟି 110 ସିସି;-
ଟିଭିଏସ ଷ୍ଟାର ସିଟି ଏହି ବାଇକ 2006 ର ମଡେଲ ଅଟେ।ବାଇକ ର ମାଲିକ ଏହି ବାଇକ ଟିକୁ 9000 ଟଙ୍କାରେ ବିକ୍ରି କରିବାକୁ ଇଚ୍ଛୁକ ଅଛନ୍ତି। ଏହି ବାଇକ ୭୨,୩୦୨ କିଲୋମିଟର ଚାଲିଛି। ଏହି ବାଇକରେ ୧୧୦ ସିସିର ଇଞ୍ଜିନ ଲାଗିଛି।ଆପଣମନେ ଚାହିଁଲେ ଡ୍ରୁମ ୱେବସାଇଟରୁ ଏହି ବାଇକ ଟି କିଣିପାରିବେ।


ଟିଭିଏସ ଭିକ୍ଟୋର 110 ସିସି:-
ଏହି ବାଇକ 2004 ର ୱେବସାଇଟ ରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ବାଇକ 5000 ଟଙ୍କାରେ ମାଲିକ ଜଣଙ୍କ ବିକିବାକୁ ଇଛୁକ ଅଛନ୍ତି।ତେବେ ଆପଣ ମଧ୍ୟ ଚାହିଁଲେ ଡ୍ରୁମ ୱେବସାଇଟ ରୁ ଏହି ବାଇକ ଟିକୁ କିଣି ପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *