ଆପଣ ମାନେ ରୂପା ଆଉ ପିଣ୍ଟୁ ଙ୍କୁ ତ ନିଶ୍ଚୟ ଜାଣିଥିବେ। ୟୁଟ୍ୟୁବ୍ ସୋସିଆଲ ଆପ ରେ ଭିଡ଼ିଓ ବନେଇ ସେମାନେ ଫେମସ୍ ହୋଇଥିଲେ। ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି ଏବଂ ତାର ନାଁ ରହିଛି ଖୁସି। ପିଣ୍ଟୁ ୟୁଟ୍ୟୁବ୍ ରେ ବ୍ଲଗ୍ ବାନନ୍ତି। ଏବଂ ଟିକ୍ ଟକ ରେ ତାଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା । ଏବଂ ଦର୍ଶକ ମାନେ ରୂପା ଓ ପିଣ୍ଟୁ ଙ୍କ ଯୋଡ଼ି କୁ ବହୁତ୍ ଭଲ ପାଇବା ଦେଇଥିଲେ।
ଏବଂ ଟିକ ଟକ୍ ଆପ ବ୍ୟାନ୍ ହେବା ପରେ ବର୍ତ୍ତମାନ ସେ ୟୁଟ୍ୟୁବ୍ ରେ ଭିଡ଼ିଓ ବନାଉଛନ୍ତି। ଏବଂ ରିଲ୍ସ୍ ଭିଡ଼ିଓ ମଧ୍ୟ ବାନଉଛନ୍ତି। ଏବଂ ତା ସହିତ ସେ ଆଲବମ ସଙ୍ଗ ରେ ମଧ୍ୟ କାମ କରୁଛନ୍ତି । ପିଣ୍ଟୁ ତାଙ୍କର ଗୋଟିଏ ବ୍ଲଗ୍ ରେ କହିଛନ୍ତି ଯେ ସେ ପ୍ରଥମେ ବହୁତ୍ ଗରିବ ଥିଲେ ଏବଂ ମାଟି ଘରେ ରହୁଥିଲେ ।ଦର୍ଶକ ମାନଙ୍କ ର ଭଲ ପାଇବା ପାଇଁ ସେ ଆଜି ଗୋଟେ ଘର କରି ପାରିଛନ୍ତି ।
କିନ୍ତୁ କିଛି ଲୋକ ତାଙ୍କୁ କୁହନ୍ତି ଯେ ସେ ବଡ଼ ଲୋକ ହୋଇ ଗଲେଣି ଆଉ ଗରିବ ଲୋକ ଙ୍କୁ ପଚାରୁ ନାହାଁନ୍ତି।ହେଲେ ସେ କହିଛନ୍ତି ଯେ ସେ ସେମିତି କେବେ ଭାବି ନାହାନ୍ତି ସେ ଦିନେ ବହୁତ୍ ଗରିବ ଥିଲେ ଆଉ ମାଟି ଘରେ ରହୁଥିଲେ ।ସମସ୍ତଙ୍କ ଭଲ ପାଇବା ପାଇଁ ସେ ଆଜି ଏଇଠି ପହଞ୍ଚି ପାରିଛନ୍ତି ।ଆଉ ଏମିତି କଥା ତାଙ୍କୁ ବହୁତ୍ କଷ୍ଟ ହୁଏ ସେଥିପାଇଁ ସେ ଅନୁରୋଧ କରିଛନ୍ତି ତାଙ୍କୁ ଏ ଭଳି କଥା ନ କହିବା ପାଇଁ।
ପିଣ୍ଟୁ ୟୁଟ୍ୟୁବ୍ ରେ ବ୍ଲଗ୍ ବନାନ୍ତି ଏବଂ ତା ସହିତ ସେ ତାଙ୍କ ସ୍ତ୍ରୀ ରୂପା ଙ୍କ ସହିତ ଭିଡ଼ିଓ ସଙ୍ଗ ରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କର ୟୁଟ୍ୟୁବ୍ ରେ ଅନେକ ଭିଡ଼ିଓ ସଙ୍ଗ ରହିଛି ।ଯେଉଁ ସବୁ ଭିଡ଼ିଓ ରେ ସେ ବହୁତ୍ ସୁନ୍ଦର୍ ଡାନ୍ସ କରିଛନ୍ତି। ଏବଂ ତାଙ୍କ ସ୍ତ୍ରୀ ରୂପା ମଧ୍ୟ ଦେଖିବାକୁ ବହୁତ୍ ସୁନ୍ଦର୍ ଏବଂ ତାଙ୍କ ଅଭିନୟ ମଧ୍ୟ ବହୁତ୍ ସୁନ୍ଦର ହୋଇଛି ।ଦର୍ଶକ ମାନେ ତାଙ୍କୁ ବହୁତ୍ ଭଲ ପାଇବା ଦେଇଛନ୍ତି।
ଏବଂ ବର୍ତ୍ତମାନ ସେ ତାଙ୍କର ପୁରୁଣା ଦିନ ଗୁଡ଼ିକୁ ମନେ ପକାଇଛନ୍ତି। ଏବଂ ତାଙ୍କ ପୁରୁଣା ଘର ର ଭିଡ଼ିଓ ବନେଇ ତାଙ୍କ ୟୁଟ୍ୟୁବ୍ ପେଜ ରେ ଅପଲୋଡ଼ କରିଛନ୍ତି।।ରୂପା ପିନ୍ଟୁ କେତେଗୁଡ଼ିଏ ଭିଡ଼ିଓ ସଙ୍ଗ ରେ ଅଭିନୟ କରିଛନ୍ତି।ମେଘ ରେ ମେଘ ,ଦିଲ ଚୋର ,କହ ଏତେ କାଇଁ ଭଲପାଉ ଏମିତି ଅନେକ ଗୀତ।ପ୍ରଥମେ ତାଙ୍କୁ ଇନ୍ସ୍ଟାଗ୍ରାମ ରିଲ୍ସ୍ ରୁ ଲୋକ ମାନେ ପସନ୍ଦ କରିଥିଲେ।
ଏବଂ ସମସ୍ତଙ୍କ ର ଅନେକ ସୁନ୍ଦର ସୁନ୍ଦର କମେଣ୍ଟ ଆସିଥିଲା ତାଙ୍କ ଯୋଡ଼ି କୁ ନେଇ।ଅଧିକ ଭିଡ଼ିଓ ବନେଇବା ପାଇଁ ସମସ୍ତେ ରିକ୍ୱେଷ୍ଟ୍ କରିଥିଲେ।ସମସ୍ତଙ୍କ ର ଭଲପାଇବା ପାଇଁ ସେମାନେ ବହୁତ୍ ସୁନ୍ଦର ଭିଡ଼ିଓ ବନେଇ ସୋସିଆଲ ଆପ ରେ ପୋଷ୍ଟ କରୁଛନ୍ତି। ଏବଂ ରୂପା ଓ ପିନ୍ଟୁ ସମସ୍ତଙ୍କ ର ପ୍ରିୟ ହୋଇପାରିଛନ୍ତି।।