ରାମ ମନ୍ଦିରକୁ ମହାଦାନ କଲେ ଅଭିନେତ୍ରୀ, ହେଲେ ମିଳିଲାନି ନିମନ୍ତ୍ରଣ, ଶେଷରେ ଏମିତି କହିଲେ ଅଭିନେତ୍ରୀ….

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରେ ଏକ ବଡ ଖବର ଆସି ଯାଇଛି ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର କୁ ନେଇ । ଜଣେ ଅଭିନେତ୍ରୀ ରାମ ମନ୍ଦିର ଙ୍କ ପାଇଁ ମହା ଦାନ କଲେ ଓ ବର୍ତ୍ତମାନ ସମୟ ରେ କାନ୍ଦୁଛନ୍ତି , କାନ୍ଦିବା ର କାରଣ ହେଲା ଯେ ଶ୍ରୀରାମ ମନ୍ଦିର ଙ୍କ ପ୍ରତିଷ୍ଠା ପାଇଁ ଅନେକ ବଡ ବଡ କଳାକାର ମାନ ଙ୍କୁ  ନିମନ୍ତ୍ରଣ ହୋଇଛି କିନ୍ତୁ ସେ ଯାଇ ପାରିବେ ନାହିଁ ।

ଆପଣ ମାନେ ଜାଣିଥିବେ ଆସନ୍ତା 22 ତାରିଖ ରେ ପ୍ରଭୁ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ହେବ । ମନ୍ଦିର ପ୍ରତିଷ୍ଠା ପାଇଁ ଦିନ ଯେତେ ପାଖେଇ ଆସୁଛି   , ଲୋକ ମାନ ଙ୍କ ମନ୍ ରେ ସେତେ ଉତ୍ସାହ ବଢୁଛି । ଅବିଶ୍ୱନୀୟ ଠାରୁ ଲୋକ ମାନେ ଅଧିକ ଟଙ୍କା ଦାନ କରୁଛନ୍ତି । କୋଟି କୋଟି ଟଙ୍କା ଦାନ କରୁଛନ୍ତି  । ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ସଞ୍ଚୟ କରି ରଖିଥିବା ସମସ୍ତ ଧନ କୁ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଏହାରି ଭିତରେ ତେଲୁଗୁ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ନାମ ଚର୍ଚ୍ଚା କୁ ଆସିଛି । ଏହି ଅଭିନେତ୍ରୀ ଜଣକ ହେଉଛି ପ୍ରଣିତା ସୁବାସ , ସେ ମନ୍ଦିର କାମ ସରିବା ପରେ ଏକ ବଡ ଘୋଷଣା କରିଥିଲେ  । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ଧାର୍ମିକ ମଣିଷ  ଭଗବାନ ଙ୍କୁ ବିଶ୍ୱାସ କରନ୍ତି କିନ୍ତୁ ବଡ ଦୁଃଖ ର କଥା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କ ପାଖ କୁ ନିମନ୍ତ୍ରଣ ଆସିଛି ।

ଏହି ଖବର କୁ ସେ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବହୁ ବହୁ ବଡ଼ କଳାକାର ନିମନ୍ତ୍ରଣ କରା ଯାଇଛି , ରଣବୀର କପୂର୍, ଆଲିଆ ଭଟ୍ଟ, ରଜନୀକାନ୍ତ, ଅକ୍ଷୟ କୁମାର ହେଲେ ପ୍ରଣୀତା ସୁବାସ ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ  ଯାହାକୁ ନେଇ ସେ ବହୁତ୍ ଦୁଃଖିତ ଅଛନ୍ତି । ଏପଟେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ 5 ହଜାର ରୁ ଅଧିକ ଟଙ୍କା ଦାନ ହୋଇ ସାରିଛି ।


ଖୁବ୍ ଶୀଘ୍ର ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ହେବା କୁ ଯାଉଛି , ସମସ୍ତ ବଡ ବଡ କଳାକାର ଓ କ୍ରିକେଟର ମାନ ଙ୍କୁ ନିମନ୍ତ୍ରଣ ଲଗା ଯାଇଛି । ବର୍ତ୍ତମାନ ସମୟ ରେ ପ୍ରଭୁ ଶ୍ରୀ ରାମ ମନ୍ଦିର ର ଆଉ ମାତ୍ର ଅଳ୍ପ କାମ ରହିଛି ଯାହାକି ଏହି କିଛି ଦିନ ମଧ୍ୟ ରେ ସାରିବାକୁ ଯାଉଛି ।  ଭକ୍ତ ମାନେ ମଧ୍ୟ ଅନାଇ ବସିଛନ୍ତି ନିଜ ଭଗବାନ ଙ୍କୁ ଗର୍ଭ ଗୃହ ରେ ଦେଖିବାକୁ ।।

Leave a Comment