ରାମ ମନ୍ଦିରକୁ ଦାନରେ ସବୁ ରାଜ୍ୟକୁ ପଛରେ ପକାଲା ଗୋଟେ ରାଜ୍ୟ , ରାଜ୍ୟର ଲୋକେ କଲେ କୋଟି କୋଟି ଦାନ

ଦର୍ଶକ ବନ୍ଧୁ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ କେଉଁ ରାଜ୍ୟ ସବୁଠାରୁ ଅଧିକ ଟଙ୍କା ଦାନ କଲା । ଏମିତି ଆପଣ ମାନେ ଆଗରୁ ନା ଦେଖିଥିବେ ନା ଜାଣିଥିବେ । ମନ୍ଦିର କୁ ଦାନ କରିବା ରେ ଏହା ରେକର୍ଡ କରିଛି । ଦାନ ରେ ହେଲାଣି ହଜାର ହଜାର କୋଟି , ଆସନ୍ତା ଜାନୁୟାରୀ ମାସ 22 ତାରିଖ ରାମ ମନ୍ଦିର ପ୍ରତିଷ୍ଠା ହେବା କୁ ଯାଉଥିବା ସମୟ ରେ ।

ଲୋକ ମାନଙ୍କ ମନ୍ ରେ ଅଧିକ ଉତ୍ସାହ ବଢୁଛି , ବହୁତ୍ ଭକ୍ତ ଏମିତି ମନ୍ ଖୋଲି ଦାନ କରିଛନ୍ତି ବର୍ତ୍ତମାନ ସମୟ ରେ ସେହି ରାଜ୍ୟ 1 ନମ୍ବର । ରାମ ମନ୍ଦିର ହେବା କୁ ଯାଉଛି ସୁନା ର ମନ୍ଦିର , ମନ୍ଦିର ଲାଗିବାକୁ ଯାଉଥିବା ସମସ୍ତ କବାଟ ସୁନା ରେ ତିଆରି ହୋଇଛି ବହୁ ଅଳଙ୍କାର ରେ ରାମ ମନ୍ଦିର ସଜ୍ଜିତ ହୋଇଛି । ଭକ୍ତ ମାନ ଙ୍କ ଭଲ ପାଇବା ଓ ତାଙ୍କ ଦାନ ପାଇଁ ଆଜି ଶ୍ରୀରାମ ମନ୍ଦିର ସୁନା ରେ ଚମକିବ ।

ତାହେଲେ ଆଜି ଆମେ ଜାଣିବା କେଉଁ ରାଜ୍ୟ ଅଧିକ ଟଙ୍କା ଦାନ କରୁଛି । ଉତ୍ତର ପ୍ରଦେଶ ରେ ରହିଛି ରାମ ଙ୍କ ମନ୍ଦିର , ସେହି ଠାରେ ପ୍ରତିଷ୍ଠା ହେବା କୁ ଯାଉଛି ରାମ ଙ୍କ ମନ୍ଦିର । ଦାନ ଦେବା ରେ 1ନମ୍ବର ରେ ରହିଛି ଆଉ ଏକ ଦେଶ । ଏହି ରାଜ୍ୟ ହେଉଛି ଗୁଜୁରାଟ , ଗୁଜୁରାଟ ସବୁଠୁ ଅଧିକ ଦାନ କରିଛି ଓ ସବୁ ରାଜ୍ୟ ଉପରେ ରହିଛି । ଗୁଜୁରାଟ ରୁ କୋଟି କୋଟି ଟଙ୍କା ଦାନ ଆସିଛି ବୋଲି ଜଣା ପଡ଼ିଛି ।

ବର୍ତ୍ତମାନ ସୁଦ୍ଧା 5500 କୋଟି ଟଙ୍କା ଦାନ ହୋଇ ସାରିଛି । ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶ ରୁ ଶ୍ରଦ୍ଧାଳୁ ମାନେ ଦାନ କରୁଛନ୍ତି । ଆକଳନ କରା ଯାଇଥିଲା ଯେ 900କୋଟି ଟଙ୍କା ଦାନ ହେବ ବୋଲି କିନ୍ତୁ ବର୍ତ୍ତମାନ ସମୟ ରେ 5500 କୋଟି ଟଙ୍କା ରୁ ଅଧିକ ଦାନ ହୋଇଛି  ।

 

Leave a Comment