Breaking News

ରାନୀ ପଣ୍ଡାଙ୍କ (Rani Panda) ଫ୍ୟାନ ଖୋଲିଲେ ରାନୀ ପଣ୍ଡା ମୋମୋ ଷ୍ଟଲ, ରାନୀ ତାଙ୍କୁ ଦେଲେ ଏମିତି ପ୍ରତିଶ୍ରୁତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ନାମ ରେ ହଟ ମୋମୋ , ହଁ ବନ୍ଧୁ ଏହା କୁ ଜାଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଓ ଭାବୁଥିବେ ଯେ ରାନୀ ପଣ୍ଡା କଣ ଅଭିନୟ ଜଗତ ରୁ ଦୂରେଇ ଯାଇ ମୋମୋ ଷ୍ଟଲ ଖୋଲିଛନ୍ତି କି । ତାହେଲେ ବନ୍ଧୁଗଣ ସେମିତି କିଛି ହୋଇନାହିଁ ବରଂ ରାନୀ ଙ୍କ ଜଣେ ବଡ ପ୍ରଶଂସକ ରାନୀ ଙ୍କ ନାମ କୁ ନେଇ ମୋମୋ ଷ୍ଟଲ ଖୋଲିଛନ୍ତି ।


ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାର ରେ ରାନୀ ଙ୍କ ନାମ ରେ ଷ୍ଟଲ ଟି ଖୋଲି ଗରମା ଗରମ ମୋମୋ ବିକୁଛନ୍ତି ବିକାଶ ଦାସ । ତେବେ ଦୋକାନ ର ନାମ ରାନୀ ପଣ୍ଡା ମୋମୋ ଷ୍ଟଲ ଲେଖିବା ସହିତ ଏକ ପୋଷ୍ଟର ରାନୀ ଙ୍କ ଫଟୋ ଦେଇ ଲେଖିଛନ୍ତି ଲେଡି ସିଙ୍ଘାମ । ତେବେ ସନ୍ଧ୍ଯା ହୋଇଗଲା ମାତ୍ର କେ ଲୋକ ମାନେ ମୋମୋ ଖାଇବା ପାଇଁ ଆସନ୍ତି ଓ ରାନୀ ଙ୍କ ନାମ ରେ ମୋମୋ ଦୋକାନ ହୋଇଥିବା ଯୋଗୁ ଦୋକାନ ଟି ମଧ୍ୟ ବେସ ଲୋକ ପ୍ରିୟ ହୋଇପାରିଛି ।

ଦୋକାନ ର ମାଲିକ ବିକାଶ ଦାସ ଯିଏ କି ରାନୀ ଙ୍କ ର ଜଣେ ବଡ ପ୍ରଶଂସକ ଅଟନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ନିଜ ଅଭିନୟ ଓ ନାଚ ବଳ ରେ ଯେତିକି ଲୋକ ପ୍ରିୟ ହୋଇପାରିଥିଲେ ତା ଠାରୁ ଅଧିକ ସେ ରିଅଲ ଲାଇଫ ରେ ଲୋକ ପ୍ରିୟ ହୋଇପାରିଥିଲେ । ହଁ ସାମାଜିକ କାମ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ୟା ସମୟ ରେ ପ୍ରଶାସନ ଯେଉଁ ଠାରେ ପହଞ୍ଚି ନଥିଲା ସେହି ସ୍ଥାନ ରେ ଆଣ୍ଠୁଏ ପଣି ରେ ଚାଲି ଚାଲି ଯାଇ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଥିଲେ ।

ତେବେ ସେଥିପାଇଁ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ବିକାଶ ହେଉଛନ୍ତି ଜଣେ ଇଞ୍ଜିନିୟର ସେ ଦୁବାଇ ରେ ଚାକିରି କରିଥିଲେ ଓ ସେ ସେହିଠାରେ ଜଣେ ନେପାଲୀ ସାଙ୍ଗ ଠାରୁ ମୋମୋ ତିଆରି କରିବା ଶିଖିଥିଲେ ଓ ଲକ ଡାଉନ ସମୟ ରେ ଘର କୁ ଆସିବା ଫଳ ରେ ଏହି ମୋମୋ ଷ୍ଟଲ ଟି ଖୋଲିଥିଲେ ଓ ସେ ଏଥିରେ ଭଲ ପଇସା ମଧ୍ୟ ରୋଜଗାର କରିବା ସହିତ କିଛି ପିଲା ଙ୍କୁ ମଧ୍ୟ ରଖି ଦରମା ଦେଉଛନ୍ତି ॥ ଏହ ସହ ରାନୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ରେ କହିଥିଲେ ” ମୁଁ କଥା ଦେଉଛି ତୁମେ ଆଉ ରୋଡରେ ଦୋକାନ କରିବନି, ମୁଁ କ୍ୟାଣ୍ଟିଙ୍ଗ ଖୋଲି ଦେବି ତୁମ ପାଇଁ ” । ଏହା ରାନୀଙ୍କ ମହାନତା କୁ ଦର୍ଶାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *