Skip to content
ଆଜି କାଲିର ଯୁବ ପିଢୀଙ୍କ ପାଇଁ ପ୍ରେମ ଟା ଗୋଟେ ମାଧ୍ୟମ ହେଇଯାଇଛି ନିଜର ଦେହ ସୁଖ କୁ ଚରିତାର୍ଥ କରିବା ପାଇଁ । ନାଳ ଭିତରେ ଚୁମା ଚାଟିରେ ବ୍ୟସ୍ତ ଅଛନ୍ତି ଟୋକା ଟୋକି, ସେମାନଙ୍କର ଦେହର ଭୋକ ଏତେ ଅସମ୍ଭାଳ ଯେ ସେମାନେ ନାଳ ମଧ୍ୟରେ କୁଣ୍ଡା କୁଣ୍ଡି ହୋଇ କରୁଛନ୍ତି ଖେଳ । ଖେଳ କରିବା ପାଇଁ ଟୋକା ଟୋକୀ ବହୁତ ପରିଶ୍ରମ କରୁଛନ୍ତି ।
ନିଜର ଦେହର ଭୋକକୁ ମେଣ୍ଟାଇବା ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ କୁ ଡ଼ାକିଥିଲେ ଓ ଚାଲିଯାଇଥିଲେ ଘର ଠାରୁ କିଛି ଦୂର ଥିଲେ ନାଳ ମଧ୍ୟକୁ । ଉଭୟ ଭାବିଥିଲେ ଖରା ବେଳ ହୋଇଛି ତେଣୁ ଏହି ଶୂନ ଶାନ ଜାଗା କୁ କେହି ଆସିବେ ନାହିଁ । ନାଳ ମଧ୍ୟରେ ବି ସୁନ୍ଦର ପରିବେଶ ଏବେ ନୂଆ ନୂଆ କରି ଉଠିଥିବା କାଶତାଣ୍ଡି ଫୁଲ ନାଳର ସୁନ୍ଦରତାକୁ ଦ୍ଵିଗୁଣିତ କରୁଛି ।
ଏହି ସୁନ୍ଦରତା ପରିବେଶ ମଧ୍ୟରେ ନିଜର କାମନା ବାସନାକୁ ଚରିତାର୍ଥ କରିବା ପାଇଁ ଦୁହେଁ ଦୈହିକ ସମ୍ପର୍କରେ ମାତି ଯାଇଥିଲେ । ଦୁହେଁ ଦୂହିଁଙ୍କର ଉତପ୍ତ ଶରୀରକୁ ଥଣ୍ଡା କରିବା ପାଇଁ ଲାଗିଲେ । କିନ୍ତୁ ସେମାନଙ୍କର ଭାଗ୍ୟ ଖରପା ଥିଲା ଏହି ସମୟରେ ଜଣେ ବ୍ୟକ୍ତି ନାଳ ଆଡକୁ ଝାଡା ଫେରିବା ପାଇଁ ଆସିଥିଲେ । ବ୍ୟକ୍ତି ପ୍ରେମୀ ଯୁଗଳଙ୍କ ଏହି କାରନାମାକୁ ଦେଖି ଦେଇଥିଲେ ।
ବ୍ୟକ୍ତି ଟି ଶୌଚ ହୋଇ ସାରି ପ୍ରେମୀ ଯୁଗଳ ଙ୍କ ଅନ୍ତରଙ୍ଗ ମୂହୁର୍ତ୍ତରୁ ଖେଳ କୁ ନିଜର କ୍ୟାମେରାରେ ରେକର୍ଡ କରି ଦେଇଥିଲା ଓ ସୋସିଆଲ ମିଡିଆରେ ଏହାକୁ ଛାଡି ଦେଇଥିଲା ଯାହା ଏବେ ଭାଇରାଲ ହେବାରେ ଲାଗିଛି । ତୁମେ ମାନେ ଏମିତି କାମ ଖୋଲା ମେଳାରେ କରୁଛ ବୋଲି ଲୋକ ମାନେ ଏହାକୁ ଦେଖି ଭିଡିଓ କରୁଛନ୍ତି । ଏହି ପ୍ରେମ ରୋଗ ଗାଁ ଠାରୁ ସହର ସବୁ ଆଡେ ବ୍ୟାପିଲାଣି । ଏଥି ପାଇଁ ଏପର୍ଯ୍ୟନ୍ତ କ୍କୌଣସି ଔଷଧ ବାହାରି ନାହିଁ । ନିଜେ ଠିକ ରହିଲେ ଦୁନିଆ ଠିକ, ନିଜ ଦେହରେ ନିଜେ କଳା ବୋଲିବା ସହ ସମାନ ।