Breaking News

ଯାତ୍ରା ଜଗତର ବରିଷ୍ଠ ଅଭିନେତା ଦୈତାରୀ ପଣ୍ଡା (Daitari Panda) କାହିଁକି କୋମ୍ପଣାର୍କ ଗଣନାଟ୍ୟ ର ୨୨ ବର୍ଷର ସମ୍ପର୍କ ଭାଙ୍ଗି ଯାତ୍ରା ମଞ୍ଜରୀ କୁ ଯିବା ପଛର କାରଣ କଣ, କାହା ପାଇଁ ସେ ମଞ୍ଜରୀରେ ଯୋଗଦେଲେ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚଉ ଓଡିଆ ଯାତ୍ରା ଜଗତ ର ଖଳନାୟକ ଦୈତାରୀ ପଣ୍ଡା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ବନ୍ଧୁଗଣ ଦୈତାରୀ ପଣ୍ଡା ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହେବା ସହ ଘରେ ଘରେ ମଧ୍ୟ ପରିଚିତ । ଦର୍ଶକ ମାନେ ମଧ୍ୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୈତାରୀ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରି ସାରିଛନ୍ତି ।


ତେବେ ବନ୍ଧୁଗଣ ଆମେ ମାନେ ଦେଖିଥିବେ ଓ ଜାଣିଥିବେ ଯେ ଦୈତାରୀ ପଣ୍ଡା କୋଣାର୍କ ଗଣନାଟ୍ୟ ତାଙ୍କ ର ଜବରଦସ୍ତ ଅଭିନୟ ଜାରି ରଖିଥିଲେ , ତେବେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି କୋଣାର୍କ ଗଣନାଟ୍ୟ ବେସ ଲୋକ ପ୍ରିୟ ହୋଇପାରିଥିଲା । ତେବେ ଏହି ଅଭିନେତା ଜଣକ 1956 ମସିହା ବାଲେଶ୍ଵର ଠାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନ ସମୟ ର ବଡ ଖବର ଯେ ଏହି ଅଭିନେତା ଜଣକ କୋଣାର୍କ ଗଣନାଟ୍ୟ ଛାଡିବା ଦେଇଛନ୍ତି । ତେବେ ଏହି ଗଣନାଟ୍ୟ ଛାଡିବା ପରେ ସେ ବର୍ତ୍ତମାନ ମଞ୍ଜରି ରେ ଯୋଗ ଦେଇଛନ୍ତି ।

ତେବେ ଏହି ଅଭିନେତା ଜଣକ ନିଜ ଅଭିନୟ ପାଇଁ ବହୁ ପୁରସ୍କାର ପାଇଛନ୍ତି , ତାହେଲେ ତାଙ୍କ ବହୁ ପ୍ରଶଂସକ ଦୁଖିତ ଅଛନ୍ତି ଓ ଏହି ଦୁଃଖ ର କାରଣ ହେଉଛି କୋଣାର୍କ ଗଣନାଟ୍ୟ ଛାଡିବା ପରେ । ତେବେ ଏହି ଗଣନାଟ୍ୟ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହେବା ସହ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ପାଇଥିଲେ , ସବୁଠାରୁ ବଡ କଥା ହେଲା ଯେ ଏହି ଅଭିନେତା ଜଣକ ବିବାହ ପରେ ବହୁତ ସଫଳତା ପାଇଛନ୍ତି ବୋଲି ଦୈତାରୀ ପଣ୍ଡା ନିଜେ କହିଛନ୍ତି । ତେବେ ଦୈତାରୀ ପଣ୍ଡା ଙ୍କ ପତ୍ନୀ ଙ୍କ ନାମ ହେଉଛି ଅନ୍ନପୂର୍ଣ୍ଣା ।

ତେବେ ଯାହା ସୂଚନା ମିଳିଛି ଯେ ଦୈତାରୀ ପଣ୍ଡା ଏକ ନୂତନ ଗଣନାଟ୍ୟ ରେ ଜବରଦସ୍ତ ଅଭିନୟ କରିବାକୁ ଯାଉଛନ୍ତି , ଦୈତାରୀ ପଣ୍ଡା କଣ ପାଇଁ କୋଣାର୍କ ଗଣନାଟ୍ୟ ଛାଡିଲେ ତାହା ସେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ନ କରିଥିଲେ ମଧ୍ୟ ଆଗ କୁ ନିଶ୍ଚୟ କହିବେ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *