ମୋଦି ସରକାରଙ୍କ ବଡ ଘୋଷଣା, କିଷାନ ଯୋଜନାରେ ଏଥର ୮୦୦୦ ଟଙ୍କା ମିଳିବ, ୧୫ ତମ କିସ୍ତି ପାଇବେ

ସାରା ଭାରାତର ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ସବୁ ଠାରୁ ବଡ ଖବର, ଛୋଟ ଚାଷୀ ଭାଇ ମାନଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେବା ପାଇଁ ଯାଉଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟି ରେ ରଖି ଆମର ପ୍ରିୟ ପ୍ରାଧାନ ମନ୍ତ୍ରୀ PM କିଶାନ ଯୋଜନାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ସମ୍ବନ୍ଧରେ କଣ ରହିଛି ପୁରା ଖବର ଚାଳନ୍ତୁ ଜାଣିବା ।

ଆପଣ ମାନେ ଜାଣିଥିବେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ପ୍ରାଧାନ ମନ୍ତ୍ରୀ କିଶାନ ଯୋଜନାରେ ୩ଟି କିସ୍ତିରେ ୬୦୦୦ ଟଙ୍କା ସିଧା ଚାଷୀଙ୍କର ଆକାଉଣ୍ଟରେ ଦିଆ ଯାଉଛି । ଏବେ ସରକାର ଏହି ୬୦୦୦ ଟଙ୍କା କୁ ୮୦୦୦ କୁ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦି ସରକାର ।

ଏଣିକି ଏହି ଯୋଜନା ପାଇଁ ସରକାରଙ୍କୁ ଅତିରିକ୍ତ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜାନର ୧୫ ତମ କିସ୍ତି ପ୍ରାଧାନ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି ।

ଯଦି ଆପଣ ଏହି ଯୋଜନାର ଜଣେ ହିତାଧିକାରୀ ଦେବେ ୧୫ ତମ କିସ୍ତିର ଅର୍ଥ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏହି ଯୋଜନାରେ ଚାଷୀ ଭାଇଙ୍କୁ ସାହାର୍ଯ୍ୟ ସ୍ୱରୂପ ତିନଟି କିସ୍ତିରେ ୬୦୦୦ ଟଙ୍କା ଆସୁଥିଲା । ମୋଦି ସରକାର ଚାଷୀ ଭାଇ ମାନଙ୍କର ଆୟ କୁ ଦୁଇଗୁଣିତ କରିବା ପ୍ରତିଶ୍ରୁତି ବଦ୍ଧ ତେଣୁ ଏହି ରାଶି ବୃଦ୍ଧି କରାଯାଇ ୮୦୦୦ ଟଙ୍କା କରାଯାଇଛି ।

Leave a Comment