ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମହିଳା ଙ୍କ ହାଇ ଡ୍ରାମା, ପୋଲିସ କୁ ଦେଖାଇଲେ ନାଲି ଆଖି – ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ଆପଣ ତ ଜାଣିଥିବେ ଏଇ ଦୁନିଆରେ ପ୍ରତିଦିନ ଅନେକ ଖବର ଆସୁଛି କିନ୍ତୁ ଏମିତି କିଛି ଖବର ଥାଏ ଯାହା ଭାଇରାଲ ହୋଇଥାଏ । ସୋସିଆଲ ମିଡିଆର ବହୁଳ ବ୍ୟବହାର ଦ୍ଵାରା ଆଜି ପ୍ରତି ଖବର ଜନତାଙ୍କ ପାଖରେ ପହଞ୍ଚି ପାରିଛି । ଆଜି ଠିକ ସେହି ପରି ଏକ ଖବର ବହୁ ମାତ୍ରେ ଭାଇରାଲ ହେବା ରେ ଲାଗିଛି ଯେଉଁଥିରେ ଜଣେ ମହିଳା ଅଭିଯୋଗ ନେଇ ଆସିଥିବା ସମୟରେ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି ।

ଓଡିଶାର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିଜର ଅଭିଯୋଗ କରିବା ଅନେକ ଲୋକ ଆସିଥାନ୍ତି କେହି ନିଜ ଜମି ବାଡି କଥା କୁ କିଏ ହେଲଥ କାର୍ଡରେ ସାମିଲ ହୋଇ ନାହିଁ, କିଏ ମୋ କୁଡିଆରେ ଘର ପାଇଁ ଏମିତି ଅନେକ ପ୍ରକାର ଅଭଯୋଗ ନେଇ ଲୋକମାନେ ଅଭିଯୋଗ ନେଇ ଆସିଥାନ୍ତି ।

ଭିଡିଓ ଟିରେ ମହିଳା ଜଣଙ୍କ ତାଙ୍କର ଅଭଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଆସିଥିଲେ ସେଠାରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ କିଛି କହିଥିଲେ ଯାହାକି ସ୍ପଷ୍ଟ ଜଣା ପଡି ନାହିଁ । ଏହି କଥାକୁ ଉକ୍ତ ମହିଳା ଜଣଙ୍କ ଅତ୍ୟନ୍ତ ରାଗି ଯାଇଥିଲେ ଓ ମହିଳା ପୋଲିସ ଅଧିକାରୀଙ୍କ ସହ ଜୋରେ ପାଟି ତୁଣ୍ଡ କରିଥିଲେ ତାଙ୍କୁ ଅନେକ ଗାଳି ଗୁଲଜ କରିଥିଲେ ।

ସେପଟେ ଅନ୍ୟ ପୋଲିସ ଅଧିକାରୀ ମାନେ ମହିଳାଙ୍କୁ ବୁଝା ସୁଝା କରୁଥିଲେ । ତେବେ ମହିଳା ଜଣଙ୍କ ଘର ହେଉଛି ଯାଜପୁର ଜିଲ୍ଲା ର କୁଆଖିଆ ଥାନା ଅଞ୍ଚଳର ଓ ତାଙ୍କ ନାମ ହେଉଛି ସରସ୍ଵତୀ ସାହୁ । ଶେଷରେ ପୋଲିସ ତାଙ୍କୁ ବୁଝା ସୁଝା କରିବାରେ ସକ୍ଷମ ହୋଇଥିଲେ ।

Leave a Comment