“ମୁଁ ଯେତେବେଳେ ବାହାହେବା ପାଇଁ ବେଦୀରେ ବସିଥିଲି ମୋ ପାଇଁ ଫିଲ୍ମର ଅଫର ଆସିଲା “ରାଜଦୀପ

ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ଯେ ବହୁତ ବର୍ଷ  ପୂର୍ବେ ଇ ଟିଭି ଚ୍ୟାନେଲ୍ ରେ ଏକ ସିରିଏଲ ଦେଉ ଥିଲା ଯାହାକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇ ଛନ୍ତି । କେବଳ ସେହି ସମୟ ରେ ନୁହଁ ଏବେ ବି ସେହି ସିରିଏଲ କୁ ବହୁତ ଭଲ ପାଇବା ଦେଇ ଆସୁ ଛନ୍ତି ଦର୍ଶକ ମାନେ।

ତେବେ ଏହି ସିରିଏଲ ରେ ଥିବା ଗୀତ କୁ ଶୁଣିବା ପାଇଁ ଲୋକ ମାନେ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁ ଥିଲା । ବୋଧଏ ଏହି ଗୀତ କୁ ଆଜିବି ଯେତେବେଳେ ଦର୍ଶକ ମାନେ ଶୁଣନ୍ତି ସେତେବେଳେ ଫିଲ୍ ହୁଏ ଆଉ ମନ ରେ ଭାବନା ଆସେ କି ଏ ଗୀତ ଦିନେ ଥିଲା ଯାହା ସମସ୍ତ ଙ୍କ ମନ ରେ ଖୁସି ଆଣି ଦିଏ । 

ତେବେ ତୁଳସୀ ସିରିଏଲ ର ଯେତେବେଳେ ବି ଗୀତ ବାଜେ ସେତେ ବେଳେ ଆମେ ଦେଖିବାକୁ ଚାଲି ଯାଉଥିଲେ ଏହି ସିରିଏଲ ଦେଖିବା ପାଇଁ । ସେହି ସିରିଏଲ ର ପ୍ରତି ଟି ସିନ୍ କୁ ଆମେ ଆମ ର ଜୀବନ କୁ ନେଉ ଭାବି ଥାଉ । 

ତାହା ସହ ଆପଣ ମାନେ ଆଉ ଗୋଟିଏ ସିନେମା ଦେଖି ଥିବେ ଓ ମାଇଁ ଲଭ  ଯେଉଁ ସିନେମା ର ଗୀତ ଗୁଡିକ ବହୁତ ହିଟ ହେଇ ଥିଲା । ମନ ରେ କେବେ କେବେ ଆସି ଯାଏ କି ଏହି ସିନେମା ର ଯିଏ ହିରୋ ଥିଲେ ସେ ଗଲେ କୁଆଡେ । ତେବେ ଆଜି ଆମେ ତାଙ୍କ ବିଷୟ ରେ କହିବାକୁ ଯାଉଛୁ । ସେ ହିରୋ ଙ୍କ ର ନାମ ହେଉଛି ରାଜିବ୍ ଦାସ । 

ସେ ଏବେ ବହୁତ ଭଲ ରେ ଅଛନ୍ତି ଆଉ ସେ ଏବେ ବହୁତ ସାରା ରିଲ୍ସ୍ ଆଉ ବ୍ଲଗ୍ କରି ଛାଡୁ ଛନ୍ତି । ସେ ଏବେ ବହୁତ ଖୁସି ଅଛନ୍ତି କି ତାଙ୍କୁ ଦର୍ଶକ ମାନେ ତାଙ୍କ ର ନିଜ ର ନା ନୁହଁ ଦର୍ଶକ ପସନ୍ଦ କରୁଥିବା ନାମ ରେ ମନେ ରଖି ଛନ୍ତି । 

ସେ ଅଧିକ କାମ କରି ନାହାନ୍ତି ହେଲେ ବି ଯେତିକି କାମ କରି ଛନ୍ତି ସେତିକି ରେ ଲୋକ ମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି । ଯେତେବେଳେ ସେ ବାହାଘର ବେଦି ରେ ବି ବାସି ଥିଲେ ସେତେବେଳେ ବି ତାଙ୍କୁ ଅଫର ଆସି ଥିଲା ଫିଲ୍ମ କରିବା ପାଇଁ ହେଲେ ସେ ଅଫର କୁ ଗ୍ରହଣ କରି ପରି ନଥିଲେ ।

Leave a Comment