ମା ଦୁର୍ଗାଙ୍କ କୃପାରୁ ମାଲା ମାଲା ହେବେ ୬ଟି ରାଶି ୧୭୨ ବର୍ଷ ପରେ ମହା ସଂଯୋଗ

ଅକ୍ଟୋବର ୧୫ ତାରିଖ ଠାରୁ ନବରାତ୍ର ଆରମ୍ଭ ହେଉଛି । ମା ଦୂର୍ଗାଙ୍କ କୃପା ଯୋଗୁଁ ସେମାନେ ତାଙ୍କ ଜୀବନରେ ବହୁତ ଆଗକୁ ବଢିବେ ।

ସିଂହ ରାଶି – ମା ଦୂର୍ଗାଙ୍କ କୃପା ଯୋଗୁଁ ଏମାନଙ୍କ ଜୀବନରେ ଯାହା ବି ସମସ୍ୟା ଅଛି ସେହି ସବୁ ସମସ୍ୟାର ଅନ୍ତ ହେବ । ପୂର୍ବରୁ ଯେଉଁ ସବୁ ଆର୍ଥିକ ସମସ୍ୟା ଥିଲା ତାହାର ଅବସାନ ହେବେ । ଆପଣଙ୍କର ସମାଜରେ ମାନ ସମ୍ମାନ ବଢିବ ଏହା ଦ୍ଵାରା ଆପଣ ମାନେ ଲୋକଙ୍କର ପ୍ରିୟ ହେବେ ।

ତୁଳା ରାଶି – ମା ଦୂର୍ଗାଙ୍କ ଅପାର କୃପା ଯୋଗୁଁ ଆପଣ ମାନେ ଜୀବନରେ ଆର୍ଥିକ କ୍ଷେତ୍ରରେ ବହୁତ ଆଗକୁ ଯିବେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯେଉଁ ଝଗଡା ହେଉଥିଲା ତାହାର ଅନ୍ତ ହୋଇ ଏକ ନୂଆ ସୁଖୀ ଦାମ୍ପତ୍ୟ ଜୀବନ ଆରମ୍ଭ ହେବ । ଯେଉଁ ମାନେ ଚାକିରି ଖୋଜୁଥିଲେ ସେମାନଙ୍କୁ ଚାକିରି ମିଳିବ।

କନ୍ୟା ରାଶି – ମାଙ୍କ ଅଶେଷ କୃପା ଯୋଗୁଁ ଏମାନେଙ୍କ ଜୀବନ ସବୁ କଷ୍ଟ ଦୂର ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ଆପଣ ପୂର୍ବରୁ ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ମିଳିବ । ଆପଣ ମାନେ ପ୍ରତି ଟି କ୍ଷେତ୍ରରେ ଆଗକୁ ବଢିବେ । ବିଦ୍ଵାର୍ଥୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ ।

କୁମ୍ଭ ରାଶି – ମା ଙ୍କ କୃପା ଯୋଗୁଁ ଆପଣ ଯେଉଁ ପୂର୍ବ ପ୍ରସ୍ତୁତି କରୁଥିଲେ ତାହା ସଫଳ ହେବ । କଳା ଓ ସାହିତ୍ୟ କ୍ଷେତ୍ର ଯେଉଁ ମାନେ କାମ କରୁଥିଲେ ସେମାନଙ୍କୁ ଭଲ ଫଳ ମିଳିବ । ବିଦ୍ଵାର୍ଥୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ । ଯେଉଁ ମାନେ ସେୟାର ମାର୍କେଟ ରେ ନିବେଶ କରୁଥିଲେ ତାଙ୍କ ପାଇଁ ସମୟ ଟି ଅତ୍ୟନ୍ତ ଶୁଭ ରହିବ ।

ବୃଷ ରାଶି – ଆଗାମୀ ଦିନ ରେ ଯେଉଁ ସବୁ ଦୁଃଖର ଦିନ ଥିଲା ସେଗୁଡିକ ଅନ୍ତ ହେବା ପାଇଁ ଯାଉଛି । ମା ଦୂର୍ଗାଙ୍କ ଆର୍ଶୀବାଦ ପାଇଁ ଆପଣ ଆର୍ଥିକ ସ୍ଥିତି ସୁଧାର ଆଣିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଆପଣଙ୍କ ଗୁଣଗାନ ହେବ । ଆପଣ ସମସ୍ତ ବାଦ ବିବାଦରୁ ଦୂରରେ ରହିବେ ।

ମେଷ ରାଶି – ଯେଉଁ ମାନେ ବିଜନେସ କରୁଥିଲେ ସେମାନଙ୍କର ଆଗାମୀ ଦିନରେ ଭଲ ଲାଭ, ଯେଉଁ ବ୍ୟକ୍ତି ମାନଙ୍କର କୋର୍ଟ କଚେରୀରେ ମାମଲା ଥିଲା ସେଥିରେ ବିଜୟ ଲାଭ କରିବେ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତିରେ କଟିବ । ମା ଦୂର୍ଗାଙ୍କ କୃପାରୁ ରୋଗ ଦୁଃଖ କଷ୍ଟ ଦୂର ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି, ବେରୋଜଗାର ଥିଲେ ରୋଜଗାର ମିଳିବ ।

Leave a Comment