Breaking News

ମାଳିକା କହୁଚି ଚାଇନା କୁ ବିଶ୍ୱାସ କରନି ,ଚାଇନା ଚୁଟି କାଟି ଦେବ, ମାଳିକାର ଏହି ଭବିଷ୍ୟବାଣୀ କେବେ ହେବ ଯୁଦ୍ଧ ଦେଖନ୍ତୁ

ମହା ପୁରୁଷ ଙ୍କ ର ସିଏ ୬୦୦ ବର୍ଷ ତଳ ର କଥା କାଲଜଇ ବା ଆଗତ ଭବିଷ୍ୟତ ଯାହା ପ୍ରତେକ ଥର ସତ୍ୟ ହେବା କୁ ଲାଗିଚି ଆଉ ଯୌଭଳି ମହା ପୁରୁଷ ଯୁଗ ଯୁଗ ସତ୍ୟ,ମହା ପୁରୁଷ ମାନେ ଆଗତ ଭବିଷ୍ୟତ କରିଛନ୍ତି ଏହି ଯୁଗ କୁ ନେଇ ଏହି ଘଟଣା ସବୁ ଘଟିବ । କଳି ଯୁଗରେ କରାଳ ଗତିରେ ମହା ପୁରୁଷ ବଡ଼ ସୁନ୍ଦର୍ ଭାବରେ ଆଗତ ଭବିଷ୍ୟତ କରିଥିଲେ ।

 

ଯେଉଁ ଭବିଷ୍ୟତ ଆମେ ଦେଖୁଚୁ ତାହା ସତ୍ୟ ହେବା କୁ ଲାଗିଚି ସେମିତି ଆପଣ ମାନେ ପଚାରିଛନ୍ତି ଯେ କୋଉ ଦିନ ହବ ମହା ପୁରୁଷ ଲେଖିଛନ୍ତି । କେବେ ହବ ଯୋଉଁ ଭଳି ଏହାର ପ୍ରମାଣ ଆମେ ପୂର୍ବରୁ ଗୋଟେ ଭିଡିଓ କରିଥିଲୁ ଚାଇନା ଯୁଦ୍ଧ ସମ୍ପର୍କରେ ଅନେକ ଲୋକ ପଚାରି ଥିଲେ ଏ ଯୁଦ୍ଧ କେବେ ହବ ବୋଲି ଓ କେତେ ବେଳେ ହବ ।

ମହା ପୁରୁଷ ଠାର ଗାରରେ ମଧ୍ୟ ସେ କଥା ଲେଖି ଛନ୍ତି । ଆଜି ପ୍ରମାଣ ଆପଣ ମାନଙ୍କ ଆଗରେ କୋଉ ସମୟ ଭିତରେ ମହା ପୁରୁଷ ଲେଖି ଥିଲେ ଚାଇନା ଓ ଭାରତ ମଧ୍ୟରେ ଘୋର ଘମା ଘାଟ ଯୁଦ୍ଧ ହବ । ଯେଉଁ କୁହାଯାଏ ୧୮ ଦିନ ମହା ଭାରତ ଓ ବାକି ଥିବା ମହା ଭାରତ ଫୁଣି ଓଳିଏ ଯେଉଁ ବାକି ଅଛି ତାହା ପୂର୍ଣ୍ଣ ହବ । ଅର୍ଥାତ୍ ବିଶ୍ଵ ଯୁଦ୍ଧ ଅର୍ଥାତ୍ ସେଇ ଓଳିଏ ମହାଭାରତ ବାକି ହେବ ।

 

କେବେ ହବ ଖାଲି କହୁଛନ୍ତି ଫୁଣି କେବେ ହବ ତ କେବେ ଟା ଆଜି କୁହାଯାଏ । ମହା ପୁରୁଷ ଲେଖି ଥିଲେ କଣ କହିଲେ । “ମରମ ଫିଟାଇ କହୁଚି ଏବେ ଚାରିଟା ଗ୍ରହଣ ପଡ଼ିବ ଯେବେ ପୃଥିବୀ ରେ ଗୋଳ ଯୁଦ୍ଧ ହୋଇବ ସରଜି ଅଛି “ ଏହା କୁ ଦଇବ ମହା ପୁରୁଷ କହୁଛନ୍ତି କଣ କହିଲେ ଅଚ୍ୟୁତ କହିଲେ ମରମ ଫିଟାଇ କହୁଚି ଏବେ ଚାରିଟା ଗ୍ରହଣ ପଡ଼ିବ ଯେବେ ଯୋଉ ସମୟ ଭିତରେ ଚାରିଟା ଗ୍ରହଣ ସେଇ ସମୟ ଭିତରେ ଘୋର ଯୁଦ୍ଧ ଲାଗିବ ତ ସହିତ କୁହାଯାଏ ।

 

ମହା ପୁରୁଷ କହିଲେ ଯେଉଁ ଓଳିଏ ମହା ଭାରତ ବାକି ଅଛି ଯୁଦ୍ଧ ସଂପୂଣ୍ଣ ହୋଇବ । ପୃଥିବୀ ରେ ଗୋଳ ଯୁଦ୍ଧ ହୋଇବ ସରଜୀ ଅଛି ଏହା କୁ ଦଇବ ସେ ଓଳିଏ ମହା ଭାରତ ଯୁଦ୍ଧ ଯୋଉ ୧୮ ଦିନ ବାକି ମହା ଭାରତ ପୁଣ୍ୟ ହୋଇବ । ଖାଲି ସେତିକି ମଧ୍ୟ ନୁହେଁ ଚାଇନା କୁ ବିଶ୍ୱାସ ଘାତି ବୋଲି ମହା ପୁରୁଷ କହିଛନ୍ତି ।

ଏଥିକି ବିଚାର କରି ଶାସନ କର୍ ହିମାଳୟ ଠାରେ ଆଶା ନକର୍ । ହିମାଳୟ ଯେଉଁ ପୂର୍ବ ଭାଗରେ ହିମାଳୟ ପର୍ବତ ତ ତାକୁ ଚାଇନା ହଡପ କରିନେଇ ଯିବ ଆଶା କରନି ବୋଲି କହିଛନ୍ତି । କେବଳ ସେତିକି ନୁହେଁ ମହା ପୁରୁଷ ଅଚ୍ୟୁତ ବଡ଼ ସୁନ୍ଦର୍ ଭାବରେ ଲେଖୁଛନ୍ତି ଯେ କଳି ଯୁଗ କରାଳ ଗତିରେ ନେଇଯିବ ଚାଇନା କୁ ବିଶ୍ୱାସ କରନି ବୋଲି ଲେଖୁଛନ୍ତି ।

 

ବଡ଼ ସୁନ୍ଦର୍ ଭାବରେ କହିଲେ । ବିଶ୍ୱାଘାତକ ଅଟଇ ଚୀନ ଚୁଟି କାଟିଦେବେ କେବେଲେ ସିନା ବିଶ୍ୱାସ ଘାତକ ଅଟଏ ଚିନା ଚୁଟି କାଟି ବେଦ ସେ ଚାଇନା କୁ ବିଶ୍ୱାସ କରିବା ଦରକାର ନାହିଁ । ମହା ପୁରୁଷ କହିଛନ୍ତି ସେଇ ଭଳି ଦେଶ କୁ କେବେ ହେଲେ ବିଶ୍ୱାସ କରନି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *