ଦର୍ଶକ ବନ୍ଧୁ ଆମେ ଆପଣ ଙ୍କ ପାଇଁ ମାଳିକା ରେ ବର୍ଣ୍ଣିତ ହୋଇଥିବା ସେହିଭଳି କିଛି ଅଜଣା କଥା ଆଜି ଆପଣ ଜାଣିବାକୁ ପାଇବେ ଓ ଏହି ଅଜଣା କଥା କୁ ମହା ପୁରୁଷ ମାନେ ଲେଖିଥିଲେ , ତାହେଲେ ଆସନ୍ତୁ ଆଜି ଆମର ପେଜ ରେ ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟ ରେ ଜାଣିବା ,
ତେବେ ବନ୍ଧୁଗଣ ଆଜି ର ବିଷୟ ଟି ହାଉଛି ଆମ ଓଡିଶା ର ହୀରାକୁଦ ଡ୍ୟାମ କୁ ନେଇ , ତେବେ ହୀରାକୁଦ ଡ୍ୟାମ ବିଷୟ ରେ ମହାପୁରୁଷ ଲେଖିଛନ୍ତି ଯେ “ଓଡିଶା ରେ ଯେ ବଡ ବନ୍ଧ ତିଆରି ହୋଇବ ,ସେହିବେଳେ ଶୁଣ ବାବୁ ଭାଙ୍ଗିଣ ଯେ ଜୀବ ,ସମୁଦ୍ର ଲହଡି ଯେ ମାଡି ତ ଆସିବ ବିରାଜ ମଣ୍ଡଲ ରେ ଯେ ଭସାଇନ ନେବ “ ଅର୍ଥାତ ମହାପ୍ରୁରୁଷ ଲେଖିଛନ୍ତି ଯେ ଓଡିଶା ରେ ହୀରାକୁଦ ଡ୍ୟାମ ଟି ଭାଙ୍ଗିଯିବ ଓ ସମୁଦ୍ର ମାଡି ଆସିବ ଓ ସବୁ ଜଳମଗ୍ନ ହୋଇଯିବ ।
ତେବେ ଆପଣ ମାନେ ଶୁଣିଥିବେ ବଉଳା କୁମ୍ଭୀର ଆସିବ , ତେବେ ବଉଳା କୁମ୍ଭୀର ସେତେବେଳେ ଆସିବ ଯେବେ ସାରା ସଂସାର ଜଳମଗ୍ନ ହୋଇଯିବ । ତେବେ ବନ୍ଧୁଗଣ ମହାପୁରୁଷ ଏହି ଠାରେ ଆଉ ଏକ ଘଟନା ବିଷୟ ରେ ଉଲ୍ଲେଖ କରିଛନ୍ତି ଯେ ଶ୍ରାବଣ ମାସ ରେ ଭାଙ୍ଗିବ ନଡିଆ ,ବୈଶାଖ ରେ ଫୁଟିବ କଇଁ ,ଗୋଚର ଦଣ୍ଡା କୁ ଚଷି ଯିବେ ଚଷା ଧର୍ମ କୁ ବରଜି ଦେଇ । ଅର୍ଥାତ ମହାପୁରୁଷ କହିଛନ୍ତି ଯେ ଶ୍ରାବଣ ମାସ ରେ ବର୍ଷା ହେବ ନହିଁ ଓ ମାଟି ଏତେ ଶାକ୍ତ ହୋଇଯିବ ଯେ ନଡିଆ ଗଛ ରୁ ନଡିଆ ତଳେ ପଡିଲା ତାହା ଭାଙ୍ଗିଯିବ ।
ତା ପରେ ବୈଶାଖ ମାସ ରେ ଫୁଟିବ କଇଁ , ତେବେ ବନ୍ଧୁଗଣ ଏହି ଘଟନା ଟି ଘଟିସରିଛି ଏହି ଭୂ ମଣ୍ଡଲ ରେ , ହଁ ବନ୍ଧୁ ଗଜପତି ଜିଲ୍ଲା ର ଏକ ପାହାଡ ଉପରେ କଇଁ ଫୁଟିଛି ଓ ପଦ୍ମ ବି ଫୁଟିଛି ତାହା ପୁଣି ବୈଶାଖ ମାସ ରେ । ତେବେ ଏହି କଥା ଯେମିତି ସତ୍ୟ ହେଲା ଠିକ ସେହିଭଳି ମାଳିକା ର ସମସ୍ତ ଘଟଣା ଦିନେ ନା ଦିନେ ନିଶ୍ଚୟ ସତ୍ୟ ହେବ “ଜୟ ଜଗନ୍ନାଥ ,ଜୟ ପଞ୍ଚସଖା ” ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ