ମହିଳାଙ୍କ ପେଟରେ ଏଇ ବାବା ହାତ ମାରି ମହିଳାଙ୍କୁ ଗର୍ଭବତୀ କରିଦେଉଛି ଭଣ୍ଡ ବାବା..

ସମ୍ପର୍କ ଯୋଡିବା ପାଇଁ ଯ୍ୟୋର୍ତିବିଦ ଙ୍କ ଲବଙ୍କ ଥିଓରୀ , ମୁହଁ ରେ ଥିଲା ସାଧୁ ବାଣୀ କିନ୍ତୁ ମନ୍ ରେ ଆଉ କିଛି ଚାଲୁଥିଲା । ଆପଣ ଜ୍ୟୋତିର୍ବିଦ ଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେ ସବୁରିଷ୍ଟ କାଟିବା ପାଇଁ ଦିନକ ପାଇଁ ସ୍ବାମୀ ଓ ମହିଳା ଙ୍କୁ ସ୍ତ୍ରୀ ହେବା ପାଇଁ କହୁ ଥିଲେ । ବାସ୍ତୁ ଦୋଷ ନାମ କହି ମହିଳା ଙ୍କୁ ଦୁଷ୍କର୍ମ କରିଛନ୍ତି ।

ବର୍ତ୍ତମାନ ସମୟ ରେ ଦୁଷ୍କର୍ମ କରିବା ପରେ ଗିରଫ ହୋଇଛନ୍ତି ଭଣ୍ଡ ଜ୍ୟୋତିଷ ନୀଳାମ୍ବର । ନିସଂତାନ ଦମ୍ପତ୍ତି କୁ ଦେଖାଇ ଥିଲେ ସ୍ବପ୍ନ । ଯଦି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ମନାନ୍ତର ହେଲେ ଦଉଥିଲେ ଉପାୟ । ଏହି ଉପାୟ ବହୁତ୍ ସାଙ୍ଘାତିକ ହୋଇଥିଲା ଓ ସ୍ତ୍ରୀ ମାନ ଙ୍କ ଉପରେ ଖରାପ ନଜର ପକାଉ ଥିଲେ । ସାଧୁ ବାଣୀ କଥା କହୁ ଥିଲେ ମଧ୍ୟ ମନ୍ ରେ ଥିଲା କାମନା ବାସନା ।

ଏହା କରିବା ପରେ ଭିଡିଓ କରି ଧମକ ଦେଇ ଟଙ୍କା ଆଦାୟ କରୁଥିଲେ ମହିଳା ଙ୍କ ଠାରୁ । ବର୍ତ୍ତମାନ ସମୟରେ ଜ୍ୟୋତିଷ ଜଣକ ଗିରଫ ହୋଇଛନ୍ତି । ଭୁବନେଶ୍ୱର ର ଜଣେ ମହିଳା ତାଙ୍କ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କଳହ ଚାଲି ଥିବାରୁ ସେ ଏହାର ସମାଧାନ ଜ୍ୟୋତିଷ ଙ୍କ ପାଖ କୁ ଯାଇଥିଲେ । ତନ୍ତ୍ର, ମନ୍ତ୍ର ବାହାନା କରି ଟଙ୍କା ଲୁଟୁ ଥିଲେ ଏ ନେଇ ପୋଲିସ ସୂଚନା ଦେଇଛି ।

ବାବା ନୀଳାମ୍ବର ଲବଂକ୍ ଦେଇ ମହିଳା ଙ୍କୁ ଦୁଷ୍କର୍ମ କରୁଥିଲେ ଓ ତାର ଭିଡିଓ କରି ମହିଳା ଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ ତାହା ପୁଣି ଲକ୍ଷାଧିକ ଟଙ୍କା । ବର୍ତ୍ତମାନ ସମୟ ରେ ନୟାପଲ୍ଲୀ ପୋଲିସ ଗିରଫ କରିଛି । ମହିଳା ଙ୍କୁ ବାଧ୍ୟ ରେ ଲବଙ୍କ କୁହାଇ ଚିତା ଶୂନ୍ୟ କରାଇ ଦୁଷ୍କର୍ମ କରିଥିଲେ ଓ ତାର ଭିଡିଓ କରି ମହିଳା ଙ୍କୁ ଦେଖାଇ ଥିଲେ ।


ଟଙ୍କା ନ ଦେଲେ ଭିଡିଓ ର ଧମକ ଦେଉଥିଲେ , ମହିଳା ଜଣକ ଲାଜ ରେ କାହାକୁ କହି ପାରି ନ ଥିଲେ କିନ୍ତୁ ଯେତେବେଳେ ଏହା ଅଧିକ ରୁ ଅଧିକ ଘଟିଲା ତ ସଙ୍ଗେ ସଙ୍ଗେ ମହିଳା ଜଣକ ବାବା ନୀଳାମ୍ବର ଙ୍କ ନାମ ଅଭିଯୋଗ କରିଥିଲେ ଥାନା ରେ ଓ ବର୍ତ୍ତମାନ ସମୟ ରେ ବାବା ନୀଳାମ୍ବର ଗିରଫ ହୋଇଛନ୍ତି ଓ ନିଜ ବିଷୟ ରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାମ ରେ ମିଛ ଅଭିଯୋଗ କରା ଯାଇଛି ତାଙ୍କୁ ଜାଣି ଶୁଣି ଫସାଇ ଦିଆ ଯାଇଛି ।।

Leave a Comment