ମହିଳାଙ୍କୁ କୂମ୍ଭୀର ଟାଣି ନେବା ପରେ ଜା ଙ୍କୁ ଲାଗିଲା ତାଙ୍କର ଆତ୍ମା କହିଲେ ଏମିତି କଥା…. ଦେଖନ୍ତୁ ଭିଡିଓ

ଆପଣେ ମାନେ ପାର୍ଥନା କରନ୍ତୁ ମୋର ଦୁଇଜଣ ପୋଲିଓ ଆକ୍ରାନ୍ତ ପୁଅ ଝିଅ ଓ ସ୍ଵାମୀଙ୍କୁ ଘଣ୍ଟ ଘୋଡେଇ ରଖି ଥାନ୍ତୁ । ଯାଜପୁର ବିରୂପା ନଦୀରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି । ଜ୍ୟୋସ୍ନା ଜେନା ରାକ୍ଷସ କୁମ୍ଭୀର ଟିଏ କିପରି ନିର୍ଲଜ ଭଳିଆ ଖାଇ ଯାଉଛୁ, ଏହି ଭିଡିଓ ଟି ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଥିଲା ।

ଜ୍ୟୋସ୍ନା ଙ୍କ ମୃତ୍ୟୁ ପରେ ତାଙ୍କ ଜାଙ୍କୁ ଲାଗି ସବୁ କଥାକୁ କହି ଯାଉଛି, କେମିତି ତାଙ୍କ କୁମ୍ଭୀର ତାଙ୍କୁ ଖାଇଗଲା । ଚାଲାନ୍ତୁ ଜାଣିବା ଜ୍ୟୋସ୍ନାଙ୍କ ଆତ୍ମା କଣ କହୁଛି । “ମୁଁ ଜ୍ୟୋସ୍ନାରାଣୀ ଜେନା, ମୋ ଘର ଯାଜପୁର ଜିଲ୍ଲା ବରୀ ବ୍ଲକର ପାଲଟପୁର ଗ୍ରାମରେ । ଆମ ଗାଁ ପାଖ ଦେଇ ଯେଉଁ ବିରୂପା ନଦୀ ଟି ବହି ଯାଇଛି ସେହି ବିରୂପ ନଦୀ ଉପରେ ନିର୍ଭର କରି ଆମ ଗ୍ରାମର ଗ୍ରାମବାସୀ ମାନେ ଚଲୁଥାନ୍ତି ।

ସେଦିନ ମୁଁ ମୋର ଜା ଙ୍କ ସହ ନଦୀକୁ ଲୁଗା ପଟା ନେଇ ସଫା କରିବା ପାଇଁ ଯାଇଥାଏ । ଜା ମୋର ନଇଁ ହୁଡାକୁ ଝାଡା ବସିବା ପାଇଁ ଚାଲିଗଲେ ମୁଁ ମୋର ନଇଁ କୁଳରେ ଥିବା ଏକ ପଥର ଉପରେ ବସି ଲୁଗା ପଟା ସବୁ ସଫା କରୁଥିଲି । କିଏ ଜାଣିଥିଲା ରାକ୍ଷସ କୁମ୍ଭୀର ଟା ପାଣି ଭିତରେ ଲୁଚି ରହିଥିଲା । ସେ ମୋତେ ଛପି ଛପି ରହିଥିଲା । କିଛି ସମୟ ପର୍ଯ୍ୟନ୍ତ ମୁଁ ନଇଁ କୁଳରେ ସଫା କରିଲି ।

ମୁଁ ଯେତେବେଳେ ପାଣି ଭିତରକୁ ଯାଇଛି ରାକ୍ଷସ କୁମମ୍ଭୀ ଟି ମୋତେ ଝାମ୍ପି ନେଲା, ଇଲୋ ବୋଉଲୋ କହିବା ରୁ ମୋ ଜା ଉଠି ଆସି ଗାଁ ଲୋକଙ୍କୁ ଡାକ ପକାଇଲା । କିନ୍ତୁ ସେତେବେଳକୁ କୁମ୍ଭିର ମୋତେ ପାଣି ଭିତରକୁ ନେଇ ସାଇଥିଲା । ଗାଁ ଲୋକ ମାନେ ପାଟି ତୁଣ୍ଡ କରୁଥାନ୍ତି କିନ୍ତୁ ସେ ଛାଡିବାର ନାଁ ଧରୁ ନଥିଲା । ଏହା ପରେ ରାକ୍ଷସ କୁମ୍ଭିର ମୋତେ ପାଣି ଭିତରେ କଚାଡି କଚାଡି ଖାଇଗଲା ।

ମହାପ୍ରଭୁ ଜଗନ୍ନାଥ ଆମ ସହିତ କାହିଁକି ଏମିତି କରିଲ, ମୋତେ ମାରି ଦେଲା କିନ୍ତୁ ମୋ ପରିବାର ଓ ଛୁଆ ପିଲା ସେମାନେ ତୁମର କଣ କରିଥିଲ, ମୋର ଦୁଇ ଛୁଆଙ୍କୁ ସାହା ହେବ, ସେମାନେ ପୋଲିଓ ରୋଗରେ ପୀଡିତ । ପାଠକ ବନ୍ଧୁ ମାନେ ଏମିତି କିଛି କଥା କହିଥିଲେ ଜ୍ୟୋସ୍ନା ଙ୍କ ଆତ୍ମା । ତେବେ ଆମେ ମାନେ ସରକାରଙ୍କ ପାଖରେ ପାର୍ଥନା କରିବା ବନବିଭାଗର ଅଧିକାରୀ ମାନେ ଯଥା ଶୀଘ୍ର କୁମ୍ଭୀରକୁ ଧରନ୍ତୁ ।

Leave a Comment