ମନୋଜ ମିଶ୍ରଙ୍କୁ କ୍ଷମା ମାଗିଲେ ହିରୋ ବାବୁଶାନ (Babushan) ତାଙ୍କ ସପକ୍ଷରେ ଏମିତି କହିଲେ ….

ଓଡିଆ ସିନେମାର ଏଇ କଳି ଭିତରେ ମୁହଁ ଖୋଲିଲେ ହିରୋ ବାବୁଶାନ, କହିଲେ ମୁଁ ବି ସମ୍ବଲପୁର ଆସିଛି, ଯଦି ସମ୍ବଲପୁର ବାସୀଙ୍କୁ କିଛି କଥା ଆଘାତ ଦେଇଛି ତେବେ ମୁଁ ମୋ ତରଫରୁ କ୍ଷମା ମାଗୁଛି । ମୁଁ ଓ ମୋ ମା ସମ୍ବଲପୁର ରୁ ଆସିଛୁ, ଖାସ କରି ଏଇ ଭିଡିଓରେ ସେ ମନୋଜ ମିଶ୍ରଙ୍କୁ କ୍ଷମା ମାଗି କହିଛନ୍ତି ମନୋଜ ଦାଦା ମୁଁ ବୁଝି ପାରୁଛି ଆପଣଙ୍କୁ ବ୍ୟକ୍ତିଗତ ଭାବେ ବହୁ କଷ୍ଟ ହୋଇଛି, ଆପଣ ଏହାକୁ ଆଉ ଆଗକୁ ନିଅନ୍ତୁ ନାହିଁ ।

ମନୋଜ ଦାଦାଙ୍କୁ ଅନୁରୋଧ କରୁଛି ଏହାକୁ ବ୍ୟକ୍ତିଗତ ସ୍ତରରେ ଏହାକୁ ସମାଧାନ କରି ଦିଅନ୍ତୁ । ଯେତେବେଳେ ମନୋଜ ମିଶ୍ର ଏକା ହୋଇ ଯାଇଥିଲେ ସେତେବେଳେ ତାଙ୍କ ପାଇଁ କେହି ଆସି ନଥିବା ବେଳେ ମନୋଜ ମିଶ୍ର ଙ୍କ ପାଇଁ ବାବୁଶାନ ବାହାରିଛନ୍ତି । ମନୋଜ ମିଶ୍ରଙ୍କୁ କହିଛନ୍ତି ମୁଁ ସମ୍ବଲପୁରୁ ଆସିଛି କିନ୍ତୁ ମୁଁ ସାରା ଓଡିଶାକୁ ଭଲପାଏ ତୁମେ ଏହାକୁ ବ୍ୟକ୍ତିଗତ ସ୍ତରରେ ସମାଧାନ କରି ଦିଅ।

Leave a Comment