ମକର ସଂକ୍ରାନ୍ତି ଦିନ ଗାଈକୁ ଖୁଆଇ ଦିଅନ୍ତୁ ୧ ଗୁପ୍ତ ଜିନିଷ, ଟଙ୍କାର ବର୍ଷା ହେବ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ହିନ୍ଦୁ ଧର୍ମ ଅନୁସାରେ ଗାଈ ର ସେବା ଯଦି ଭକ୍ତି ସହକାରେ କରିବା ତାହେଲେ ଘରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଗାଈ କୁ ଆପଣ ମାନେ କିଛି ନା କିଛି ଖୁଆଇ ଥାଆନ୍ତି । ଗାଈ ହେଉଛି ଲକ୍ଷ୍ମୀ ଙ୍କ ସ୍ୱରୂପ । ଗାଈ ର ଶରୀର 33 କୋଟି ଦେବା ଦେବୀ  ବାସ ହୋଇଥାଏ । ଆପଣ ମାନେ ସକାଳେ ପ୍ରସ୍ତୁତ କରିଥିବା ରୁଟି କୁ ଗାଈ  ଖାଇବା କୁ ଦିଅନ୍ତି  ସମସ୍ତ ଦେବା ଦେବୀ ଆର୍ଶୀବାଦ ମିଳିଥାଏ ।

ଗୁରୁବାର ଦିନ ଗାଈ କୁ ରୁଟି ସହ ଟିକେ ହଳଦୀ ମିଶାଇ ଖାଇବା ଦେବା ଦ୍ଵାରା ଧନ, ସୁଖ ସମ୍ପତ୍ତି ବୃଦ୍ଧି ପାଇବ । ଯେଉଁ ବ୍ୟକ୍ତି ମାନେ ମାନସିକ ରୋଗ ରେ ଅଛନ୍ତି ସେମାନେ ଗାଈ କୁ ଗୁଡ ଲଗାଇ ଖାଇବା ଦେବା ଦ୍ଵାରା  ସକାରାତ୍ମକ ଉର୍ଜା ଆସିଥାଏ , ମାନସିକ ଶାନ୍ତି ଥାଏ । ସ୍ବାସ୍ଥ୍ୟ ଭଲ ଥାଏ  ଯଦି ଆପଣ ମାନ ଙ୍କୁ ଅନୁମାନ ଆପଣ ଙ୍କ ସବୁ ଗ୍ରହ ଖରାପ ଅଛି ।

ଆପଣ ମାନେ ସଦା ବେଳେ ଘର ପ୍ରଥମ ରୁଟି ଗାଈ କୁ ଖାଇବା ପାଇଁ ଦିଅନ୍ତୁ । ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯିବେ । ଗାଈ କୁ ଖାଇବା ଦେଇ ତାର ମସ୍ତିଷ୍କ କୁ ଛୁଇଁ ନିଜ ମନସ୍କାମନା କରନ୍ତୁ ସବୁ ପୂରଣ ହୋଇଯିବ । ଗାଈ କୁ କେବେ ହେଲେ ବାସୀ ରୁଟି ଦିଅନ୍ତୁ ନାହିଁ । ଗାଈ କୁ କୌଣସି ବାସୀ ଖାଇବା ଦେବା ଅନୁଚିତ୍ ହୋଇଥାଏ ଯାହା ଫଳ ରେ ସମସ୍ତ ଦେବା ଦେବୀ ଓ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି ।

ଗାଈ ହେଉଛି ଜଗତ ର ମାଆ  , ଯେଉଁ ଘରେ ଗାଈ ଥାଏ  ସବୁ ବାସ୍ତୁ ଦୂରେଇ ହୋଇ ଯାଇ ଥାଏ । ଗାଈ କୁ ପୂଜା କରିବା ଦ୍ୱାରା ସମସ୍ତ ଦେବା ଦେବୀ ଆର୍ଶୀବାଦ ମିଳିଥାଏ । ଗୋମାତା କାମଧେନୁ ଅଟନ୍ତି ସେ ସମସ୍ତ ଙ୍କ ଦୁଃଖ ହରଣ କରନ୍ତି ଓ ସମସ୍ତ ଙ୍କ ମନସ୍କାମନା ପୂରଣ କରି ଥାଆନ୍ତି । ଗାଈ ଦାନ ଦ୍ଵାରା ମଧ୍ୟ ଆପଣ ଙ୍କ ମଙ୍ଗଳ ହୋଇଥାଏ , କୌଣସି ଗରିବ ପରିବାର କିମ୍ବା ବ୍ରାହ୍ମଣ କୁ ଗାଈ ଦାନ କରନ୍ତୁ ।


ଗାଈ ପୂଜା କରିବା ଦ୍ୱାରା ନବ ଗ୍ରହ ଶାନ୍ତ ରହି ଥାଆନ୍ତି , ଗାଈ ରଖିବା ଦ୍ଵାରା ଓ ତାର ଭଲ ଭାବ ରେ ଦାୟିତ୍ଵ ନେଲେ ସମସ୍ତ ଦେବା ଦେବୀ ଆର୍ଶୀବାଦ ମିଳିଥାଏ । ପିତୃଦୋଷ ରୁ ମଧ୍ୟ ମିଳିଥାଏ , ଗାଈ କୁ ସଦା ସର୍ବଦା ଘର ପ୍ରଥମ ରୁଟି ଖାଇବା କୁ ଦିଅନ୍ତୁ ।  ଗ୍ରହ ଶାନ୍ତ ରହିବ , ସବୁ କାର୍ଯ୍ୟ ରେ ସଫଳ ମିଳିବ । ଦୁଃଖ କଷ୍ଟ ଦୂରେଇ ଯିବ । ବାସ୍ତୁ ଦୋଷ ଥିଲେ ଦୂରେଇଯିବ , ସୁଖ , ଶାନ୍ତି ବୃଦ୍ଧି ହେବ ।।

Leave a Comment