Breaking News

ଭିଡିଓ ଦେଖନ୍ତୁ – ତପୁ ମିଶ୍ରଙ୍କର (Tapu Mishra) ଙ୍କର ଦ-ଶା-ହ କାର୍ଯ୍ୟ ଆରମ୍ଭ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସ୍ବର୍ଗତ ତପୁ ମିଶ୍ର ଙ୍କ ଦେହାନ୍ତ ହବା ର ଆଜି କୁ ଦଶ ଦିନ ହୋଇଗଲାଣି , ଓ ଏହି ୧୦ ଦିନ ଯେଉଁଭଳି ଭାବେ ଫଟୋ ରେ ଫୁଲ ମାଳ ଦେଇ ପୂଜାବିଧି କରା ଯାଇଥାଏ ଠିକ ସେହିଭଳି ତାଙ୍କର ସେହୁ ଉପାୟ ରେ କରା ଯାଇଥିଲା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତାଙ୍କର ଏକ ଗି ଅଛି ଯାହାକି ଯାହାକି ତାଙ୍କ ଜୀବନ ଘଟିଛି ଓ ସେ ଗୀତ ଟି ହେଲା ଯେ ‘କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି ,ହେଲେ ସଞ୍ଜ ନଇଁଯିବ ବୋଲି ମୁଁ ଭାବି ନଥିଲି ‘’ ହଁ ବନ୍ଧୁ ଚୋକଲେଟ ଫିଲ୍ମ ର ଏହି ଗୀତ ଟି ସହିତ ବାସ୍ତବିକ ରେ ତାଙ୍କ ତାଙ୍କ ଜୀବନ ସଞ୍ଜ ନଇଁ ଯାଇଛି ।

ହଁ ବନ୍ଧୁ ତାଙ୍କ ବିୟୋଗ ରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମାନେ ମନ ଦୁଖ କରିଛନ୍ତି ଓ ସଙ୍ଗୀତ ଦୁନିଆ ରେ ତାଙ୍କ ସ୍ଥାନ ଆଉ କେହି ବି ପୂରଣ କରି ପାରିବେ ନହିଁ । ତପୁ ମିଶ୍ର ୧୯୮୫ ମସିହା ରେ ସମ୍ବଲପୁର ଠାରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ଶେଷ ସମୟ ରେ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ଯୁ ବରଣ କରିଥିଲେ । ସେ ସମ୍ବଳପୁର ବିଶ୍ବ ବିଦ୍ୟାଳୟ ଓ ଗାନ୍ଧର୍ବ ମହା ବିଦ୍ୟାଳୟ ରୁ ସଙ୍ଗୀତ ଡିଗ୍ରୀ ହାସଲ କରି ପାରିଛନ୍ତି ।

ସେ ପ୍ରଥମେ ୧୯୯୫ ମସିହା ରେ ଓଡିଆ ଫିଲ୍ମ କୂଳ ନନ୍ଦନ ଚଳଚିତ୍ର ରେ ଗୀତ ଗାଇଛନ୍ତି ଓ ପରେ ପରେ ତାଙ୍କ ଗୀତ ସୁପର ହୋଇଥିଲା ଓ ଦର୍ଶକ ମାନ ଙ୍କ ହୃଦୟ କୁ ବେଶ ଛୁଇଁଥିଲା । ତାପରେ ସେ ଗୋଟେ ଗୋଟେ ପରେ ଗୋଟେ ଗୀତ ଗାଈ ବେଶ ଲୋକ ପ୍ରିୟ ହୋଇପାରିଥିଲେ । ତାହେଲେ ସେ ତାଙ୍କ ଜୀବନ ରେ ପ୍ରାୟ ୫୦୦ ରୁ ଅଧିକ ଗୀତ ଗାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ-

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *