Breaking News

ଭିଡିଓ ଦେଖନ୍ତୁ – କିପରି ଓଡିଆ ରୀତିନୀତି ଅନୁଯାଇ ଅର୍ଚ୍ଚିତା ସବ୍ୟଙ୍କ (Sabyasachi Archita) ଘରକୁ ଗୃହ ପ୍ରବେଶ କରୁଛନ୍ତି

ସବ୍ୟସାଚୀ ଏବଂ ଅର୍ଚ୍ଚିତା ଓଡ଼ିଶା କୁ ଫେରିଛନ୍ତି । ବର୍ତ୍ତମାନ ଅର୍ଚ୍ଚିତା ତାଙ୍କ ଶାଶୁଘର ଅର୍ଥାତ୍ ସବ୍ୟ ଙ୍କ ସହିତ ତାଙ୍କ ଘର କୁ ଯାଇଛନ୍ତି । ଆପଣ ମାନେ ଜାଣିଥିବେ ଆମ ପରମ୍ପରା ରେ ବିବାହ ସରିଲା ପରେ ଯେତେବେଳେ ବର , କନିଆ ଘର କୁ ଆସନ୍ତି ସେଠୀ କନିଆ କୁ ଗୃହ ପ୍ରବେଶ କରିବା ପାଇଁ କେତେଗୁଡ଼ିଏ ନିୟମ ଅଛି । ଆସନ୍ତୁ ଆମେ ଆଜି ଜାଣିବା ଅର୍ଚ୍ଚିତା ଙ୍କ ଗୃହ ପ୍ରବେଶ ବିଷୟ ରେ । ସବ୍ୟ ଙ୍କ ଘରେ ଗୃହ ପ୍ରବେଶ କଲେ ଅର୍ଚ୍ଚିତା ।

ସବ୍ୟ ଙ୍କ ମା ଆମର ପରମ୍ପରା ଅନୁସାରେ ଗୃହ ପ୍ରବେଶ କରାଇଛନ୍ତି ।ଆପଣ ମାନେ ଜାଣିଥିବେ ଗତ ଏକ ତାରିଖ ରେ ସବ୍ୟ ଏବଂ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସେ ରାଜସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଛନ୍ତି ଏବଂ ସେ ଗତକାଲି ଓଡ଼ିଶା ରେ ପହଞ୍ଚିଥିଲେ । ଆଉ ତା ପରେ ଏୟାର ପୋର୍ଟ ରେ ତାଙ୍କ ଫ୍ୟାନ ମାନେ ଭେଟି ଥିଲେ ଏବଂ ତାଙ୍କର ବହୁ ପ୍ରଶଂସକ ସେଠାରେ ପହଞ୍ଚିଥିଲେ । ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ ଯେ ତାଙ୍କର ବିବାହ ୨୦୨୦ ମାର୍ଚ୍ଚ ରେ ହବା ର ଥିଲା କରୋନା ମହାମାରୀ କାରଣ ରୁ ସେ ଯଦି ଓଡ଼ିଶା ରେ ବିବାହ ଘର ଉତ୍ସବ ଟି ପାଳନ କରିଥାନ୍ତେ ତାହାଲେ ବହୁ ଗୁଡ଼ିଏ ଫ୍ୟାନ ଏବଂ ରିଲେଟିଭ୍ ଯୋଗ ଦେଇଥାନ୍ତେ ।

ଫଳ ରେ କୋରାନ କାରଣ ରୁ ଜଣ ଗହଳି ବଢି ଥାନ୍ତା ସେଥିପାଇଁ ସେ କାହାରି କୁ ନଜଣେଇ ରାଜସ୍ଥାନ ରେ ପରିବାର ଲୋକ ଙ୍କ ଉପସ୍ଥିତି ରେ ବିବାହ କରିଥିଲେ । ଅର୍ଚ୍ଚିତା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ପ୍ରଥମେ ସବ୍ୟ ଙ୍କୁ ପର୍ପୋଜ କରିଥିଲେ । ଆହୁରି ମଧ୍ୟ ଦୁହେଁ କହିଛନ୍ତି ଯେ ଆଗକୁ ସମାଜ ସେବା କରିବା ପାଇଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.