ବିବାହ ପୂର୍ବରୁ ସୁଟିଙ୍ଗ ସେଟ୍ ରେ କେକ୍ କାଟିଲେ ଅଭିନେତ୍ରୀ ତମନା ଓ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ  । ଆଜି ଆମେ ଜଣେ ପ୍ରଯୋଜକ ଓ ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା । ଏହି ଦୁଇ କଳାକାର ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ।

ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ନମିତା ଅଗ୍ରୱାଲ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଗାୟିକା ଯିଏ କି ଓଡ଼ିଶା ର ଘର ଘରେ ପରିଚିତ । ନମିତା ଅଗ୍ରୱାଲ ଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଯିଏ କି ଜଣେ ଲୋକ ପ୍ରିୟ ପ୍ରଯୋଜକ ଭାବେ ବେଶ୍ ପରିଚିତ ।

ପ୍ରଯୋଜକ ସିଦ୍ଧାର୍ଥ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ସିଦ୍ଧାର୍ଥ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ତମନା । ଅଭିନେତ୍ରୀ ତମନା ଙ୍କୁ ଆପଣ  ମାନେ ବେଶ୍ ଭଲ ଭାବରେ ଜାଣିଥିବେ। 

ଏହି ଲୋକ ପ୍ରିୟ ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର ଘରେ ପରିଚିତ । ତମନା ଆଗାମୀ ଦିନ ମାନ ଙ୍କ ରେ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି , ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।


ସୁଟିଂ ସେଟ୍ ରେ ଅଭିନେତ୍ରୀ ତମନା ଓ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲ ଉଭୟ ଏକାଠି ହୋଇ କେକ କାଟିବା ସହ ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଲା ଏହି ଦୃଶ୍ୟ ରେ ଲୋକ ପ୍ରିୟ ଅଭିନେତା ଅର୍ଦ୍ଧେନ୍ତୁ ଓ ତାଙ୍କ ପତ୍ନୀ ପଲ୍ଲବୀ ନଜର ଆସିଛନ୍ତିବ । ସମସ୍ତେ ମିଶି ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

Leave a Comment