ନିକଟରେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ବଏ ଫ୍ରେଣ୍ଡ୍ ଆକାଶ ଙ୍କୁ ବିବାହ କରିଛନ୍ତି । ଆକାଶ ହେଉଛନ୍ତି ଜଣେ ବିଜନେସ ମ୍ୟାନ। ଦୀର୍ଘ ଦିନ ଧରି ଆକାଶ ଓ ଲିପ୍ସା ପରସ୍ପର ଙ୍କୁ ଭଲ ପାଉଥିଲେ। ଆଉ ସେ ତାଙ୍କ ପ୍ରେମ କୁ ବିବାହ ର ରୂପ ଦେଇଛନ୍ତି । ଅଭିନେତ୍ରୀ ଲିପ୍ସା ଙ୍କ ବିବାହ ବହୁତ୍ ଧୁମ୍ ଧାମ ରେ ହୋଇଥିଲା । ଓଲିଉଡ଼ ର ଅନେକ କଳାକାର ତାଙ୍କ ବିବାହ ରେ ଯୋଗ ଦେଇଥିଲେ ।
ବିବାହ ପରେ ଲିପ୍ସା ତାଙ୍କ ଶାଶୂଘର ଚାଲି ଯାଇଥିଲେ । ସେଠୀ ସେ ତାଙ୍କ ଶାଶୁ ଘର ପରିବାର ସହିତ ବହୁତ୍ ଖୁସିରେ ରହିଥିଲେ। ଲିପ୍ସା ଙ୍କ ଶାଶୁ ଲିପ୍ସା ଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ତାଙ୍କର ବହୁତ୍ ଭଲ ଯତ୍ନ ମଧ୍ୟ ନିଅନ୍ତି ସେ ତାଙ୍କୁ ନିଜ ଝିଅ ଭଳି ଭଲ ପାଆନ୍ତି। ଆକାଶ ମଧ୍ୟ ଲିପ୍ସା ଙ୍କୁ ବହୁତ୍ ଭଲ ପାଆନ୍ତି। କିଛି ଦିନ ଶାଶୁ ଘରେ ରହିବା ପରେ ଅଭିନେତ୍ରୀ ଲିପ୍ସା ଏବଂ ତାଙ୍କ ସ୍ଵାମୀ ଆକାଶ ହନିମୁନ ପାଇଁ ବିଦେଶ ଯାଇଥିଲେ ।
ବିଦେଶ ରେ ଅନେକ ନୂଆ ନୂଆ ଜାଗା ବୁଲିବା ସହିତ ଅନେକ ଫୋଟୋ ମଧ୍ୟ ଉଠେଇ ଥିଲେ । ନିଜର ବୈବାହିକ ଜୀବନ ର ଆନନ୍ଦ ନେଇଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର। ସେ ତାଙ୍କ ସ୍ବାମୀ ଆକାଶ ଙ୍କ ସହିତ ଅନେକ ରୋମାଣ୍ଟିକ ଭିଡ଼ିଓ ମଧ୍ୟ ବନେଇଛନ୍ତି। ଭିଡ଼ିଓ ଏବଂ ଫୋଟୋ ଉଠେଇ ସେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି । ଏବଂ ବିଦେଶ ରେ ନିଜ ସ୍ଵାମୀ ଙ୍କ ବହୁତ୍ ଖୁସିରେ ରହିବାର ନଜର ଆସିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର।
ଓଡ଼ିଆ ଧାରାବାହିକ ଏବଂ ଓଡ଼ିଆ ସିନେମା ରେ ଅଭିନୟ କରନ୍ତି ଲିପ୍ସା ମିଶ୍ର। ତାଙ୍କର ଅଭିନୟ ବେସ୍ ମନଛୁଆଁ। ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ ବହୁତ୍ ପସନ୍ଦ କରନ୍ତି। ତାଙ୍କର ଅନେକ ସୁପରହିଟ ଚଳଚ୍ଚିତ୍ର ମଧ୍ୟ ରହିଛି । ସିନେମା ରେ ଲିପ୍ସା ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ତି । ଧାରାବାହିକ ରେ ଦର୍ଶକ ମାନେ ତାଙ୍କୁ ଅଧିକ ଭଲ ପାଇବା ଦେଇଥିଲେ । ସେ ପ୍ରତି ଓଡ଼ିଆ ଙ୍କ ଘରେ ଘରେ ପରିଚିତ ହୋଇ ପାରିଥିଲେ। ଆଉ ବିବାହ ପରେ ମଧ୍ୟ ସେ ତାଙ୍କ ଅଭିନୟ ଜାରି ରଖିବେ।।