ବିଗତ ଦିନର ଅନୁଭବଙ୍କ ସହ ବିତିଥିବା କଥା ଭାବି କାନ୍ଦୁଛନ୍ତି ବର୍ଷା

କାନ୍ଦୁଛନ୍ତି ଅଭିନେତ୍ରୀ ବର୍ଷା, ରୁମ ଭିତରେ ବସି କାନ୍ଦୁଛନ୍ତି ଅଭିନେତ୍ରୀ ବର୍ଷା, ହଁ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ଏକ ବହୁତ ବଡ ଖବର, ଅନୁଭବଙ୍କ କଥା ଭାବି ଆଖିରୁ ଲୁହ ଗଡାଉଛନ୍ତି ବର୍ଷା । ବିଗତ ଦିନମାନଙ୍କରେ ଅନୁଭବ ବର୍ଷାଙ୍କୁ ବେସ ଅଧିକ ଭଲ ପାଉଥିଲେ, ଆଉ କହୁଥିଲେ ବର୍ଷା ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ । ମୁଁ ତୁମକୁ ବହୁତ ଭଲପାଏ ସାରା ଓଡିଶା ବାସୀ ଜାଣିଛନ୍ତି ବର୍ଷା ଅନୁଭବଙ୍କ ମଧ୍ୟରେ କେତେ ନିବିଡ ଭଲ ପାଇବା ଥିଲା ।

ଏହି ସବୁ କଥା ଭାବି ବର୍ଷା ଘର ଭିତରେ ବସି କଇଁ କଇଁ ହୋଇ କାନ୍ଦୁଛନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଦର୍ଶକବନ୍ଧୁ ମାନେ ସବୁଦିନ ପାଇଁ ଆପଣଙ୍କର ପ୍ରିୟ ଶୁଆ ଶାରୀ ଅଲଗା ହୋଇ ଯିବା ପାଇଁ ବସିଛନ୍ତି । ଏହି ସମୟରେ ସବୁ ଅତୀତର କଥା ମନେ ପଡୁଛି ବର୍ଷାଙ୍କର । ସେ ବି ଅନୁଭବଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କର ଯତ୍ନ ନେଉଥିଲେ ।

ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେବା ପରେ ବର୍ତ୍ତମାନ ଦୂହିଁଙ୍କୁ ନେଇ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି । ଏହି ନିଷ୍ପତି ରେ ଅନୁଭବ ବହୁତ ଖୁସି ଥିବା ବେଳେ ବର୍ଷା କାନ୍ଦୁଛନ୍ତି, କାରଣ ବର୍ଷା ଅନୁଭବଙ୍କ ସହ ରହିବା ପାଇଁ ଚାହୁଁଥିଲେ ଓ ଅନୁଭବଙ୍କ ସହ ସଂସାର କରିବାକୁ ଚାହୁଁଥିଲେ । ଯେଉଁ ଯୋଡିଙ୍କୁ ଦର୍ଶକ ମାନେ ବେସ ଭଲପାଉଥିଲେ ସେଇ ଯୋଡି ଏବେ ଅଲଗା ଅଲଗା ହୋଇଯିବେ ।

ଓଡିଶା ହାଇକୋର୍ଟର ଏହି ନିଷ୍ପତି ରେ ବର୍ଷା ଓ ତାଙ୍କ ଫ୍ୟାନ୍ସଙ୍କ ମନ ଦୁଃଖ ଥିବା ବେଳେ ଅନୁଭବ ଓ ତାଙ୍କର ଶୁଭଚିନ୍ତକ ମାନଙ୍କ ମନ ବେସ ଖୁସି ଅଛି । କାରଣ ଅନୁଭବଙ୍କ କହିବା ଅନୁଯାଇ ସେ ବର୍ଷାଙ୍କ ସହ ବହୁତ କଷ୍ଟରେ ଜୀବନ ବିତାଉଥିଲେ, ଯେବେ ଛାଡପତ୍ର ହେବ ସେ ପୂର୍ଣ୍ଣଜନ୍ମ ନେବେ ଓ ଶାନ୍ତିରେ ରହିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ବର୍ଷା କାନ୍ଦୁଥିବେ କିନ୍ତୁ ବାସ୍ତବରେ ସେ କାନ୍ଦୁଛନ୍ତି କି ନାହି ତାହା ଆମକୁ ଜଣା ନାହିଁ ।

ବର୍ଷା ଜଣେ ବହୁତ ଭଲ ମଣିଷ, ତାଙ୍କୁ ଏହି ସମୟରେ ଭଗବାନ ସାହାସ ଦିଅନ୍ତୁ ବୋଲି ତାଙ୍କର ଫ୍ୟାନ୍ସ ମାନେ କହିଛନ୍ତି, ବର୍ଷା ଓ ଅନୁଭବ ଉଭୟ ତାଙ୍କ ନିଜ ନିଜ ଜୀବନରେ ଖୁସିରେ ରୁହନ୍ତୁ ଏହା ଆମର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା ।

Leave a Comment